• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Bali-college-fee-pkg
ଟ୍ୟୁସନ ଫି ବାବଦରେ ଛାତ୍ରଛାତ୍ରୀ ଦେଲେ ନଡିଆ ଓ ସଜନା ପତ୍ର

ବାଲି: ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି ବାବଦରେ ଏକ ବଡ ଧରଣର ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏଣିକି ଛାତ୍ରଛାତ୍ରୀମାନେ ଟ୍ୟୁସନ ଫି ବାବାଦରେ ଟଙ୍କା ନୁହେଁ ଦେବେ ନଡିଆ ଓ ସଜନା ପତ୍ର।  ବାଲିରେ ତେଗାଲାଲାଙ୍ଗଠାରେ ଥିବା ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କରୋନା ସମୟରେ ଅର୍ଥନୀତି ଖରାପ ପଡିଥିବାରୁ ଭେନସ ୱାନ ଏକାଡେମୀ ଏହି ଅଭିନବ ରାସ୍ତା ବାହାର କରିଛି । ପରିବାରର ଅର୍ଥନୀତି ଭୁଶୁଡି ଯାଇଥିବାରୁ ଛାତ୍ରଛାତ୍ରୀମାନେ ଟ୍ୟୁସନ୍ ଫି ଦେବାକୁ […]

  • Thursday, 01 July 2021
ଚାକିରି ପଛରେ ନ ଧାଇଁ ପାଲଟିଲେ ‘ଜଙ୍ଗଲ ବୟ’

ମାଲକାନଗିରି: ଉଚ୍ଚ ଶିକ୍ଷିତ ହୋଇ ବି ଏବେ ପାଲଟିଛନ୍ତି ଜଙ୍ଗଲ ବୟ। ଜଙ୍ଗଲରେ ସମୟ ବିତାଇବା ସହ ପଶୁ, ପକ୍ଷୀଙ୍କ ଗହଳିରେ ଜୀବନ କାଟୁଛନ୍ତି ଏହି ଯୁବକ। ଭୋପାଳ ଏନଆଇଟିରେ ଏମ୍‌ଟେକ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଏମଭି-୭୯ ଗାଁର ରବୀନ୍ଦ୍ର ମଣ୍ଡଳଙ୍କ ପୁଅ ରାଜେଶ ମଣ୍ଡଳ। ହେଲେ ଚାକିରି ପ୍ରତି ରାଜେଶ ମନ ନ ଦେଇ ଏବେ ଜଙ୍ଗଲ ବୟ ପାଲଟିଛନ୍ତି। ଏମ୍‌ଟେକ୍ ସରିଲା ପରେ ସେ ଚାକିରି ପଛରେ ନ ଧାଇଁ ଅନ୍ୟ ପାଇଁ […]

  • Thursday, 01 July 2021
tara bhagat
୧୦ ବର୍ଷରୁ ନିଖୋଜ୍ ଥିଲା ମାଆ, ପୁଅ ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ଖୁସି ଖବର

ପୁରୀ: ୧୦ ବର୍ଷରୁ ନିଖୋଜ ଥିଲେ ମହିଳା। ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାରଲୋକେ ବି ଆଶା ଛାଡ଼ି ଦେଇଥିଲେ। ହେଲେ ଶ୍ରୀକ୍ଷେତ୍ରରୁ ଆସିଲା ଖୁସି ଖବର। ପଶ୍ଚିମବଙ୍ଗରୁ ନିଖୋଜ ମହିଳାଙ୍କ ପତ୍ତା ପୁରୀରୁ ମିଳିଲା। ପରିବାରଲୋକଙ୍କୁ ୧୦ ବର୍ଷ ପରେ ଦେଖିପାରିଲେ ପୁଅ ଓ ସ୍ୱାମୀ। ଆଉ ଏବେ ଖୁସି କହିଲେ ନସରେ। ଘଟଣାଟି ଥିଲା ଏମିତି…. ପଶ୍ଚିମବଙ୍ଗ ବୋଲପୁରର ତାରା ଭଗତ। ୨୦୧୦ରୁ ନିଖୋଜ ଥିଲେ। ଘର ଛାଡ଼ି କେଉଁ ଆଡ଼େ ଚାଲି […]

  • Thursday, 01 July 2021
Ratha Sarathi
ଜୋର୍‌ସୋରରେ ଆଗେଇ ଚାଲିଛି ରଥ କାମ; ୯୦% ଶେଷ ହେଲାଣି, ଏବେ ସାରଥି ହେଉଛନ୍ତି ପ୍ରସ୍ତୁତ..

