• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

  Cuttack Durga Puja
କଟକରେ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି; ଆକର୍ଷଣୀୟ ତୋରଣ ସାଙ୍ଗକୁ ସମସ୍ତ ଦିଗ ଉପରେ ଗୁରୁତ୍ୱ

ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

What not to eat in morning breakfast
National Nutrition Week: ସକାଳେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ; ହୋଇପାରେ ସାଂଘାତିକ ସମସ୍ୟା

ସ୍ୱାସ୍ଥ୍ୟ କଥା ଉଠିଲେ ସାଧାରଣତଃ ମନକୁ ଆସେ କ’ଣ ଖାଇବା ଉଚିତ। କିନ୍ତୁ ସବୁଠାରୁ ବଡ କଥା ହେଲା କ’ଣ ନ ଖାଇବା ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

National Nutrition Week
National Nutrition Week: ଜାଣନ୍ତୁ, କେବେଠାରୁ ଓ କାହିଁକି ପାଳନ ହେଉଛି ‘ଜାତୀୟ ପୋଷଣ ସପ୍ତାହ’...

‘ଜାତୀୟ ପୋଷଣ ସପ୍ତାହ’ର ମୂଳ ଉଦ୍ଦେଶ୍ୟ ହେଉଛି ଦେଶକୁ ସଚେତନ କରିବା ଏବଂ ଯୁବକମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଜାଗ୍ରତ କରିବା। ତେବେ ଏହାକୁ କାହିଁକି ୭ ଦିନ ପାଇଁ ପାଳନ କରାଯାଏ, ଆସନ୍ତୁ ଜାଣିବା।

Vitamin d is good for bone and immune function know its sources
National Nutrition Week: ହାଡକୁ ମଜବୁତ୍ କରେ ଭିଟାମିନ୍ D; ଜାଣନ୍ତୁ କେଉଁ ଖାଦ୍ୟରୁ ମିଳେ

ଆଜିଠୁ ଆରମ୍ଭ ହେଉଛି ଜାତୀୟ ପୁଷ୍ଟି ସପ୍ତାହ। ଏହି ଅବସରରେ ଆମେ ଆଜି ଭିଟାମିନ୍ D ର ଉପକାରୀତା ବିଷୟରେ ଜାଣିବା। ଭିଟାମିନ D ହେଉଛି ଏମିତି ଏକ ଉତ୍ସ ଯାହା ହାଡକୁ ଶକ୍ତ କରିବା ସହିତ ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଏଥିରୁ ଆମ ଶରୀରକୁ ଆହୁରି ଅନେକ କିଛି ଲାଭ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଏହା ଆମେ କେଉଁ ଖାଦ୍ୟରୁ ପାଇବା ଜାଣିନେବା।

Khudurukuni Osha recalls the sweet love of brother and sister
Khudurukuni Osha: ଭାଇ ଭଉଣୀର ମଧୁର ପ୍ରେମକୁ ମନେପକେଇ ଦିଏ ଖୁଦୁରୁକୁଣୀ ଓଷା

ଭାଇ ଭଉଣୀର ସମ୍ପର୍କକୁ ମନେପକେଇ ଦେବାର ପର୍ବଟିଏ ହେଉଛି ଖୁଦୁରୁକୁଣୀ। ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ। ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ।

Khudurukuni Osha 2023 tapoi story in odia film
Khudurukuni Osha: ଓଡ଼ିଆ ସିନେମାରେ ତଅପୋଇର ହସଲୁହ ଭରା କାହାଣୀ

ଲୋକଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ତଅପୋଇର କରୁଣ କାହାଣୀ ଓ ଭାଇ-ଭଉଣୀର ପବିତ୍ର ସଂପର୍କକୁ ଲୋକମାନଙ୍କ ନିକଟରେ ପହଞ୍ଚେଇଛି ମନୋରଂଜନ ଦୁନିଆ। ୧୯୭୮ ମସିହାରେ ଦିଗ୍‌ଗଜ ଅଭିନେତା ଶରତ ପୂଜାରୀଙ୍କ ନିର୍ଦ୍ଦେଶନା ଓ ସୁବୋଧ ସାମଲକ ପ୍ରଯୋଜନାରେ ଆସିଥିଲା ଓଡ଼ିଆ ଫିଲ୍ମ ‘ତଅପୋଇ’।

