ପର୍ଯ୍ୟଟନ ସ୍ଥଳଗୁଡିକର ଗୁରୁତ୍ୱକୁ ଲୋକଲୋଚନକୁ ଆଣିବା ନେଇ ପ୍ରତି ବର୍ଷ ୨୭ ସେପ୍ଟେମ୍ବରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳନ କରାଯାଏ। ତେବେ ଦୁନିଆର ସାତୋଟି ଚମତ୍କାରକୁ ସବୁଠାରୁ ପ୍ରସିଦ୍ଧ ଏବଂ ସୁନ୍ଦର ସ୍ଥାନ ମଧ୍ୟରେ ଗଣନା କରାଯାଏ। ଆସନ୍ତୁ ଏସବୁ ବିଷୟରେ ଜାଣିବା।
ଦେଶର ଅର୍ଥନୀତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ପର୍ଯ୍ୟଟନ ଦୃଷ୍ଟିରୁ ଦେଶଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇପାରିବେ। ଆସନ୍ତୁ ଜାଣିବା ବିଶ୍ୱ ପର୍ଯ୍ୟଟନ ଦିବସର ତାରିଖ, ଇତିହାସ ଏବଂ ଗୁରୁତ୍ୱ।
ଅଧିକାଂଶ ଭାରତୀୟ ପ୍ରାୟ ବିଦେଶ ଭ୍ରମଣ କରିବାର ସ୍ୱପ୍ନ ଦେଖନ୍ତି। ବିଦେଶ ଯିବା ପାଇଁ କିନ୍ତୁ ଅଧିକ ଖର୍ଚ୍ଚ କାରଣରୁ ଏହି ସ୍ୱପ୍ନକୁ ସାକାର କରିବାକୁ ସେମାନେ ବଞ୍ଚିତ ହେଉଛନ୍ତି। କିନ୍ତୁ ଏପରି ଅନେକ ବିଦେଶୀ ସ୍ଥାନ ଅଛି ଯେଉଁଠାରେ ଭାରତୀୟମାନେ ଖୁବ କମ ଖର୍ଚ୍ଚରେ ଭ୍ରମଣର ଉପଭୋଗ କରିପାରିବେ। ଆସନ୍ତୁ ଜାଣିନେବା।
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଓଡିଶାରେ ଏମିତି ଅନେକ ମନୋରମ ଜାଗା ଅଛି ଯାହା କେବଳ ରାଜ୍ୟବାସୀଙ୍କୁ ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରେ। କେତେକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଏହାର ଉନ୍ନତି କରଣ କରୁଛି ସତ, ହେଲେ ଏହାରି ଭିତରେ ଆହୁରି ଅନେକ ସ୍ଥାନ ଅଛି ଯାହା ବିଭାଗର ଆଢୁଆଳରେ ରହିଯାଇଛି।
ଯଦିଓ ପର୍ଯ୍ୟଟକମାନେ ପାହାଡିଆ ଅଞ୍ଚଳ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ପ୍ରତି ମାସରେ ଭାରତ ତଥା ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ କାଶୀ ଧାର୍ମିକ ତଥା ସାଂସ୍କୃତିକ ସହରରକୁ ଛୁଟି ଆସନ୍ତି। ବନାରସ ସହରର ଚାରିପାଖରେ ଏପରି ଅନେକ ସ୍ଥାନ ଅଛି ଯାହାକି ବହୁତ ପ୍ରସିଦ୍ଧ। ଆସନ୍ତୁ ନଜର ପକେଇବା ଓ ବୁଲି ଯିବାକୁ ଯୋଜନା କରିବା।