କୋର୍ଟ ଶୁଣାଇଲେ ରସୁଣ ରାୟ । ମସଲା ନା ପରିବା ନେଇ ହେଉଥିଲା ବିବାଦ ।
ରସୁଣ ଯେକୌଣସି ରୋଷେଇର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏହାର ବିଶେଷତା କେବଳ ଏତିକି ନୁହେଁ, ଆମେ ଏହାକୁ ଅନେକ ରୋଗରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମେ ବ୍ୟବହାର କରିଥାଉ । ରସୁଣରେ ପ୍ରୋଟିନ୍, କାର୍ବସ୍, ମିନେରାଲ୍ସ, ଚୂନ ଏବଂ ଆଇରନ୍ ଥାଏ ।