• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Navy Day 2024
Navy Day 2024: ମହୋଦଧିରେ ମହାପରାକ୍ରମ; ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ...

ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ  ଓ ୩୫ଶହରୁ ଊର୍ଦ୍ଧ୍ବ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ।

India Celebrates Navy Day
India Celebrates Navy Day: କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ? ଜାଣନ୍ତୁ...

୧୯୭୨ ମସିହାର ଏକ ନୌସେନା ଅଧିକାରୀ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହେବ ନେଭି ଡେ । ତେବେ ସେହି ଘଟଣା କଣ, କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ଆସନ୍ତୁ ଜାଣିବା।

Navy Day celebrations
Navy Day celebrations: ନୌସେନାର ପରାକ୍ରମ; ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି...

ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । 

Why enemy countries can't attack Indian waters
Indian Navy Day 2024: ଶତ୍ରୁ ଦେଶ କାହିଁକି ଭାରତୀୟ ଜଳ ସୀମା ଉପରେ ଆକ୍ରମଣ କରିପାରନ୍ତି ନାହିଁ

ପ୍ରତିବର୍ଷ ୪ ଡିସେମ୍ବରରେ ‘ଭାରତୀୟ ନୈସେନା ଦିବସ’ ପାଳନ କରାଯାଏ। ଏହି ଦିନ ଦେଶର ନୌସେନାର ଅଦସ୍ୟ ସାହସ, ସେମାନଙ୍କର ଭୂମିକା ଏବଂ ସଫଳତା ପାଇଁ ଉତ୍ସର୍ଗୀକୃତ। ଏହି ଅବସରରେ ଦେଶର ସୈନିକମାନଙ୍କୁ ସମ୍ମାନ ଦେବା ଜରୁରୀ।

World Disability Day 2024
World Disability Day 2024: ଭିନ୍ନକ୍ଷମମାନେ ପାଉଥିବା ୬ ଅଧିକାର; ବଞ୍ଚିତ ହେଲେ କେସ୍

“ବିଶ୍ୱ ଭିନ୍ନକ୍ଷମ ଦିବସ” ପାଳନର ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମଙ୍କ ଅଧିକାର, ସେମାନଙ୍କର ସମସ୍ୟା ଏବଂ ସମାଜରେ ସେମାନଙ୍କର ଅବଦାନ ବିଷୟରେ ସଚେତନତା ବୃଦ୍ଧି କରିବା। ଆସନ୍ତୁ ଜାଣିବା ଏମାନଙ୍କ ପାଇଁ ଥିବା ୬ ଅଧିକାର।

How did goddess lakshmi take birth
Manabasa Gurubara 2024: ମାତା ଲକ୍ଷ୍ମୀଙ୍କ ଜନ୍ମ ହେବା ପଛରେ ରହିଛି ଋଷି ଦୁର୍ବାସାଙ୍କ କ୍ରୋଧ; ଜାଣନ୍ତୁ ପୂରା କାହାଣୀ

ଓଡ଼ିଶାର ଲୋକମାନେ ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ତେବେ ଆପଣ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କ ଜନ୍ମ କିପରି ହୋଇଥିଲା? ଆସନ୍ତୁ ଜାଣିବା…

Indian Constitution Day 2024
Indian Constitution Day 2024: ବିଶ୍ୱରେ କାହିଁକି ସ୍ୱତନ୍ତ୍ର ଭାରତୀୟ ସମ୍ବିଧାନ; ଜାଣନ୍ତୁ କ'ଣ ରହିଛି ବିଶେଷତ୍ୱ

ଆମ ଦେଶରେ ପ୍ରତିବର୍ଷ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ପ୍ରଥମ ଥର ପାଇଁ ସମ୍ବିଧାନ ଦିବସ କେବେ ପାଳନ କରାଯାଇଥିଲା? ଏହା ବ୍ୟତୀତ ଭାରତୀୟ ସମ୍ବିଧାନର ଲକ୍ଷ କ’ଣ?