ପୁରୀ: ଆଉ ମାତ୍ର କେଇଟା ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ବଡଦାଣ୍ଡରେ ଘର୍ ଘର୍ ନାଦ କରି ଗଡିବ ତିନିରଥ ଭକ୍ତଙ୍କୁ ଆହ୍ଳାଦିତ କରିବା ପାଇଁ ବଡଦାଣ୍ଡକୁ ଓହ୍ଳାଇ ଆସି ତିନିରଥରେ ବିରାଜମାନ କରିବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର,…

brucelosis
ଚୀନରୁ ଆସୁଛି ପୁଣି ଏକ ଭୟଙ୍କର ଭୂତାଣୁ; ଆକ୍ରାନ୍ତ ହେଲେଣି ୬ ହଜାରରୁ ଅଧିକ

ବେଜିଂ: ଭୂତାଣୁ ରାଷ୍ଟ୍ରରେ ପରିଣତ ହୋଇଥିବା ଚୀନ୍‌ରୁ ଗୋଟିଏ ପରେ ଗୋଟିଏ ଭୂତାଣୁ ଆସି ସାରା ବିଶ୍ୱକ ପ୍ରଭାବିତ କରୁଛି।କରୋନା କବଳରେ ସାରା ବିଶ୍ୱ ଛଟ୍‌ପଟ୍ ହେଉଥିବା ବେଳେ ଏବେ ପୁଣି ଆଉ ଏକ ଚିନୀ ଭୂତାଣୁର ଭୟ ସମସ୍ତଙ୍କୁ ଡରାଉଛି। ଚୀନ ଆଡ଼ୁ ମାଡ଼ି ଆସୁଛି ଜୁନୋଟିକ୍‌ ବ୍ୟାକ୍ଟେରିଆଲ୍‌ ସଂକ୍ରମଣ ବ୍ରୁସେଲୋସିସ୍‌। ଗତ ବର୍ଷ ଏକ ବାୟୋଫାର୍ମାସୁଟିକଲ କମ୍ପାନୀରୁ ଲିକ୍ ହେବାରୁ ଏହା ଭୂତାଣୁ ଚୀନ୍‌ରେ ସଂକ୍ରମଣ ହେବା ଆରମ୍ଭ ହୋଇଥିଲା। ଗାନସୁ ପ୍ରଦେଶର ଲାନଜୋ […]

  • Thursday, 01 July 2021
2
୧୪ ପୁଅ ପରେ ସବୁଠାରୁ ବଡ଼ ଉପହାର ପାଇଲେ ଦମ୍ପତି

ଝିଅ ଜନ୍ମ ହେଲେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ କି ଖୁବ୍‌ ଖୁସି ହୋଇଥାନ୍ତି। କିନ୍ତୁ ଆଉ କିଛି ଲୋକ ଝିଅ ହେଲେ ତାକୁ ଜୀବନର ବଡ଼ ଦୁଃଖ ଭାବି ନିଅନ୍ତି। ସେମାନେ ପୁଅ ମାନଙ୍କୁ ଯେତିକି ଗୁରୁତ୍ୱ ଦିଅନ୍ତି ତା ତୁଳନାରେ ଝିଅଙ୍କୁ ଦିଅନ୍ତି ନାହିଁ। ଝିଅଙ୍କୁ ସେମାନେ ବୋଝ ବୋଲି ମନେ କରନ୍ତି। କିନ୍ତୁ ମିଚିଗାନ୍‌ର ଏକ ଦମ୍ପତି, ପ୍ରାୟ ତିନି ଦଶନ୍ଧି ପରେ ଏବଂ ୧୪ଟି ପୁଅ ଜନ୍ମ ହୋଇସାରିବା ପରେ […]

  • Thursday, 01 July 2021
for-tmr-cycl
ପ୍ରୀତମଙ୍କ ବ୍ୟାଟେରୀ ସାଇକେଲ, ନାହିଁ ପେଟ୍ରୋଲ୍ କି ପେଡାଲ୍ ଟେନସନ୍

