ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ଛାଡ଼ି ଏଣିକି ହାଇବ୍ରିଡ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର...ଅର୍ଥ ବିଭାଗର ଅଫିସ ମେମୋରାଣ୍ଡମ ପରେ ହାଇବ୍ରିଡ ଯାନ କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ...କିଏ ଚଢ଼ିବେ କେତେ ଦାମର ଗାଡ଼ି ଦେଖିବା ରିପୋର୍ଟ...
Published: Prangyan Parimita
Last updated: 26 April 2023, 08:47 PM IST
ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ କେନ୍ଦ୍ରର ବଡ଼ ପଦକ୍ଷେପ...ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି, ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ, ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା...