Advertisment

ମୃତ୍ୟୁ ପାଇଁ ଦିନ ଗଣୁଥିଲେ, ଭୁବନେଶ୍ୱର ଏମ୍ସରେ ଅସ୍ତ୍ରୋପଚାର ପରେ ମିଳିଲା ନୂଆ ଜୀବନ

ଜୀବନର ଡେଡ୍ ଲାଇନ୍ ଦିଆସରିଥିଲା। ବଞ୍ଚିବାର କୌଣସି ଆଶା ନ ଥିଲା। କେବଳ ମୃତ୍ୟୁ ପାଇଁ ଦିନ ଗଣୁଥିଲେ। ହେଲେ ଏମ୍ସ ଭୁବନେଶ୍ୱରର ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟା ଅକ୍ଳାନ୍ତ ଚେଷ୍ଟା ଦେଲା ନୂଆ ଜୀବନ। ଯମ ଦୂଆରୁ ଫେରିଆସିଲେ ରୋଗୀ

author-image
Sarbeswar

ଜୀବନର ଡେଡ୍ ଲାଇନ୍ ଦିଆସରିଥିଲା। ବଞ୍ଚିବାର କୌଣସି ଆଶା ନ ଥିଲା। କେବଳ ମୃତ୍ୟୁ ପାଇଁ ଦିନ ଗଣୁଥିଲେ। ହେଲେ ଏମ୍ସ ଭୁବନେଶ୍ୱରର ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟା ଅକ୍ଳାନ୍ତ ଚେଷ୍ଟା ଦେଲା ନୂଆ ଜୀବନ। ଯମ ଦୂଆରୁ ଫେରିଆସିଲେ ରୋଗୀ

Advertisment
Bhubaneswar AIIMS
Advertisment
Advertisment