International Day For The Elimination of Violence Against Women 2024
International Day For The Elimination of Violence Against Women: ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ରୋକିବାକୁ ପଦକ୍ଷେପ

କର୍ମକ୍ଷେତ୍ର ଏବଂ ଅନ୍‌ଲାଇନ୍ ସମେତ ବିଭିନ୍ନ ସେଟିଂରେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ତୀବ୍ର ହୋଇଛି। ପ୍ରାୟ ତିନିଜଣଙ୍କ ମଧ୍ୟରୁ ଜଣେ – ନିଜ ଜୀବନରେ ଅତି କମ୍‌ରେ ଥରେ ଶାରୀରିକ ହିଂସାର ଶିକାର ହେଉଛନ୍ତି।

Kanjianla Nabami 2024 Eight benefits of Kanji
Kanjianla Nabami 2024: କାଞ୍ଚି ଭଲ ପରେ ଆଣ୍ଠୁଗଣ୍ଠି ବାତ, ଶରୀରକୁ ଦିଏ ଅପୂର୍ବ ଶକ୍ତି

ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।

Guru Tegh Bahadur Shaheedi Divas 2024
Guru Tegh Bahadur Shaheedi Divas 2024: ଗୁରୁ ତେଗ ବାହାଦୂର କିଏ; ସେ କାହିଁକି ଆଜି ସ୍ମରଣୀୟ

ଧର୍ମ ପ୍ରଚାର କରିବା ତଥା ଜନ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଗୁରୁ ତେଗ୍‌ ବାହାଦୂର ଅନେକ ସ୍ଥାନ ପରିଦର୍ଶନ କରିଥିଲେ। ୧୬୭୫ ମସିହାରେ, ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିବାରୁ ଦିଲ୍ଲୀର ଚାନ୍ଦନୀ ଚୌକ୍‌ରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଦ୍ୱାରା ମୁଣ୍ଡ କାଟ୍‌ କରି ଦିଆଯାଇଥିଲା।

The unique odia cake Enduri
Prathamastami 2024: ପ୍ରଥମାଷ୍ଟମୀର ନିଆରା ପିଠା ଏଣ୍ଡୁରି; କ’ଣ ରହିଛି ବୈଜ୍ଞାନିକ କାରଣ

ଆଜି ଓଡ଼ିଶାର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ। ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର। ଏହି ପିଠା ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ଆସନ୍ତୁ ଜାଣିବା ପ୍ରଥମାଷ୍ଟମୀରେ କାହିଁକି ହୁଏ ଏଣ୍ଡୁରି ପିଠା।

Television Day
World Television Day 2024: ଆଜି ବି ଟିଭିର ରହିଛି ଚାହିଦା; କେବେ ଭୁଲିହେବନି ଟିଭି ଦୁନିଆର ଏହି ୫ ସିରିଏଲ୍

ଟିଭି ହେଉଛି ପ୍ରାୟ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଶ୍ୱର କୋଟି କୋଟି ଲୋକଙ୍କୁ ଏହା ମନୋରଞ୍ଜନ, ଶିକ୍ଷା ଏବଂ ସୂଚନା ପ୍ରଦାନ କରୁଛି। ମନୋରଞ୍ଜନ ବ୍ୟତୀତ ଟେଲିଭିଜନ ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

What to do to please Maa Lakshmi on Manabasa
Manabasa 2024: ମାଣବସା ଗୁରୁବାରରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ କ’ଣ କରିବେ ଭୋଗ, ଜାଣନ୍ତୁ…

ଓଡ଼ିଶାର କୃଷିପ୍ରଧାନ ପର୍ବ ମଧ୍ୟରେ ମାଣବସା ଗୁରୁବାର ଓଷା ଗୋଟିଏ। ଏହାକୁ ଖୁବ ନୀତି ନିୟମରେ ପାଳନ କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ତେବେ ଆସନ୍ତୁ ଜାଣିବା ଏହାର ବିଧି ବିଧାନ।

