• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

baby333
ଶିଶୁର ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି? ଆପଣାନ୍ତୁ ଘରୋଇ ଉପଚାର…

ଜନ୍ମ ସମୟରେ ଶିଶୁଟି ବହୁତ ସୁନ୍ଦର ଦେଖାଯାଏ। ଶିଶୁର ରଙ୍ଗ ଗୋରା ହେଉ ଅବା କଳା ସୁନ୍ଦରତା ଉପରେ କିଛି ବି ଫରକ୍ ପଡ଼େନି। ଆମେ ଚାହିଁଲେ ଶିଶୁଙ୍କ ତ୍ୱଚାକୁ ଆହୁରି ସୁନ୍ଦର କରିପାରିବା। ଘରୋଇ ଉପଚାର ଦ୍ୱାରା ଶିଶୁର ତ୍ୱଚାରେ ଅଧିକ ସୁନ୍ଦରତା ଆଣିପାରିବା। ଆପଣମାନେ ବଜାରରେ ମିଳୁଥିବା କେମିକାଲଯୁକ୍ତ କ୍ରିମ୍ ଓ ଲୋଶନକୁ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବ୍ୟବହାର କଲେ ଶିଶୁର କୋମଳ ତ୍ୱଚା ନଷ୍ଟ ହୋଇଯିବ। ଯଦି ଆପଣମାନେ ନିଜ ଶିଶୁର […]

  • Monday, 26 July 2021
kala jeera55
ଏହିସବୁ ରୋଗ ପାଇଁ ଲାଭଦାୟକ କଳାଜିରା

ଭୁବନେଶ୍ୱର: କଳାଜିରାର ଅନେକ ଔଷଧୀୟ ଗୁଣ ରହିଛି ।  ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ,  କଳାଜିରା କେବଳ ଏକ ମସାଲା ନୁହେଁ, ଏହା ଶରୀରରେ ଥିବା ଅନେକ ରୋଗକୁ ଭଲ କରିଥାଏ। ତେବେ ଆସନ୍ତୁ ଜାଣିବା କଳାଜିରାରୁ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ। -ରକ୍ତଚାପ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ କଳାଜିରା। ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍‌ସନରୁ ମୁକ୍ତି ମିଳିବା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। […]

  • Monday, 26 July 2021
MILK
ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି? ଏମିତି ଉପାୟ ଆପଣାନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଶରୀରର ଓଜନ ବଢ଼ିବା ସହ ପେଟ ବଢ଼ିବା ହେଉଛି ବଡ଼ ସମସ୍ୟା। ଏହି ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ନିଜକୁ ଫିଟ୍ ରଖିବା ପାଇଁ ସମସ୍ତଙ୍କର ଇଛା। କିନ୍ତୁ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ଯଦି ଆପଣଙ୍କ ପେଟରେ ଚର୍ବି ବଢ଼ୁଛି ତେବେ ଆପଣମାନେ କୌଣସି ଚିନ୍ତା କରନ୍ତୁ ନାହିଁ। ଅଶ୍ୱଗନ୍ଧା ଗୁଣ୍ଡ ଏ ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ପ୍ରତ୍ୟେକ ଦିନ ଆପଣ କ୍ଷୀର ସହ ମିଶାଇ […]

holi
ଶରୀରରୁ ହୋଲି ରଙ୍ଗ ଛଡ଼ାଇବାର ଜବରଦସ୍ତ ଫର୍ମୁଲା: ଘରେ ଏହି ଜିନିଷ ଅଛି ତ ?

