ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି।
IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ । ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନିନ୍ଦା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ରତ୍ନଭଣ୍ଡାର ଚାବି, ଜଗନ୍ନାଥ ମନ୍ଦିର ଫାଇଲ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଗୃହ ବିଭାଗରୁ ଗାଏବ ଜୁଡିସିଆଲ ତଦନ୍ତ ରିପୋର୍ଟ। ୧୯୩୬ରୁ ୧୯୯୯ ପର୍ଯ୍ୟନ୍ତ ହୋଇଥିବା ବିଚାର ବିଭାଗୀୟ ତଦନ୍ତ ସମ୍ବନ୍ଧରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ସତ୍ୟପାଠ ଦାଖଲ କରି ମାନିଛନ୍ତି ସରକାର। ଯାହାକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ।.
ମହାନଦୀ ଟ୍ରିବ୍ୟୁନାଲ୍ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଠିକ୍ ପୂର୍ବରୁ ଚାଲାକି ଦେଖାଇଛି ପଡ଼ୋଶୀ ରାଜ୍ୟ। ଖରା ଦିନେ ଆଦୌ ପାଣି ଛାଡ଼ୁନଥିବା ଛତିଶଗଡ଼, ଏବେ କିନ୍ତୁ କଲମା ବ୍ୟାରେଜର ୨୦ଟି ଗେଟ୍ ଖୋଲି ତଳମୁଣ୍ଡକୁ ପାଣି ଛାଡ଼ିଛି। ସେପଟେ ରାଜ୍ୟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ପୁଣି ଥରେ ତେଜିଛି ରାଜନୀତି।...
ଉପନିର୍ବାଚନ ଭୋଟ ପୂର୍ବରୁ ଝାରସୁଗୁଡ଼ାରେ ଜୋଡତୋଡ଼ ରାଜନୀତିକୁ ନେଇ ଚର୍ଚ୍ଚା...ପରାଜୟ ଭୟରେ ବିଜେପି ଓ କଂଗ୍ରେସ ନେତାଙ୍କୁ ବିଜେଡି ଟାଣୁଥିବା କହି ବର୍ଷିଲେ ବିରୋଧୀ, ଟଙ୍କା ଓ ପଦ ଯଚାଯାଉଥିବା ଅଭିଯୋଗ, ଜବାବ ରଖିଲା ବିଜେଡି...
ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ଛାଡ଼ି ଏଣିକି ହାଇବ୍ରିଡ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର...ଅର୍ଥ ବିଭାଗର ଅଫିସ ମେମୋରାଣ୍ଡମ ପରେ ହାଇବ୍ରିଡ ଯାନ କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ...କିଏ ଚଢ଼ିବେ କେତେ ଦାମର ଗାଡ଼ି ଦେଖିବା ରିପୋର୍ଟ...
ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ କେନ୍ଦ୍ରର ବଡ଼ ପଦକ୍ଷେପ...ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି, ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ, ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା...
ଶୁଣିଲାନି ପ୍ରଶାସନ, ଶୋଷ ମେଣ୍ଟାଇବା ପାଇଁ ଚାନ୍ଦା କରି ନିଜ ଖର୍ଚ୍ଚରେ କୂଅ ଖୋଳିଦେଲେ ଗାଁ ଲୋକେ...
ଭାରି କଷ୍ଟରେ ଭତ୍ତା ଆଣିବାକୁ ଯିବା ପାଇଁ ପଡ଼ୁଛି । ଦହଗଞ୍ଜ ହେଉଛନ୍ତି ହିତାଧିକାରୀ, ଘରେ ଯାଇ ଦେବାକୁ ଦାବି
ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ରାଜସ୍ୱ ବିଭାଗ ଅଧିନରେ ଥିବା ଡାକବଙ୍ଗଳା.. ଦିନେ ଏଇଠି ରହୁଥିଲେ ବ୍ରିଟିଶ, ହେଲା ଏବେ ପାଲଟିଲାଣି ଭୂତକୋଠି ।
ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁରେନ୍ଦ୍ର । ଜିଲ୍ଲାପାଳ ପ୍ରତିଶ୍ରୁତି ରକ୍ଷା କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଉ ଏହି ସହାୟତା ପାଇଁ ଜାତୀୟ ସ୍ତରରେ ୨୨ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ଵର୍ଣ ଜିତିଛନ୍ତି ଭଦ୍ରକ ଜିଲ୍ଲାର ଯୁବକ ସୁରେନ୍ଦ୍ର ଦାସ...