ଖୁଦୁରୁକୁଣୀ ଓଷାର ବହି ନଥିଲେ ଦେଖନ୍ତୁ ଏଠି ପୂରା ଗୀତ
Khudurukuni Osha: ଖୁଦୁରୁକୁଣୀ ଓଷାର ବହି ନଥିଲେ ଦେଖନ୍ତୁ ଏଠି ପୂରା ଗୀତ

ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ। ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରାଯାଏ। ଏହି ଓଷାରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ତେବେ ଆସନ୍ତୁ ଏହି ଅବସରରେ ଏହି ଓଷାର ପୂରା ଗୀତକୁ ଜାଣିନେବା।

Khudurukuni Osha narrates the sad story of Tapoi
Khudurukuni Osha: ସାଧବ ପୁଅଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଖୁଦୁରୁକୁଣୀ ଓଷା

ଓଡ଼ିଆ କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।

Khudurukuni Osha 2023: How to Celebrate 'Khudurukuni Osha'
Khudurukuni Osha: କିପରି ପାଳନ ହୁଏ ‘ଖୁଦୁରୁକୁଣୀ ଓଷା’; ଏମିତି ନାମକରଣର ରହସ୍ୟ କ’ଣ

ପ୍ରତିବର୍ଷ ଭାଦ୍ରବ ମାସର ରବିବାରରେ ‘ଖୁଦୁରୁକୁଣୀ ଓଷା’ ପାଳନ କରାଯାଏ। ଏହି ଓଷା ମାଧ୍ୟମରେ ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଏହା କିପରି ପାଳନ କରାଯାଏ।

ରାଜଧାନୀରେ ସ୍ୱାୟତ୍ତ ଶାସନ ପାଳନ
ଆଜି ସ୍ୱୟାତ୍ତ ଶାସନ ଦିବସ

ଆଜି ସ୍ୱୟାତ୍ତ ଶାସନ ଦିବସ । ଝଲସୁଛି ବିଏମସି ଅଫିସ୍‌...ବିଭିନ୍ନ ୱାର୍ଡରେ ନୂଆ ପ୍ରକଳ୍ପର ଶିଳାନ୍ୟାସ ...ହେଲେ ରାଜଧାନୀର ଅନେକ ରାସ୍ତାରେ ଜମିଛି ପାଣି...ଉଠିଯାଇଛି ପିଚୁ ଯାହାକୁ ନେଇ ଅସନ୍ତୋଷ ବଢୁଛି

  • Thursday, 31 August 2023
  • BMC
Raksha Bandhan
ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା : ବଳଭଦ୍ର, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

ବିଷ୍ଟି ଯୋଗ ଥିବାରୁ ଗତକାଲି ଗହ୍ମା ପୂର୍ଣ୍ଣିମା ନୀତି ହୋଇନଥିଲା

Rakhi Purnima
ତିଥି ଦ୍ୱନ୍ଦ୍ୱରେ ରକ୍ଷାବନ୍ଧନ ପାଳିତ

ଶୁଭ ଅଶୁଭ ଓ ମଙ୍ଗଳ ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ପାଳିତ ହୋଇଛି ରକ୍ଷାବନ୍ଧନ । ଭାଇ ହାତରେ ରେଷମ ଡୋରୀ ଟିଏ ବାନ୍ଧି ଭଉଣୀ ଶୁଭ ମନାସିବା ସହ ନିଜର ସୁରକ୍ଷା କାମନା କରିଛି..

