• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

film
ରିଲିଜ୍‌ ହେଲା ଫିଲ୍ମ ‘ବାବୁ ଭାଇଜାନ୍‌’

ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ଅଛନ୍ତି ଅରିନ୍ଦମ ଏବଂ ଶିବାନୀ। ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ। ଅବଦୁଲ ଅମିନ୍ ଖାନ ଓରଫ୍ ବାବୁ ଭାଇଜାନ୍‌ ନାମକ ଜଣେ ଯୁବକଙ୍କ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ଜଣେ ସାଧାରଣ ଦର୍ଜିରୁ କିଭଳି ଅନ୍ତର୍ଜାତୀୟ ସ୍ତରରେ ନିଜର ବ୍ୟବସାୟ ବିସ୍ତାର କରିଛନ୍ତି ତାକୁ ନେଇ କାହାଣୀଟି ନିର୍ମାଣ କରାଯାଇଛି। ସିନେମାରେ […]

  • Wednesday, 21 July 2021
odisha
ଛପାକ୍‌ରେ ଓଡ଼ିଆ ଅଭିନେତାଙ୍କ ଦମ୍‌ଦାର୍‌ ଆକ୍ଟିଂ

ଭୁବନେଶ୍ୱର: ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ଫିଲ୍ମ ‘ଛପାକ୍’ ଚଳିତ ସପ୍ତାହରେ ରିଲିଜ୍ ହୋଇଛି। ଏହି ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏସିଡ୍‌ ପୀଡ଼ିତା ମାଳତୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଅଭିନୟଙ୍କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ସବୁଠାରୁ ବଡ଼ କଥା, ଏହି ଫିଲ୍ମରେ ଜଣେ ଓଡ଼ିଆ କଳାକାର ଅଭିନୟ କରିଛନ୍ତି। ଓଡ଼ିଆ କଳାକାର  ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି। ମାଳତୀଙ୍କ ଉପରେ […]

  • Wednesday, 21 July 2021
deepika
ଶ୍ୱଶୁରଙ୍କ ଠାରୁ ଗାଳି ଶୁଣନ୍ତି ଦୀପିକା, କାହିଁକି ଜାଣନ୍ତି ?

ମୁମ୍ବାଇ: ଫିଲ୍ମ ଷ୍ଟାରଙ୍କ କଥା ଉଠିଲେ ପ୍ରଥମେ ଆମ ମନକୁ ଆସିଥାଏ ସେମାନଙ୍କର ଫିଲ୍ମ ଓ ତାଙ୍କ ସହ ଜଡ଼ିତ ବିବାଦ କଥା। ହେଲେ ଆଜି ଆମେ ଏମିତି ଜଣେ ଫିଲ୍ମ ଷ୍ଟାର୍‌ଙ୍କ କଥା କହିବୁ ଯାହାଙ୍କ ପ୍ରକୃତ ଜୀବନ ସାଧାରଣ ଲୋକଙ୍କ ଭଳି। ଖାଲି ଏତିକି ନୁହେଁ ସେ ତାଙ୍କ ଶ୍ୱଶୁରଙ୍କଠୁ ଗାଳି ମଧ୍ୟ ଶୁଣନ୍ତି।  ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ ? ଆଜ୍ଞା ହଁ, ଆମେ ଏଠି ଆଉ କାହା […]

  • Wednesday, 21 July 2021
kareena 1
କୁଆଡ଼େ ଗଲା କରୀନାଙ୍କ ଆଣ୍ଠୁ ?

ମୁମ୍ବାଇ: ଗତ କିଛିଦିନ ଧରି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। କିଛିଦିନ ତଳେ ସମ୍ପର୍କୀୟ ଭାଇ ଅରମାନ୍‌ ଜୈନ୍‌ଙ୍କ ଏକ ପ୍ରି ୱେଡିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ କରୀନା ଏୟାରପୋର୍ଟରେ ମେକ୍‌ଅପ୍‌ ନେଉଥିବା ଦେଖିବାକୁ ମିଳିଥିଲା। ଆଉ ଏବେ ତାଙ୍କର ଏକ ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଫଟୋଟିକୁ ନେଇ ଅନେକ ୟୁଜର ଅନେକ ମତ ଦେଇଛନ୍ତି। କରୀନାଙ୍କର ଏହି ଫଟୋଟି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍‌ […]

  • Wednesday, 21 July 2021
neha 1
ଏହି ସିଙ୍ଗରଙ୍କ ପରିବାରର ବୋହୂ ହେବାକୁ ଯାଉଛନ୍ତି ନେହା !