ସାଇବର ଫ୍ରଡର ଶିକାର ହୋଇଥିବା ଜାଣିଲେ, ତୁରନ୍ତ ଏହି କାମ ପ୍ରଥମେ କରନ୍ତୁ
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
ପଖାଳ...ନା ଶୁଣିଲେ ପାଟିଲୁ ବାହାରେ ଲାଳ....ଯୁଆଡେ ଯାଇଥିଲେ ବି ଘରକୁ ଫେରିଲା ମାତ୍ରେ ପଖାଳ କଂସା ଦେଖିଲେ ମିଳେ ଆତ୍ମାଶାନ୍ତି
ଦିନେ ଇଂରାଜୀ ଶିକ୍ଷକ ଥିଲେ, ପିଲାଙ୍କୁ ପାଠ ପଢାଉଥିଲେ । ସ୍କୁଲ ସମ୍ପାଦକଙ୍କ ସହ ଯୁକ୍ତି-ତର୍କ ପରେ ଚାକିରି ଛାଡିଲେ । ଏବେ ରାସ୍ତାରେ ବୁଲିବୁଲି ମାଗୁଛନ୍ତି ଭିକ... ଯିଏ ଯାହା ଦେଲା ସେତିକିରେ ଚଳୁଛି ସଂସାର ରଥ
ବର୍ଷେ କି ଦୁଇ ବର୍ଷ ନୁହେଁ...୧୨ ବର୍ଷ ହେଲାଣି ଶୋଇଛି କୁନି ଝିଅ । ଡାକ୍ତରଙ୍କ ପାଖରେ ଚିକିତ୍ସା କରି କରି ଥକିପଡ଼ିଲେଣି । ଝିଅ ଭଲ ହେଉନି କି ଚାଲିପାରୁନି
ରାଟ ବିରାଟ ଥାଳି ରଖାଯାଇଛି...ସେଥିରେ ଥୁଆ ହୋଇଛି ବିଭିନ୍ନ ପ୍ରକାର ମିଠା, ପରିବା, ଫଳ, ରୁଟି, ଘାସ ସହ ଅନେକ ପ୍ରକାର ବ୍ୟଞ୍ଜନ ।
ଆରେ ଭାଇ କି ଅଛ? ଟିକେ ଦଉଡ଼ି ଆସ...ଦେଖୁନ କେମିତି କଇଁଛଟା ଜାଲରେ ପଡ଼ିଯାଇଛି । ଟିକିଏ ହଲି ବି ପାରୁନି.
ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି ।
ବିବାହର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କୁ ହରାଇଥିଲେ । ସେପଟେ ମୁଣ୍ଡ ଉପରେ ଥିଲା ଦୁଇ ପିଲାଙ୍କ ଦାୟିତ୍ୱ । ହେଲେ ସେ ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସ୍ୱାମୀଙ୍କ ଏଇ ବ୍ୟବସାୟକୁ ଆଗକୁ ନେଇଥିଲେ ଇନ୍ଦୁମତି ।
ବର୍ତ୍ତମାନ ପ୍ରଦୀପ SRC ଦାୟିତ୍ୱରେ ରହିଛନ୍ତି । ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ରହିଛି । ତେଣୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ
ଯାଜପୁର ଜିଲ୍ଲା ବିଝାଂରପୁର ଚିକଣା ଗାଁର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେଲାଣି । ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।
ଏକ୍ସପ୍ରେସ-ୱେ, ହାଇୱେ ଏବଂ ଫ୍ରୀୱେ ମଧ୍ୟରେ ବିଶେଷ ଫରକ ରହିଛି । ଏହି ୩ଟି ରାସ୍ତାର ନାଁକୁ ପ୍ରାୟ ସମସ୍ତେ ଜାଣିଥିବେ । ହେଲେ ଏହାରି ମଧ୍ୟରେ ରହିଥିବା ଅନେକ ତଥ୍ୟ ବହୁ ଲୋକ ଜାଣିନଥିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠିଘର, ଘରର ଠାକୁର ରାଧା ବିନୋଦ ବିହାରୀଙ୍କ ନୂତନ ମନ୍ଦିର, ଶିଶୁମାନଙ୍କ ପାଇଁ ଶିଶୁ ବାଟିକା ଓ ନୂତନ ପାର୍କ ପର୍ଯ୍ୟଟକଙ୍କ ପାଇଁ ଗୃହ ରହିଛି ।