Rakhi Purnima
ଦ୍ୱନ୍ଦ୍ୱ ଭିତରେ ରାକ୍ଷୀ ସେଲିବ୍ରେସନ; ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ରେସମୀ ଡୋରି

ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଆଜି ବେଶ୍ ଉତ୍ସାହର ସହ ପାଳିତ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ଭାଇ ହାତରେ ରେସମୀ ଡୋରିଟିଏ ବାନ୍ଧି ଭଉଣୀ ତା ଶୁଭ ମନାସିବା ସହିତ ନିଜର ସୁରକ୍ଷା କାମନା ବି କରିଛି ।

ଆମେରିକାରେ ଆଞ୍ଚଳିକ ନାଟ୍ୟ ମହୋତ୍ସବ
ଉତ୍କଳୀୟ ସଂସ୍କୃତିର ପ୍ରସାର ପାଇଁ ଆମେରିକାରେ ଆଞ୍ଚଳିକ ନାଟ୍ୟ ମହୋତ୍ସବ

ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜର୍ଜିଆ ତଥା ପଡୋଶୀ ରାଜ୍ୟ ଟେନେସି, ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନାର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶିତ ହୋଇଥିଲା

  • Wednesday, 30 August 2023
Raksha Bandhan 2023
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସୁଛି ଭଉଣୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି।

Raksha Bandhan 2023
ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ? ଗୁରୁବାର ଶ୍ରୀମନ୍ଦିରରେ ପାଳନ ହେବ ରକ୍ଷାବନ୍ଧନ

ଭାଇ ହାତରେ ସଂପର୍କର ରେଶମ ଡୋରିଟିଏ ବାନ୍ଧି ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ପାଇବା ଅପେକ୍ଷାରେ ଭଉଣୀ । ଏଣେ ବଜାରରେ ବି ଭଳିକି ଭଳି ରାକ୍ଷୀର ପସରା । ତେବେ ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ?

Raksha Bandhan
କେବେ ବାନ୍ଧିବେ ରାକ୍ଷୀ ? ଆସନ୍ତାକାଲି ନା ପଅରଦିନ

କେଉଁ ସମୟ ରାକ୍ଷୀ ବାନ୍ଧିବା ଲାଗି ଶୁଭ ସମୟ । ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ।

National Sports Day 2023 Something about Dhyanchand
National Sports Day 2023: ଜାଣନ୍ତୁ, ମେଜର ଧ୍ୟାନଚାନ୍ଦଙ୍କ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଉପଲବ୍ଧି...

ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ପ୍ରତିବର୍ଷ ୨୯ ଅଗଷ୍ଟରେ ପାଳନ କରାଯାଏ। ଏହି ‘ଜାତୀୟ କ୍ରୀଡା ଦିବସ’ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଜାତୀୟ କ୍ରୀଡା ଦିବସ ଓ ଧ୍ୟାନଚାନ୍ଦଙ୍କ ବିଷୟରେ।

Elderly woman sends rakhi made out of waste materials to PM Modi in Kendrapara
କମଳା ମାଉସୀଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ମୋଦି

ଅଳିଆ ଆବର୍ଜନାରୁ ଜରି ସାଉଁଟି ସ୍ୱଚ୍ଛ ଭାରତ ପାଇଁ ଉଦାହରଣ ପାଲଟିଥିବା କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

What is the national game of india
National Sports Day 2023: ହକି କ’ଣ ଭାରତର ଜାତୀୟ ଖେଳ…ଆସନ୍ତୁ ଜାଣିବା

ବିଶ୍ୱରେ ଏତେ ଖେଳ ଖେଳାଯିବା ସତ୍ତ୍ୱେ ଆପଣ ଜାଣନ୍ତି କି ଭାରତର କୌଣସି ଜାତୀୟ ଖେଳ ନାହିଁ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଭାରତର ଜାତୀୟ ଖେଳ ହକି, କିନ୍ତୁ ଏହା ନୁହେଁ। ଯଦିଓ ଲୋକେ ହକିକୁ ଜାତୀୟ ଖେଳ ଭାବେ ବିଚାର କରୁଛନ୍ତି, ତେବେ ଏହି ଖେଳକୁ କିମ୍ବା ଭାରତରେ ଖେଳାଯାଇଥିବା କୌଣସି ଖେଳକୁ ଏଯାଏ ଜାତୀୟ ଖେଳ ଭାବରେ ମାନ୍ୟତା ଦିଆଯାଇ ନାହିଁ।

Jhulana Jatra
ଶ୍ରୀକ୍ଷେତ୍ର ପରମ୍ପରାରୁ ହଜିଯିବ କି ଝୁଲଣ ଯାତ୍ରା ?