ନୟାଗଡ଼ ଜିଲ୍ଲା ମହୀତମା ଗାଁର ଯୁକ୍ତ ଦୁଇ ଛାତ୍ର ପ୍ରୀତମ୍ କୁମାର ପାତ୍ର ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ। ଏହି ସାଇକେଲ ଚଳାଇବାକୁ ନା ପେଡାଲ ମାରିବାକୁ ପଡ଼ିବ ନା ଭରିବାକୁ ପଡ଼ିବ ପେଟ୍ରୋଲ। ଘରେ ମାତ୍ର ଘଣ୍ଟାଏ କି ଦୁଇଘଣ୍ଟା ଚାର୍ଜ କଲେ ତିନିରୁ ଛଅ କିଲୋମିଟର ଯାଏ ଗଡ଼ିବ ଏହି ସାଇକେଲ। କେବଳ ସେତିକି ନୁହେଁ ଏହି ସାଇକେଲରେ ମୋବାଇଲ ଚାର୍ଜିଙ୍ଗ, ବ୍ଲୁ- ଟୁଥ ପଏଣ୍ଟ, ମ୍ୟୁଜିକ ସିଷ୍ଟମ, ଲାଇଟ ଓ ହର୍ଣ୍ଣ […]

  • Thursday, 01 July 2021
ଘରେ କର୍ପୂରରେ ଆଳତି କଲେ ମିଳେ ଏହିସବୁ ଫାଇଦା

ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଘରେ ସକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା, ଘରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା କେଉଁ ସବୁ ଉପକାର ମିଳିଥାଏ। କର୍ପୂର ଜଳାଇ […]

  • Thursday, 01 July 2021
1
ଅନାବିଳ ବନ୍ଧୁତ୍ୱର ନିଆରା ଉଦାହରଣ ମୋରିସ୍‌-ଚାମ୍ପି

ଇଣ୍ଟରନେଟ୍‌ରେ ଆପଣ ଅନାବିଳ ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିବାକୁ ପାଉଥିବେ।  ହେଲେ ଏମାନଙ୍କ ବନ୍ଧୁତା କିନ୍ତୁ ନିଆରା।  ଏମାନେ ଗୋଟିଏ ରକ୍ତର ନୁହଁନ୍ତି କିମ୍ବା ଗୋଟିଏ ପ୍ରଜାତିର ନୁହଁନ୍ତି । ହେଲେ ମନ ଯେମିତି ଗୋଟିଏ। ପରସ୍ପରର ସୁଖଦୁଃଖକୁ ସେମାନେ ବୁଝିପାରନ୍ତି। ଆବଶ୍ୟକତାକୁ ଅନୁଭବ କରିପାରନ୍ତି। ହଁ, ଆମେ ଏଠି କହୁଛୁ ଦୁଇ ବନ୍ଧୁ ମୋରିସ୍‌ ଏବଂ ଚାମ୍ପିଙ୍କ କାହାଣୀ। ଏମାନେ ମଣିଷ ନୁହଁନ୍ତି ସତ, ମଣିଷଠାରୁ ବନ୍ଧୁତ୍ୱର ମୂଲ୍ୟକୁ ଯେମିତି ଅଧିକ ବୁଝି ପାରିଛନ୍ତି। ଫଟୋରେ […]

  • Thursday, 01 July 2021
ଆସୁଛି ଆଲୋକର ପର୍ବ ଦୀପାବଳି ; ଲକ୍ଷ୍ମୀଙ୍କ ସହ ଆଉ କାହାକୁ ପୂଜା କରିବେ, ଜାଣନ୍ତୁ

ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ପ୍ରତିବର୍ଷ ଅକ୍ଟୋବର ବା ନଭେମ୍ୱର ମାସରେ ପଡ଼ିଥାଏ ଏହି ପର୍ବ। ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନ ଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀ ପୁତ୍ର ଭଗବାନ ଗଣେଶଙ୍କର ପୂଜା କରିଥାନ୍ତି। ଭାରତ ଛଡ଼ା ଏହି ପର୍ବକୁ ଅନ୍ୟ କିଛି […]

  • Thursday, 01 July 2021
red river
ବଦଳି ଯାଉଛି ନଦୀର ରଙ୍ଗ, ନୀଳ ପରିବର୍ତ୍ତେ ଦିଶୁଛି ରକ୍ତନାଲି