World Children’s Day 2024
World Children’s Day 2024 : କେବେ ଆରମ୍ଭ ହେଲା ‘ବିଶ୍ୱ ଶିଶୁ ଦିବସ’; ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ

ନଭେମ୍ବର ମାସରେ ଥରେ ନୁହେଁ ଦୁଇଥର ‘ଶିଶୁ ଦିବସ’ ପାଳନ କରାଯାଏ। ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଶିଶୁ ଅଧିକାର ଘୋଷଣା ସହିତ ଦ୍ୱିତୀୟ ଶିଶୁ ଦିବସ ଆରମ୍ଭ ହୋଇଥିଲା।

Open defecation can cause these 4 diseases
World Toilet Day 2024: ବାହାରେ ଶୌଚ ହେଉଥିଲେ ସାବଧାନ; ହୋଇପାରେ ଏହି ୪ ରୋଗ

‘ବିଶ୍ୱ ଶୌଚାଳୟ ଦିବସ’ର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛତା ବିଶ୍ୱ ବିକାଶ ଓ ସମାଜର ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ସଫାସୁତୁରାକୁ ନେଇ ସଚେତନତା ସୃଷ୍ଟି କରିବା। ତେବେ ଆସନ୍ତୁ ବାହାରେ ଶୌଚ ହେଉଥିଲେ କେଉଁସବୁ ରୋଗର ସାମ୍ନା କରିବାକୁ ପଡେ ଜାଣିବା।

The qualities of positive male role models
International Men's Day 2024 : ଆଦର୍ଶ ପୁରୁଷ ହେବା ପାଇଁ ୬ ଗୁଣ; ଆସନ୍ତୁ ଜାଣିବା ଏସବୁ କ’ଣ…

ପ୍ରତିବର୍ଷ ୧୯ ନଭେମ୍ବରରେ ‘ଆନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରାଯାଏ। ଜଣେ ପୁରୁଷ ଏ ସମାଜ ପାଇଁ ଆଦର୍ଶ ହୋଇଥାଏ। ତେବେ ଏହି ଆଦର୍ଶ ପୁରୁଷ ହେବା ପାଇଁ ଜଣଙ୍କ ପାଖରେ କେଉଁସବୁ ସକାରାତ୍ମକ ଗୁଣ ରହିବା ଜରୁରୀ ଆସନ୍ତୁ ଜାଣିବା।

National Naturopathy Day 2024
National Naturopathy Day 2024: ପ୍ରାକୃତିକ ଚିକିତ୍ସା ଯୋଗାଇଦେବାରେ ମହାତ୍ମା ଗାନ୍ଧୀଙ୍କ ଭୂମିକା

କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ପ୍ରାଚୀନ ପରମ୍ପରା ଉପରେ ଆଧାର କରି ପ୍ରାକୃତିକ ଚିକିତ୍ସା ଏକ ରୋଗ ନିରାକରଣ ପଦ୍ଧତି। ପ୍ରକୃତିର ପାଞ୍ଚ ଉପାଦାନ ମୃତ୍ତିକା(ମାଟି), ଜଳ(ପାଣି), ସୂର୍ଯ୍ୟ କିରଣ(ଅଗ୍ନି), ବାୟୁ ଏବଂ ଆକାଶ ଭଳି ଉପାଦାନ ଦ୍ୱାରା ଶରୀରକୁ ଶୁଦ୍ଧ ଏବଂ ଠିକ୍ କରିବା ଉପଯୁକ୍ତ ଉପାୟ।

International Students Day 2024
International Students Day 2024: ଏହି ୧୦ଟି ଅଧିକାରରୁ ବଞ୍ଚିତ ହେଲେ ଛାତ୍ରମାନେ କରିପାରିବେ ସ୍ୱର ଉତ୍ତୋଳନ