ବଡ଼ଓଡ଼ିଆ ମଠରେ ୩ ବର୍ଷ ଧରି ବନ୍ଦ ଝୁଲଣ ଯାତ୍ରା । ପରିକ୍ରମା ପ୍ରକଳ୍ପରେ ମଠ କ୍ଷତିଗ୍ରସ୍ତ ହେବାରୁ ପରମ୍ପରା ବନ୍ଦ । ସ୍ଥାନାଭାବରୁ ବହୁ ମଠରେ ନିରାଡ଼ମ୍ବର ଆୟୋଜନ । ଶ୍ରୀମନ୍ଦିର ପ୍ରଶାସକ କହିଲେ, ଖୁବଶୀଘ୍ର ପୁନରୁଦ୍ଧାର ହେବ ସବୁ ମଠ ।

  • Saturday, 26 August 2023
business odisha awards 2023
ଓଟିଭିର ବିଜନେସ୍ ଓଡ଼ିଶା ଆୱାର୍ଡ-୨୦୨୩; ଓଡ଼ିଶାକୁ ସମୃଦ୍ଧି କରିଥିବା ସଂସ୍ଥା ହେବେ ସମ୍ମାନିତ

ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲାରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ସେବା ଭଳି ୬ଟି କ୍ଷେତ୍ରରେ ଓଡିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାକୁ ସମ୍ମାନିତ କରାଯିବ ।

  • Saturday, 26 August 2023
Jhulan Jatra Of Lord Jagannath At Puri Srimandir
ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିରକୁ ବିଜେ କରିବେ।

Women’s Equality Day 2023 date history theme and significance
Women’s Equality Day 2023: ସମାଜରେ ମହିଳାଙ୍କ ସ୍ଥିତିକୁ ଦୃଢ଼ କରିବା ହେଉଛି ‘ମହିଳା ସମାନତା ଦିବସ’ର ଲକ୍ଷ୍ୟ

ଆଜିବି ସମାଜରେ ମହିଳାମାନଙ୍କ ସ୍ଥିତିକୁ ନେଇ ଅସମାନତା ଦେଖାଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱାତ୍ମକ ମାନସିକତା ଦେଖିବାକୁ ମିଳେ। ଆଜି ବି ସମାଜରେ ମହିଳାମାନେ ପୁରୁଷଙ୍କ ପରି ସମାନ ଅଧିକାର ପାଇବାରୁ ବଞ୍ଚିତ ହେବା ଦେଖାଯାଏ।

Know  5 women rights in indian constitution and law
Women’s Equality Day 2023: ଭାରତୀୟ ମହିଳାଙ୍କୁ ମିଳିଥିବା ୫ ଗୁରୁତ୍ୱପୂର୍ଣ୍ଣ ଅଧିକାର ବିଷୟରେ ଜାଣନ୍ତୁ...

ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାଙ୍କ ଅବସ୍ଥା ବହୁତ ଭଲ। ଭାରତର ଆଇନ ଏବଂ ସମ୍ବିଧାନ ମହିଳାମାନଙ୍କୁ କିଛି ଅଧିକାର ଦେଇଛି ଯାହା ସେମାନଙ୍କୁ ସଶକ୍ତ କରିଥାଏ। ଭାରତୀୟ ମହିଳାମାନେ ଏସବୁ ବିଷୟରେ ଜାଣିବା ଜରୁରୀ।