ସାଇବର ଫ୍ରଡର ଶିକାର ହୋଇଥିବା ଜାଣିଲେ, କ’ଣ କରିବେ ? କିପରି ବର୍ତ୍ତିବେ ?
Published: Prangyan Parimita
Last updated: 20 April 2023, 09:18 AM IST
ବରଗଡ଼ ରାସ୍ତା ଉପରେ ଚୌକି ପକେଇ ବସିଲେ । ଝାରସୁଗୁଡ଼ାରେ ମୋଟେ ଗାଡ଼ି ଛାଡ଼ିଲେନି । ଦେବଗଡ଼ରେ ଜଜ୍ଙ୍କୁ ଅଟକାଇଲେ । କୋରାପୁଟରେ ମଝି ରୋଡ୍ରେ ବାଇକ୍ ରଖି ପିକେଟିଂ । ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନର ଆଜି ଏମିତି ଥିଲା ଚିତ୍ର