ପ୍ରତ୍ୟେକ ଛାତ୍ର ଏହି ୧୦ଟି ଅଧିକାରକୁ ଉପଭୋଗ କରିବା ଉଚିତ। ଏଥିରୁ ବଞ୍ଚିତ ହେଲେ ସେମାନେ କରିପାରିବେ ସ୍ୱର ଉତ୍ତୋଳନ। ଆସନ୍ତୁ ସେସବୁ ଅଧିକାର ବିଷୟରେ ଜାଣିବା।

national epilepsy day reason and symptoms of epilepsy
National Epilepsy Day 2024: ସାଂଘାତିକ ହୋଇପାରେ ଅପସ୍ମାର; ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଅପସ୍ମାର ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ମୂର୍ଚ୍ଛା ହୋଇଯାଏ। ଏହା ଅନେକ ସମୟରେ ସାମାନ୍ୟ ହୋଇଥିଲେ ବି ବେଳେବେଳେ ଗମ୍ଭୀର ରୂପ ନେଇଥାଏ। ତେବେ ଏହି ରୋଗ କ’ଣ, ଏହାର ଲକ୍ଷ୍ମଣ କିପରି ଆସନ୍ତୁ ଜାଣିବା।

Cuttack Bali Yatra 2024
Video: କଟକ ବାଲିଯାତ୍ରା ପଡିଆରେ ସିନେମା ମଜା

କଟକ ବାଲିଯାତ୍ରା ପଡିଆରେ ସିନେମା ମଜା । କଟକ ଇନ୍ କଟକ ଗ୍ୟାଲେରୀରେ ଓଡ଼ିଆ ଚଳଚ୍ଚିତ୍ରର ସମ୍ଭାର ।

Cuttack Bali Yatra 2024
Cuttack Bali Yatra 2024: କଟକ ବାଲିଯାତ୍ରା ପଡିଆରେ ସିନେମା ମଜା; ରଙ୍ଗୀନ ଆଲୁଅରେ ଚକ୍ ମକ୍ କରୁଛି କଳା ଧଳା ଚଳଚ୍ଚିତ୍ର

ପୂର୍ବ ଭାରତର ସର୍ବବୃହତ୍ ବାଣିଜ୍ୟିକ ମହାକୁମ୍ଭ ପାଇଁ କଟକ ମହାନଦୀ ପଠା ସମ୍ପୂର୍ଣ୍ଣ ଲୋକାରଣ୍ୟ। ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ କିଛି ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। 

ChhadaKhai 2024 why is it celebrate
ChhadaKhai 2024: କାହିଁକି ପାଳନ ହୁଏ ଛାଡ଼ଖାଇ; ଏହାର ମାନେ କ’ଣ ଆମିଷ ଖାଇବା…

ଛାଡ଼ଖାଇ, ଓଡ଼ିଶାରେ ପାଳନ ହେଉଥିବା ଏକ ସାମାଜିକ ଚଳଣି। ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଛାଡଖାଇ ଦିନ ଆମିଷ ବଜାରରେ ଦେଖାଦିଏ ଭିଡ଼। ତେବେ ଏହିଦିନ ଆମିଷ ଖାଇବା ଠିକ୍ କି…

Boita Bandana Utsav
ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରି ବେଶ୍ ଧୂମଧାମରେ ପାଳନ ହୋଇଛି ବୋଇତ ବନ୍ଦାଣ

ଏହି କ୍ରମରେ ପାରାଦୀପ ବନ୍ଦରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେମିତି ରାଜ୍ୟ ବିକାଶର ମୁଖଶାଳା ପାଲଟିଛି ପାରାଦୀପ, ତା’ଉପରେ ଆଲୋକପାତ କରିଥିଲେ।

  • Friday, 15 November 2024
how did the 6 day old baby Kartikeya become the captain of the gods
Birth Of Lord Kartikeya: ମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

ଆଜି ଯୁଦ୍ଧର ଦେବତା କାର୍ତ୍ତିକେୟଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କର ଜନ୍ମ କାହାଣୀ। ଜାଣିବା ମାତ୍ର ୬ ଦିନରେ ସେ କେମିତି ହେଲେ ଦେବତାଙ୍କର ସେନାପତି ଓ ହରାଇଲେ ତାରକାସୁରକୁ।