ମସ୍କୋ:  ଆର୍ଟିକ୍‌ ସର୍କଲରେ ଥିବା ଋଷିଆର ଏକ ନଦୀର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇଛି। ନଦୀର ପାଣି ରକ୍ତ ପରି ନାଲି ଦିଶୁଛି। ଏହାର ଫଟୋ ଋଷିଆନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ଋଷିଆର ନୋରିଲ୍‌ସ୍କ ସହର ଦେଇ ବହି ଯାଇଥିବା ଡାଲ୍‌ଡିକାନ ନଦୀର ପାଣି ନୀଳ ପରିବର୍ତ୍ତେ ବରଗୁଣ୍ଡି ରଙ୍ଗ ପରି ଦିଶୁଛି । ଏପରି ଅସ୍ୱାଭାବିକ ପରିବର୍ତ୍ତନର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେଟାଲ ପ୍ଲାଣ୍ଟ ଲିକ୍‌ […]

  • Thursday, 01 July 2021
dhanteras 1
ଭୁଲ୍‌ରେ ବି ଧନ୍‌ତେରସ୍ ଦିନ କିଣନ୍ତୁ ନାହିଁ ଏସବୁ ଜିନିଷ, ନ ହେଲେ...

ଦିନକ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବ ଦିନ ଧନ୍‌ତେରସ୍। ବିଶ୍ୱାସ ରହିଛି, ଧନ୍‌ତେରସ୍‌ରେ(Dhanteras 2020) ସୁନା କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରେ ସୁଖଶାନ୍ତି ବଢେ। ସେଥିଲାଗି ସୁନା ଅଳଙ୍କାର କିଣିବା ଲାଗି ଗହଣା ଦୋକାନରେ ଭିଡ଼ ଲାଗେ। ଖାଲି ସୁନା, ରୂପା ନୁହେଁ ଧନ୍‌ତେରସ୍‌ ଦିନ ଘରକୁ ଯେକୌଣସି ଜିନିଷ କିଣିକି ଆଣିଲେ ଏହା ଶୁଭ। ହେଲେ ଏମିତି କିଛି ଜିନିଷ ଅଛି, ଯାହାକୁ ଏହି ଦିନରେ ଆଦୌ […]

  • Thursday, 01 July 2021
Chicken Fillet
୨ ମାସ ପର୍ଯ୍ୟନ୍ତ କୋମାରେ ଥିଲେ, ଚିକେନ୍‌ ନାଁ ଶୁଣି ଆଖି ଖୋଲିଦେଲେ

ତାଇପେଇ: ସାଧାରଣତଃ ନିଜ ପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରୁ ଲାଲ ବାହାରି ଆସିଥାଏ। ଆଉ ସେଇ ସମୟରେ ହିଁ ସେଇ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ହେଲେ ଯଦି କୁହାଯିବ ଯେ, ନିଜ ପସନ୍ଦର ଖାଦ୍ୟ ନାଁ ଶୁଣି କେହି କୋମାରୁ ଚାଲି ଆସିବା, ହୁଏତ ଏହାକୁ କେହି ବିଶ୍ୱାସ କରିବେ ନାହିଁ। ହେଲେ ଏମିତି କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ତାଇୱାନ୍‌ରେ। ୧୮ ବର୍ଷୀୟ ଯୁବକ ଚିୟୁ ୬୨ ଦିନ ହେବ […]

  • Thursday, 01 July 2021
12
ଧୋନି କରିବେ କୁକୁଡ଼ା ଫାର୍ମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଜଗତର ପୂର୍ବତନ ସଫଳ କ୍ୟାପ୍ଟେନ୍‌ ବା କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷ କରିବା ପାଇଁ ଆଗଭର ହେଉଥିବା ଶୁଣିବାକୁ ମିଳୁଛି। ସେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସ୍‌ରେ କଡ଼କନାଥ ଚିକେନ୍‌ ଫାର୍ମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଝାବୁଆରେ କଡ଼କନାଥ କୁକୁଡ଼ା ଚାଷ କରୁଥିବା ଚାଷୀଙ୍କୁ ଯୋଗାଯୋଗ କରିଛନ୍ତି ଏବଂ ପାଖାପାଖି ୨ ହଜାର କୁକୁଡ଼ା ଛୁଆ ଅର୍ଡର କରିଛନ୍ତି। ମଧ୍ୟପ୍ରଦେଶର ଜଣେ କୁକୁଡ଼ା […]

  • Thursday, 01 July 2021
mask
ରିପୋର୍ଟର କହିଲେ, ମାସ୍କ କାହିଁ ? ଛେପ ପଡ଼ୁଛି; ଦେଖନ୍ତୁ ତା’ପରର ଦୃଶ୍ୟ...

