IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ । ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନିନ୍ଦା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
Published: Prangyan Parimita
Last updated: 26 April 2023, 09:07 PM IST
ରତ୍ନଭଣ୍ଡାର ଚାବି, ଜଗନ୍ନାଥ ମନ୍ଦିର ଫାଇଲ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଗୃହ ବିଭାଗରୁ ଗାଏବ ଜୁଡିସିଆଲ ତଦନ୍ତ ରିପୋର୍ଟ। ୧୯୩୬ରୁ ୧୯୯୯ ପର୍ଯ୍ୟନ୍ତ ହୋଇଥିବା ବିଚାର ବିଭାଗୀୟ ତଦନ୍ତ ସମ୍ବନ୍ଧରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ସତ୍ୟପାଠ ଦାଖଲ କରି ମାନିଛନ୍ତି ସରକାର। ଯାହାକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ।.