ହୋଲିରେ ରଙ୍ଗ ଖେଳିବାକୁ ସମସ୍ତଙ୍କର ଇଛା। ବର୍ଷକୁ ‌ଥରେ ହୋଲି ପଡୁଥିବାରୁ ସମସ୍ତେ ଖୁସିରେ ଅପେକ୍ଷା କରିଥାନ୍ତି ଏହି ଦିନକୁ। କିନ୍ତୁ ରଙ୍ଗରେ କେମିକାଲ୍ ମିଶୁଥିବାରୁ ତାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ତେବେ ଆପଣମାନେ ଯଦି ହୋଲି ଖେଳୁଛନ୍ତି, ଶରୀର ପ୍ରତି ସାବଧାନ ରୁହନ୍ତୁ।  ତେବେ କ’ଣ କଲେ ଆପଣ ସୁରକ୍ଷିତ ଭାବେ ହୋଲି ଖେଳିପାରିବେ ଆସନ୍ତୁ ଜାଣିବା।ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ […]

  • Monday, 26 July 2021
pregent 5 copy
ଗର୍ଭାବସ୍ଥାରେ ମହିଳାମାନେ କିପରି ସଚେତନ ରହିବେ

ଭୁବନେଶ୍ୱର: ଗର୍ଭାବସ୍ଥାରେ ମହିଳାମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେମିତିକି ଥଣ୍ଡା, କାଶ, ଜ୍ୱର ଓ ସଂକ୍ରମଣ ହେବାର ଭୟ ରହିଥାଏ। ଏଭଳି ପରିସ୍ଥିତିରେ କିପରି ନିଜକୁ ସୁସ୍ଥ ରଖିବେ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର। ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ନିଜକୁ ଥକାପଣ ଅନୁଭବ କରିଥାନ୍ତି। ଏଭଳି ଅବସ୍ଥାରେ ଶରୀରର ଗଠନରେ କିଛି ପରିବର୍ତ୍ତନ ଦେଖାଯାଇଥାଏ। ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିର ପରିମାଣ  କମି ଯାଇଥାଏ। ଏହି ସମୟରେ ସଂକ୍ରମଣ ହେବାର ବହୁତ […]

  • Saturday, 24 July 2021
dengue
କରୋନା ମହାମାରୀ ଭିତରେ ଡରାଇଲାଣି ଡେଙ୍ଗୁ

କରୋନା ମହାମାରୀ ଭିତରେ ଖୋର୍ଦ୍ଧାବାସୀଙ୍କୁ ଡେଙ୍ଗୁ ଚିନ୍ତା ଘାରିଛି। ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ଶହ ପାର୍‌ କରିଛି। 

virus
କରୋନା ଭାଇରସ୍‌ରୁ କିପରି ବର୍ତ୍ତିବେ ?

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ସାବୁନରେ ଭଲ ଭାବେ ହାତ ଧୋଇବା ସହିତ କାଶ ବା ଛିଙ୍କ ସମୟରେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ତା ସହିତ ସର୍ଦ୍ଦି ଓ କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ମାଂସ ଓ ଅଣ୍ଡା ଖାଉଥିଲେ, ତାକୁ ଭଲ ଭାବେ ସିଝାଇବାକୁ […]

  • Friday, 23 July 2021
prickly-heat
ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରି ଦେଉଛି। ଆଉ ଏହି ଗରମରେ ଯେଉଁଟା ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି ସେଇଟା ହେଉଛି ଘିମିରି। ଗରମ ଦିନରେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ, ଆସନ୍ତୁ ତା’ର କିଛି ଘରୋଇ ଉପଚାର ଜାଣିବା। ଟି ବ୍ୟାଗ୍‌ ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ସବୁଦିନେ ପିଉଥିବା ଟି ବ୍ୟାଗ୍। ଆପଣ ବ୍ୟବହାର କରୁଥିବା ଟି ବ୍ୟାଗରୁ ଚା’ପିଇ […]

  • Wednesday, 21 July 2021
5
ଘରୋଇ ଉପାୟରେ ଛୋଟପିଲାଙ୍କୁ ମଶାଠୁ ଦୂରେଇ ରଖନ୍ତୁ

ଭୁବନେଶ୍ୱର: ଘର ଯେତେ ସଫା ରଖିଲେ ବି ଖରା ଓ ବର୍ଷା ଦିନେ ମଶା ସମସ୍ୟା ଦେଖା ଦେଇଥାଏ। ଘର ଚତୁଃପାର୍ଶ୍ୱରେ ଅଳିଆ ଆବର୍ଜନା ଜମା ହେଲେ ଓ ପାଣି ନିଷ୍କାସିତ ହୋଇ ନ ପାରିଲେ ମଶା ବଂଶ ବୃଦ୍ଧି ହୋଇଥାଏ। ମଶା ହେଲେ ଛୋଟ ଛୁଆଙ୍କ ପାଇଁ ବେଶି ଚିନ୍ତା। କାରଣ ମଶା କାମୁଡ଼ା ଜନିତ ବେମାରରେ ସେମାନେ ହିଁ ଆଗେ ପଡ଼ିଥାନ୍ତି। ଛୋଟ ଛୁଆଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବାରୁ ସେମାନେ ବେମାର ହେବାର […]

