• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

vaccine
'ସମସ୍ତଙ୍କୁ କରୋନା ଟିକା ଦିଆଯିବା କଥା କେନ୍ଦ୍ର କେବେ କହିନି'

ନୂଆଦିଲ୍ଲୀ: ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନି। କରୋନା ଟିକାକରଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଯଦି ଚେନ୍ ଭାଙ୍ଗିବାରେ ସଫଳ ହେଲୁ, ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବନି ବୋଲି କେନ୍ଦ୍ର କହିଛି। ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ICMR ଡିଜିଙ୍କ ସୂଚନା ଅନୁସାରେ, ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନି। ସମସ୍ତଙ୍କୁ ଟିକା ଦିଆଯିବା କଥା କେନ୍ଦ୍ର କେବେ କହିନି। କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଆମ […]

  • Wednesday, 30 June 2021
coronavirus-1
ଭାରତରେ ସ୍ପୁଟିନିକ୍-ଭିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବ ଋଷିଆ ଭ୍ୟାକସିନ୍ ସ୍ପୁଟିନିକ୍-ଭିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ସ୍ପୁଟିନିକ୍ ଭିର ଟ୍ରାଏଲ ପାଇଁ ଔଷଧ ନିୟନ୍ତ୍ରକ ଅନୁମତି ଦେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତରେ ବିତରଣ ସଂସ୍ଥା ଡକ୍ଟର ରେଡ୍ଡୀ ଓ ସହଯୋଗୀ ଜେଏସ୍‌ଏସ୍‌ ମେଡିକାଲ୍ ରିସର୍ଚ୍ଚର ସହଭାଗିତା ସହ ପ୍ରକ୍ରିୟା ଆରମ୍ଭ କରିଛି। ଭାରତକୁ ଋଷିଆନ୍ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ଦ୍ୱାରା ସ୍ପୁଟିନିକ୍-ଭି ଭ୍ୟାକସିନ୍ ଆସିବା ପରେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। […]

  • Wednesday, 30 June 2021
figer
ଫାଇଜର ବାୟୋଟେକ୍‌ ଭ୍ୟାକ୍ସିନ୍‌କୁ ବ୍ରିଟେନ୍‌ର ଅନୁମତି; ଆସନ୍ତା ସପ୍ତାହରେ ମିଳିବ ଟିକା

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଫାଇଜର ବାୟୋଟେକ୍‌ ଟିକା ବ୍ୟବହାର କରିବାକୁ ଅନୁମତି ଦେଲା ବ୍ରିଟେନ୍‌। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍‌ ଫାଇଜକୁ କରୋନା ବିରୋଧରେ ବ୍ୟବହାର କରିବାକୁ ସରକାରୀ ସ୍ତରରେ ଅନୁମତି ଦେଇଛି। ଆସନ୍ତା ସପ୍ତାହରେ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି ବ୍ରିଟେନ୍ କହିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। “ଫାଇଜର ବାୟୋଟେକ୍‌ କୋଭିଡ-୧୯ ଭ୍ୟାକ୍ସିନ୍‌କୁ ବ୍ୟବହାର ପାଇଁ ମେଡିକାଲ୍‌ ଆଣ୍ଡ ହେଲ୍‌ତ ପ୍ରଡକ୍ଟ ରେଗୁଲଟୋରୀ ଏଜେନ୍ସି(MHRC) ଅନୁମୋଦନ ଦେଇଥିଲା। ତେଣୁ […]

  • Wednesday, 30 June 2021
corona-vaccine
ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟକର୍ମୀ, ଦ୍ୱିତୀୟରେ ୨ କୋଟି ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ବ୍ୟବହାରକୁ ଅନୁମିତ ମିଳିଲେ ପ୍ରଥମ ପର୍ଯ୍ୟାୟରେ କୋଟିଏ ପାଖାପାଖି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ପିଟିଆଇ ଖବର ପ୍ରକାଶ କରିଛି। ଏହାପରେ ଦୁଇ କୋଟି ଫ୍ରଣ୍ଟଲାଇନ୍ ୱାର୍କରର୍ସ (ପୋଲିସ, ସିକ୍ୟୁରିଟି ପର୍ସୋନେଲ୍‌, ମ୍ୟନିସିପାଲ୍‌ଲିଟି କର୍ମଚାରୀଙ୍କ ସମେତ ଅନ୍ୟ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ)ଙ୍କୁ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏନେଇ ସୂଚନା ଦିଆଯାଇଛି। ସେହିପରି ତୃତୀୟ ପର୍ଯ୍ୟାୟରେ ୨୭ କୋଟି ବରିଷ୍ଠ ନାଗରିକଙ୍କୁ […]