ସାରା ବିଶ୍ୱରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜେସନ୍‌ ଉପରେ ପ୍ରାଧାନ୍ୟ ଦିଆଯାଉଛି। ହେଳେ କିଛି ଲୋକ ଏହାକୁ ପାଳନ କରୁଥିବା ଥିବାବେଳେ ଆଉ କିଛି ଲୋକ କରୋନା କଟକଣାକୁ ଫୁ କରି ଖୁଲମ୍‌ଖୁଲା ଏହାକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଏବେ ଏମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ନିଜର ମାସ୍କକୁ ସାଙ୍ଗର […]

  • Thursday, 01 July 2021
diwali
ଶୁଭ ଦୀପାବଳି: ଆପଣାର ଲୋକଙ୍କୁ ଜଣାନ୍ତୁ ଏମିତି ଶୁଭେଚ୍ଛା

ଆସନ୍ତାକାଲି ପାଳନ ହେବ ଆଲୋକର ପର୍ବ ଦୀପାବଳି। ହେଲେ ପ୍ରତିବର୍ଷ ପରି ଏଥର ଲୋକମାନେ ବାଣ ଫୁଟାଇ ପାରିବେ ନାହିଁ। କୋଭିଡ ସ୍ଥିତିକୁ ଦୃଷ୍ଟିରେ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡ଼ାକଡ଼ି କରିଛନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସାରା ଦେଶରେ ଦୀପାବଳି ପାଳନ କରାଯାଏ। ଅନେକ ସ୍ଥାନରେ ଦୀପାବଳି ଦିନେ ନୁହେଁ, ୫ ଦିନ ଧରି ମଧ୍ୟ ପାଳନ କରାଯାଇଥାଏ। ଦ୍ୱିତୀୟ ଦିନକୁ ଛୋଟି ଦୀୱାଲି ଭାବେ ପାଳନ କରାଯାଇଥାଏ। ହେଲେ ଏହାର […]

  • Thursday, 01 July 2021
fish-1111
ଆକାଶ କଇଁଆ...ପାଲଟି ଯିବନି ତ ଅଙ୍ଗନବାଡିର ଚୂନା ମାଛ !

ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଚୂନା ମାଛ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି  । ଏହାକୁ ଲାଗୁ କରିବାକୁ ସରକାରଙ୍କୁ ଆନ୍ତରିକତାର ସହ କାମ କରିବାକୁ ପଡିବ । ନଚେତ ଏହା କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯିବ । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଆଗରେ ଯେଉଁ ଚାଲେଞ୍ଜ ରହିଛି ତାହାକୁ ସାମ୍ନା କରିପାରିବେ ତ ? ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ରର ୩ ରୁ ୬ ବର୍ଷ ବୟସର […]

  • Thursday, 01 July 2021
Capture
ଛକରେ ଲାଗିଲା କୁକୁରର ସୁନା ପ୍ରତିମୂର୍ତ୍ତି

ତୁର୍କମେନିସ୍ଥାନ: ସାଧାରଣତଃ ଦେଶର ଲୋକପ୍ରିୟ ବ୍ୟକ୍ତି, ବିଶିଷ୍ଟ ନେତାଙ୍କ ପ୍ରତିମୂର୍ତ୍ତି ରାସ୍ତାର ପ୍ରମୁଖ ଛକ ଉପରେ ଦେଖିବାକୁ ମିଳିଥାଏ ।  ହେଲେ ରାସ୍ତାର ଗୁରୁତ୍ୱପୂର୍ଣ୍ଣ ଛକରେ କୌଣସି ପଶୁର  ପ୍ରତିମୂର୍ତ୍ତି କେବେ ଦେଖିଛନ୍ତି ? ତାହା ପୁଣି ସୁନାରେ ତିଆରି ହୋଇଥିବ ? ବିଶ୍ୱାସ ଯୋଗ୍ୟ ତ ମନେ ହେଉନି। କିନ୍ତୁ କଥାରେ ସତ୍ୟତା ରହିଛି। ଏମିତି ଘଟଣା ଘଟିଛି ତୁର୍କମେନିସ୍ଥାନରେ। ତୁର୍କମେନିସ୍ଥାନର ରାଜଧାନୀରେ କୁକୁରର ଏକ ବିରାଟ ସୂର୍ଣ୍ଣ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। ତୁର୍କମେନିସ୍ଥାନରେ […]