  • Wednesday, 21 July 2021
15
ଏହି ସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ !

ଭୁବନେଶ୍ୱର: ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ୍‌ ଏପରି ଘାତକ ରୋଗ ଯାହାକି ସଙ୍ଗେ ସଙ୍ଗେ ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ, ତେବେ ଏପରି ରୋଗ କବଳରୁ ମଧ୍ୟ ମୁକ୍ତି ପାଇପାରିବେ। ଆଜି ଆମେ ଜାଣିବା ବ୍ରେନ ଷ୍ଟ୍ରୋକ୍‌ କ’ଣ ପାଇଁ ହୁଏ କ’ଣ ଏହାର ଲକ୍ଷଣ ଓ […]

  • Wednesday, 21 July 2021
999
ଖରାଦିନ ପାଇଁ ଉପକାରୀ ପୁଦିନା

ଭୁବନେଶ୍ୱର: ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ। ପେଟ ପାଇଁ ଅମୃତ ପୁଦିନା ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍‌ ରୂପେ ତ୍ୱରାନ୍ୱିତ କରିଥାଏ। ଏହା ଆପଣଙ୍କ ସବୁ […]

  • Wednesday, 21 July 2021
55
ଖରାଦିନ ପାଇଁ ଉପକାରୀ ଲିଚୁ

ଭୁବନେଶ୍ୱର: ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍‌ ଅଧିକ ପରିମାଣରେ ଆବଶ୍ୟକ ଥାଏ। ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ ଆମେ ଚେଷ୍ଟା କରୁ। ଆପଣ ଜାଣିଛନ୍ତି, ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି। ଖରାଦିନେ ଲିଚୁ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ଲିଚୁରେ ପାଣିର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ ପାଣିର […]

  • Wednesday, 21 July 2021
2
ଆନ୍ଦୋଳନ କଲେ ଡିଗ୍ରୀ କଲେଜ୍‌ ଛାତ୍ରଛାତ୍ରୀ,  ଜୁନ୍‌ ୧୭କୁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ କଲେଜର ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବନାହିଁ। ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାରୁ କଲେଜ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ମେ ୪ରେ ଚତୁର୍ଥ ସେମିଷ୍ଟାର ପିଲାମାନଙ୍କର ହେବାକୁ ଥିବା ଥିଓରି ପରୀକ୍ଷା ଜୁନ୍ ୧୭ରେ ହେବ ବୋଲି ସୂଚନା ମିଳିଛି। ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ମେ ୪ରେ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଚତୁର୍ଥ ସେମିଷ୍ଟାରର […]

  • Wednesday, 21 July 2021
dibetes2
ଡାଇବେଟିସ୍‌ ରୋଗୀମାନେ ଖାଆନ୍ତୁ ଏହି ସବୁ ଫଳ

ଡାଇବେଟିସ୍‌ ଏକ ରୋଗ ନୁହେଁ। କିନ୍ତୁ ସବୁ ରୋଗର ଜନନୀ। ଏହା ଏପରି ଏକ ଶାରୀରିକ ଅବସ୍ଥା ଯାହା ଧିରେ ଧିରେ ମଣିଷକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ। ଡାଇବେଟିସ୍‌ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍‌ସୁଲିନ୍‌ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରିସନ୍‌ର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍‌ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଡାଇବେଟିସ୍‌ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ। ଫଳାହାର ଡାଇବେଟିସ୍‌ ରୋଗୀ ପାଇଁ ନିହାତି […]