  • Wednesday, 30 June 2021
corona vaccine
ଟିକା ନେଇଥିବା ମନ୍ତ୍ରୀଙ୍କୁ କରୋନା

ଚଣ୍ଡୀଗଡ଼: ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ୍‌ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ନଭେମ୍ବର ୨୦ରେ ଅମ୍ବାଲାର ଏକ ହସ୍ପିଟାଲ୍‌ରେ ସ୍ୱେଚ୍ଛାକୃତ ଭାବେ ସେ କୋଭାକ୍ସିନର ଏକ ଡୋଜ୍‌ ନେଇଥିଲେ। କୋଭାକ୍ସିନର ୩ୟ ପର୍ଯ୍ୟାୟ ଟ୍ରାଏଲରେ ସେ ଏହି ଟିକା ନେଇଥିଲେ। ତେବେ କିଛି ଦିନ ପରେ ସେ […]

  • Wednesday, 30 June 2021
vaccination
ଟିକାକରଣ ଉପରେ ଗୁରୁତ୍ୱ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଟିକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

wearing mask
କୋଭିଡ୍ ପରିଚାଳନା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ଯାହାକୁ ଅନୁସରଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା…

  • Wednesday, 30 June 2021
coronavirus
କୋଭିଡ୍ ସଂକ୍ରମଣ ଯୋଗୁଁ ସାମ୍ନାକୁ ଆସିଲା ନୂଆ ଲକ୍ଷଣ !

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ…

2
ଅଦା ଖାଇ ଓଜନ କମାନ୍ତୁ

ସାଧାରଣତଃ ଆମେ ଖାଦ୍ୟ କିମ୍ବା ଚା’ ଇତ୍ୟାଦିରେ ଅଦା ବ୍ୟବହାର କରୁ। ଅଦା ଖାଲି ଖାଦ୍ୟକୁ ସୁସ୍ୱାଦୁ କରେ ନାହିଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖେ। ଶରୀରରେ ପ୍ରଦାହକୁ ହ୍ରାସ କରିବା, ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଏବଂ ଭୋକ…

  • Sunday, 27 June 2021
1
ଏହି ସବୁ ପ୍ରାଣାୟାମ କରି ବଢାନ୍ତୁ ରକ୍ତ ସଂଚାଳନ ଓ ଅମ୍ଳଯାନ ସ୍ତର

ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ…

1
କରୋନା କାଳରେ କରନ୍ତୁ ଏହିସବୁ ଯୋଗାସନ : ବଢିବ ରୋଗ ପ୍ରତିରୋଧକ ଶକ୍ତି

କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ଭିତରେ କୋକୁଆ ଭୟ ସୃଷ୍ଟିକରିଛି। ଏହାର ନା ଶୁଣୁ ଶୁଣୁ ସମସ୍ତଙ୍କ ଭିତରେ ଛନକା ପଶୁଛି। ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏହା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି ଯେ ଆମେ ଅଧିକରୁ ଅଧିକ ନିଜ ଯତ୍ନ…

Untitled-1
ଯୋଗନିଦ୍ରା ଅଭ୍ୟାସରେ ବଢେ ଉର୍ଜା ଶକ୍ତି

ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରତି ବର୍ଷ ଜୁନ୍ ୨୧ରେ ପାଳନ କରାଯାଏ। କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ କେବଳ ଅନ୍‌ଲାଇନ୍‌ରେ ପାଳନ କରାଯିବ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେଥିପାଇଁ…

1
କରୋନା କାଳରେ ବାହାରକୁ ଯାଉଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ...

ଏବେ ବି ଦୂର ହୋଇନି କରୋବା ଭାଇରସ୍ ବିପଦ। ଏହା ଏବେ ବି ଲୋକଙ୍କୁ ମରଣଯନ୍ତା ଭିତରକୁ ଟାଣି ନେଉଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଟିକିଏ ଅସାବଧାନତା ସଂକ୍ରମଣ ବିସ୍ତାର କରିପାରେ। ଅବଶ୍ୟ,…

  • Saturday, 12 June 2021