  • Thursday, 01 July 2021
news_201114_HELPLESS_CHILD_NEED_MEDICAL_TREATMEN_PKG_GOTV
ଜୀଇଁବା ପାଇଁ ରୋଗ ସହ ଲଢୁଛନ୍ତି ଦୁଇ କଅଁଳ ଶିଶୁ

ଯାଜପୁର: କଁଅଳ ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଖେଳ କୁଦ ବୟସରେ ଶଯ୍ୟାଶାୟୀ ହୋଇଛନ୍ତି ଯାଜପୁର ଜିଲ୍ଲାର ଦାନଗଦୀ ଓ ଧର୍ମଶାଳା ବ୍ଲକର ଦୁଇ କୁନି ଶିଶୁ। ଜଣେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯିବାରୁ ଉଠିପାରୁନାହାନ୍ତି॥ ଆଉ ଜଣେ ଦେଢ଼ ବର୍ଷରୁ ଜ୍ୱରରେ ପୀଡ଼ିତ ହୋଇ କଷ୍ଟ ସହୁଛନ୍ତି । ଉଭୟ ଶିଶୁଙ୍କ ପରିବାର ବର୍ଗ ପାଇଁ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ଏବେ ସରକାରୀ ସହୟତାକୁ ଚାହିଁ ରହିଛନ୍ତି […]

  • Thursday, 01 July 2021
japanese princess mako
କେବଳ ଏହି ଗୋଟିଏ କାରଣ ପାଇଁ ବିବାହ କରୁ ନାହାନ୍ତି ଜାପାନ ରାଜକୁମାରୀ

ଟୋକିଓ: ପାଖାପାଖି ୭ ବର୍ଷ ହେବ ନିଜ ପ୍ରେମିକଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିବା ଜାପାନ ରାଜକୁମାରୀ ମାକୋ ପୁଣିଥରେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କେବଳ ଗୋଟିଏ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜାପାନର ନିୟମ ଓ ରାଜକୀୟ ପରିବାରର ପରମ୍ପରା ଅନୁସାରେ, ଯଦି ରାଜକୁମାରୀ ମାକୋ କୌଣସି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରନ୍ତି, ତା’ହେଲେ ତାଙ୍କୁ ରାଜକୀୟ ସୁବିଧା, ସୁଯୋଗ ଓ ମର୍ଯ୍ୟାଦା ହରାଇବାକୁ ପଡ଼ିବ। ଏହାସହ ତାଙ୍କୁ ଜଣେ […]

  • Thursday, 01 July 2021
gold
ଫୁଲରୁ ମିଳୁଛି ଲାଲ୍‌ସୁନା, ଦାମ୍ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପାହାଡି ଇଲାକାରେ ଏକ ଦାମୀ ମସଲା ପ୍ରସ୍ତୁତ ହେଉଛି। ଶରତ ଋତୁ ଆଗମନରେ ଫୁଟୁଥିବା ଏକ ଫୁଲରୁ ପ୍ରସ୍ତତ ହୁଏ ଏହି ମସଲା।  ଏହାର ଦାମ ଶୁଣିଲେ ହୋସ ଉଡ଼ିଯିବ। ଶରତ ଋତୁରେ କାଶ୍ମୀରର ପାହାଡିଆ ଅଞ୍ଚଳରେ ଫୁଟେ ଏକ ସୁବାସିତ ତଥା ମୂଲ୍ୟବାନ ଫୁଲ। ଏହି ଫୁଲରେ ପାହାଡି ଇଲାକା ଖାଲି ମହକି ଯାଏନି, ଏହାର ବାଇଗଣି ରଙ୍ଗ କାଶ୍ମୀରର ପରିବେଶକୁ  ସଜେଇ ଦିଏ ଠିକ୍‌ ପରିଟିଏ ପରି। ଏହି ଫୁଲରୁ ବାହାର କରାଯାଏ […]