  • Tuesday, 20 July 2021
mosquto
ମଶା ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଘରୋଇ ଉପାୟ

ବର୍ଷା ଦିନ ଆରମ୍ଭ ହେଲେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ  ଚିକନ୍‌ଗୁନିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ଜ୍ୱର ହୋଇଥାଏ। ଏଥିପାଇଁ ଡାକ୍ତର ଘରେ ମଶା ଧୂପ ବ୍ୟବହାର କରିବା ସହିତ ମଶାରି ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ମଶା ଧୂପ କିମ୍ବା ଫାଷ୍ଚଗାର୍ଡ ବ୍ୟବହାର କରିବା ଦ୍ୱାରା ସେଥିରେ ଥିବା କେମିକଲ୍‌ ଶରୀରକୁ କ୍ଷତି ପହଞ୍ଚାଇ ଥାଏ। ଫଳରେ ଶରୀର ସୁସ୍ଥ ହେବା ବଦଳରେ ଅଧିକ ଖରାପ ହୋଇଯାଏ। କିନ୍ତୁ […]

  • Tuesday, 20 July 2021
ଜାଣନ୍ତି କି ଗହମ ଘାସ ରସର ଚତ୍ମକାରୀ ଗୁଣ

ଯେଉଁଠି ଡାକ୍ତରମାନେ ଚିକିତ୍ସା କରି ହାର ମାନିଯାଆନ୍ତି ସେଠି ଏହି ଗହମ ଘାସ ରସ ମହୌଷଧୀ ଭଳି କାମ ଦେଇଥାଏ। ଏହା ଆମ ଶରୀର ପାଇଁ ଏତେ ଫାଇଦା ଦେଇଥାଏ ଯେ ଏହାକୁ ଗ୍ରୀନ୍‌ ବ୍ଲଡ୍‌ ମଧ୍ୟ କୁହାଯାଏ। ତେଣୁ ଜାଣନ୍ତୁ ଏହି ଘାସ କିପରି ଘରେ ତିଆରି କରି ଲାଭ ଉଠାଇ ସୁସ୍ଥ ରହିପାରିବେ। ୧. ଗହମ ଘାସର ରସ ରକ୍ତରେ ଶୀଘ୍ର ମିଶିଯାଉଥିବାରୁ ଏହା ଆନେମିଆ ଓ ଜଣ୍ଡିସ୍‌ ରୋଗ ପାଇଁ ଅମୃତ ଭଳି କାମ ଦିଏ। […]

  • Tuesday, 20 July 2021
smart-child-up
କେମିତି ଆପଣଙ୍କ ପିଲାର ସ୍ମୃତିଶକ୍ତି ପ୍ରଖର କରିବେ, ପଢନ୍ତୁ କିଛି ଟିପ୍‌ସ

ଏକ ଗବେଷଣାରୁ ଜଣାପଡିଛି ଯେ କୈାଣସି ପିଲାର ଶିଖିବାର କ୍ଷମତା ବଢିବା ଓ  ବୈାଦ୍ଧିକ ସ୍ତରରେ ପ୍ରଗତି କରିବା ,ତାର ଲାଳନପାଳନ ଆରମ୍ଭର ୪ ବର୍ଷ ଉପରେ ନିର୍ଭର କରିଥାଏ । କୈାଣସି ନୂଆ ଜିନିଷ ବିଷୟରେ ଶିଖିବା ପାଇଁ ପିଲାଙ୍କ ବ୍ରେନ୍ ୨ରୁ୪ ବର୍ଷ ବୟସରେ ବିକଶିତ ହୋଇଥାଏ । ଏହି ବୟସରେ ଶିଶୁଟି ପୁରୁଣା ଜିନିଷକୁ ତୁରନ୍ତ ଭୁଲି ଯାଏ । ଏହି ବୟସ ପରେ ଆଉ ଯାହା ସବୁ ଶିଖେ ଓ ଜାଣେ […]

  • Tuesday, 20 July 2021
food1
ସାବଧାନ! ଏହି ସବୁ ଜିନିଷ ଖାଇଲେ କମ୍‌ ବୟସରେ ବୁଢ଼ା ଭଳି ଦେଖାଯିବେ