  • Thursday, 01 July 2021
daiba-dukha
ସୁରୁଖୁରୁରେ ଚାଲିଥିଲା ସଂସାର, କିନ୍ତୁ ହଠାତ୍‌ ବାସୁଦେବଙ୍କ ଜୀବନରେ ମାଡ଼ି ଆସିଲା ଅଦିନିଆ ଝଡ଼

ସୁବର୍ଣ୍ଣପୁର: ଟ୍ରକ ଚଳାଇ ସଂସାର ପୋଷୁଥିଲେ। ସୁଖ ଦୁଃଖ, ଭଲମନ୍ଦରେ ଚାଲିଥିଲା ଜୀବନ। ହେଲେ ହଠାତ୍ ବଦଳି ଗଲା ସ୍ଥିତି, ଦଇବ ଦେଲା ଦାରୁଣ ଦୁଃଖ। ହସ ଖୁସିର ପରିବାରରେ ମାଡି ଆସିଲା ଅଦିନିଆ ଝଡ଼। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଣ୍ଡୁପଦର ଗାଁର ବାସୁଦେବ ଗଡୁଆଙ୍କ ପରିବାରର କଥା। ଆଜକୁ ୨ମାସ ହେବ ଜୀବନଯନ୍ତ୍ରଣାର ଦୁର୍ବିସହ ହୋଇ ପଡ଼ିଛି ବାସୁଦେବଙ୍କ ଜୀବନ। ହଠାତ ଗୋଡରେ ଯନ୍ତ୍ରଣା ହେବାରୁ ଟ୍ରକ ଡ୍ରାଇଭିଂ ଛାଡ଼ି ଘରକୁ ଫେରି […]

  • Thursday, 01 July 2021
ବଜାରକୁ ଆସିପାରେ ଆପଲ୍‌ର ଫୋଲ୍ଡେବଲ୍‌ ଫୋନ୍‌

ନିଜର ସ୍ୱତନ୍ତ୍ର ମଡେଲ୍‌ ଏବଂ ଫିଚର୍‌ ପାଇଁ ଆଦୃତ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏବେ ସ୍ମାର୍ଟଫୋନ୍‌ ଜଗତରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଲ୍‌ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିବାକୁ ଯାଉଛି। ଏ ନେଇ କମ୍ପାନୀ କାମ ଆରମ୍ଭ କରିବା ସହ ୨୦୨୨ ସେପ୍ଟେମ୍ବର ମାସରେ ଏହାକୁ ବଜାର ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଆପଲ୍‌ କମ୍ପାନୀ ଏହି ସ୍ମାର୍ଟଫୋନ୍‌ ପ୍ରସ୍ତୁତିରେ ଲାଗୁଥିବା ଯନ୍ତ୍ରପାତି ବା ଉପକରଣ ପାଇଁ ଏହାର ଯୋଗାଣକାରୀ […]

  • Thursday, 01 July 2021
boy
୧୮ ବର୍ଷ ବେଳକୁ କୋଟିପତି ହେବ ଆପଣଙ୍କ ପିଲା; ଆପଣାନ୍ତୁ ଏହି ପ୍ଲାନ

ଭୁବନେଶ୍ୱର: ବାପାମା ପିଲାମନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି। ପିଲାଟି କେମିତି ଭଲ ପାଠ ପଢ଼ିବ, କିପରି ତା ଭବିଷ୍ୟତ ଉଜ୍ଜ୍ୱଳ ହେବ ଏନେଇ ବାପାମା ସବୁବେଳେ ଚିନ୍ତାରେ ଥାନ୍ତି। ଏଥିପାଇଁ ବିଭିନ୍ନ ପିଲିସି, ଇନ୍ସୁରାନ୍ସ ଆଦି ପିଲା ନାଁରେ କରିଥାନ୍ତି।ଆମେ ଆଜି ଆପଣଙ୍କୁ ଏମିତି ଏକ ଯୋଜନା ବିଷୟରେ ଜଣାଇବୁ ଯେଉଁଥିରେ ଆପଣଙ୍କ ପିଲାର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆର୍ଥିକ ଫାଇଦା ମଧ୍ୟ ମିଳିବ। ନିଜ ପିଲାର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ […]

  • Thursday, 01 July 2021