ଆମେ ଫିଟ୍‌ ଆଉ କମ୍‌ ବୟସର ଦେଖାଯିବାକୁ ସବୁବେଳେ ଚେଷ୍ଟା କରିଥାଉ। ତେଣୁ ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ଆମ ଶରୀରରେ ମଧ୍ୟ ସେହିଭଳି ପ୍ରଭାବ ପଡ଼ିଥାଏ। ଏପରି କିଛି ଜିନିଷ ରହିଛି ଯାହାକୁ ଆପଣ ଖାଇଲେ ଆପଣଙ୍କ ବୟସ କମ୍‌ ହୋଇଥିଲେ ମଧ୍ୟ ଆପଣ ବୃଦ୍ଧଙ୍କ ଭଳି ଦେଖାଯିବେ। ତେବେ ପଢ଼ନ୍ତୁ କଣ ଖାଇଲେ ଆପଣ କମ୍‌ ବୟସରେ ବୃଦ୍ଧଙ୍କ ଭଳି ଦେଖାଯିବେ? ମିଠା– ଆମେ ସମସ୍ତେ ମିଠା ଖାଇବାକୁ ପସନ୍ଦ କରିଥାଉ। କିନ୍ତୁ ହେଲଥ୍‌ […]

  • Tuesday, 20 July 2021
Protein-Rich-Foods
ଶରୀରରେ ପ୍ରୋଟିନ୍‌ ମାତ୍ରା କମିଲେ ଦେଖାଦିଏ ଏହି ସମସ୍ୟା

ଶରୀର ପାଇଁ ପ୍ରୋଟିନ୍‌ ଅତ୍ୟନ୍ତ ଆବଶ୍ୟକ। ହର୍‌ମୋନ୍‌ଠୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ରହିଛି। ଯଦି ଶରୀରରେ ପ୍ରୋଟିନ୍‌ର ମାତ୍ରା କମିଯାଏ ତେବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ। ଯାହାର ପ୍ରଭାବ ଶରୀରର ଅଙ୍ଗପ୍ରତ୍ୟଙ୍ଗ  ଉପରେ ପଡ଼ିଥାଏ। ଯଦି ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା ଠିକ୍‌ ଭାବରେ ନ ହୁଏ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ଶରୀରରେ ପ୍ରୋଟିନ୍‌ ମାତ୍ରା କମିବା ଫଳରେ କ’ଣ କ’ଣ ସମସ୍ୟା […]

  • Tuesday, 20 July 2021
air pollution
ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମୁଛି

ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମିବାରେ ଲାଗିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ ସ୍ୱଚ୍ଛ ବାୟୁ ଦ୍ୱାରା ମଣିଷ ସୁସ୍ଥ ରହେ। କିନ୍ତୁ ଆଜିକାଲି ବାୟୁ ପ୍ରଦୂଷଣ ବଢ଼ିବାରୁ ଭାରତୀୟମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଭାରତୀୟମାନଙ୍କର ଆୟୁଷ ୧.୫୩ ବର୍ଷ ପର୍ଯ୍ୟନ୍ତ କମ୍‌ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଓ ଦୁନିଆରେ ଜୀବନର ଅବଧି ଉପରେ ଆମେରିକାର ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ। ବାୟୁମଣ୍ଡଳରେ ଥିବା […]

  • Tuesday, 20 July 2021
କଖାରୁ ମଞ୍ଜି
ବୋଇତି କଖାରୁ ମଞ୍ଜିର ଔଷଧୀୟ ଗୁଣ

ଭାରତରେ ସାଧାରଣତଃ ସବୁରାଜ୍ୟରେ ବୋଇତି କଖାରୁ ଚାଷ ହୋଇଥାଏ। ସମସ୍ତେ ଏହି ପରିବାକୁ ମଧ୍ୟ ନିଜ ଖାଇବାରେ ସାମିଲ୍‌ କରିଥାନ୍ତି। ଏହି ପରିବାରୁ ବହୁତ ମଞ୍ଜି ବାହାରୁଥିଲେ ମଧ୍ୟ ଏହାକୁ କେହି କିଛି କାମରେ ନଲଗାଇ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଏହି ମଞ୍ଜିରେ ଯେ ଏତେ ଉପକାରୀ ଗୁଣ ରହିଛି ତାହା ହୁଏତ ବହୁତ କମ୍‌ ଲୋକ ଜାଣିଥିବେ। କୋଲେଷ୍ଟ୍ରଲ୍‌ କମ୍‌ କରେ ବୋଇତି କଖାରୁ ମଞ୍ଜି ନିୟମିତ ଖାଇବା ଦ୍ୱାରା ଲାଇପୋପ୍ରୋଟିନ୍‌ (ଖରାପ କୋଲେଷ୍ଟ୍ରଲ୍‌)ର ସ୍ତର […]

  • Tuesday, 20 July 2021
cavities
ଦାନ୍ତରେ କ୍ୟାଭିଟିଜ୍ ହେଉଛି କି? ଜାଣନ୍ତୁ ସରଳ ଉପାୟ

ଆଜିକାଲି ଦାନ୍ତରେ କ୍ୟାଭିଟିଜ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦାନ୍ତରେ ସୃଷ୍ଟି ହେଉଥିବା ଛୋଟ ଛୋଟ କଣା, ଯାହାକି ପରେ ଧୀରେ ଧୀରେ ଦାନ୍ତ ମୂଳ ପଚିବାର କାରଣ ହୋଇଥାଏ ତାହାକୁ କ୍ୟାଭିଟିଜ୍‌ କୁହାଯାଇଥାଏ। ଏହାର ଅଧିକ ଶିକାର ଛୋଟ ପିଲାମାନେ ହୋଇଥାନ୍ତି। କାହିଁକି ନା ସେମାନେ ଅଧିକ ଚକୋଲେଟ୍‌ ଖାଆନ୍ତି। ତେବେ ଖାଲି ଛୋଟ ଛୁଆ ନୁହେଁ ଅଧିକାଂଶ ଲୋକ କ୍ୟାଭିଟିଜ୍‌ର ଶିକାର ହୋଇଥାନ୍ତି। ଦିନକୁ ୨ ଥର ଦାନ୍ତ ସଫା କରିବା […]

  • Tuesday, 20 July 2021
Watermelon
ଜାଣିଛନ୍ତି କି ତରଭୂଜ ମଞ୍ଜି କେତେ ଉପକାରୀ

ତରଭୂଜ ଖାଇବା ସମୟରେ ଲୋକମାନେ ତାହାର ମଞ୍ଜିକୁ କାଢ଼ି ଫିଙ୍ଗି ଦେଇଥାନ୍ତି। କାରଣ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ହୁଏତ ଜଣା ନ ଥାଏ। ସେଥିପାଇଁ ଏହାକୁ ଫିଙ୍ଗି ଦେଇଥାନ୍ତି। ତରଭୂଜ ମଞ୍ଜିର ଅନେକ ଉପକାରୀ ଗୁଣ ରହିଛି। ପୁଷ୍ଟିସାରରେ ଭରା ଏହି ମଞ୍ଜିକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହିତ ଶରୀରକୁ ଅନେକ ସୁଫଳ ମିଳିପାରିଥାଏ। ତେଜରାତି ବା ରାସନ ଦୋକାନମାନଙ୍କରେ ଏହା (ଚାରୁ) ମଗଜ ଦାନା ଭାବେ […]

  • Monday, 19 July 2021
joga
ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସକାଳୁ ଉଠିଲେ ଅସୁସ୍ଥତା ଅନୁଭବ କରିବା, ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପ, ରକ୍ତହୀନତା, ରାତିରେ ନିଦ ଠିକ୍‌ ସେ ନହେବା ଓ ମୁଣ୍ଡ ବୁଲାଇବ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତା’ ସହିତ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ଶୀରର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଯାଇ ଗର୍ଭରେ ଥିବା ଶିଶୁଟି ସୁସ୍ଥ […]

jooo
୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି।  ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ,  ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି  ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ  ଘଟୁଛି। […]