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କର ! ଏପରିକି ସେ ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ଓ ସେମାନେ ମଧ୍ୟ ନେହାଙ୍କୁ ତାଙ୍କର ବୋହୂ ଭାବେ ସ୍ୱୀକାର କରି ସାରିଛନ୍ତି। ଏସବୁ ଶୁଣିଲା ପରେ ନେହାଙ୍କ ଫ୍ୟାନ୍ସମାନ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାହିଁକି ନା ହିମାଂଶ କୋହଲିଙ୍କ ସହ ବ୍ରେକ୍‌ ପରେ ନେହା ପୂରାପୂରି ଡ୍ରିପେସନ୍‌ରେ ଥିବା ଦେଖିବାକୁ ମିଳିଥିଲା। ଏପରିକି ଗତ […]

  • Wednesday, 21 July 2021
devjani 9
ଇନ୍ଦ୍ରଜାଲରେ ସମ୍ବିତ, ଦେବଯାନୀ

ଭୁବନେଶ୍ୱର: ‘ଇନ୍ଦ୍ରଜାଲ’ରେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ଦେବଯାନୀ। କାରଣ ସେମିତି କିଛି ଘଟଣା ଘଟିଛି ତାଙ୍କ ଜୀବନରେ।  ଏମିତି ଘଟଣା ଯାହା ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେଥିପାଇଁ ଦଣ୍ଡ ସ୍ୱରୂପ ଇନ୍ଦ୍ରଜାଲରେ ପଡ଼ିଛନ୍ତି ଉଭୟେ।  ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ଏମିତି କ’ଣ ଘଟିଲା ଯେ ସେମାନେ ‘ଇନ୍ଦ୍ରଜାଲ’ରେ ପଡ଼ି ଯାଇଛନ୍ତି। ହଁ, ଆମେ ଏଠି ଅପ୍‌ କମିଂ ଓଡ଼ିଆ ଫିଲ୍ମ ‘ଇନ୍ଦ୍ରଜାଲ’ ବିଷୟରେ କହିବାକୁ ଯାଉଛୁ। […]

  • Wednesday, 21 July 2021
salman khan
ସଲ୍‌ମାନ୍‌ଙ୍କୁ ନେଇ ଏମିତି ଖୁଲାସା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠାରୁ ଏହି ଶୋ’ରେ କିଛି ନା କିଛି ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ନିକଟରେ ଦେଖିବାକୁ ମିଳିଥିଲା, ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ପହଞ୍ଚି ଯାଇଥିଲେ। ଏହାପରେ ନିଜେ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ ସଲମାନ୍‌। ଆଉ ଏବେ ‘ବିଗ୍‌ ବସ୍‌-୧୩’ର ଏକ୍ସ କଣ୍ଟେଷ୍ଟାଣ୍ଟ୍‌ ତଥା ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କ ଏକ […]

  • Wednesday, 21 July 2021
ranveer
ଦୀପିକାଙ୍କ ପାଇଁ ଭଡ଼ାରେ ଫ୍ଲାଟ୍‌ ନେଲେ ରଣବୀର !

ମୁମ୍ବାଇ: ସମସ୍ତଙ୍କ ଫେଭରେଟ୍‌ ବଲିଉଡ୍‌ କପଲ୍‌ ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ବେଶ୍‌ ପସନ୍ଦ କରିଥାନ୍ତି। ବ୍ୟସ୍ତତା ଭିତରେ ଉଭୟ ଉଭୟଙ୍କ ପାଇଁ ସମୟ ବାହାର କରି ଅନେକ ପାର୍ଟି, ଇଭେଣ୍ଟ୍‌ରେ ଏକାଠି ଯୋଗ ଦେଇଥାନ୍ତି। ଏବେ ପତ୍ନୀ ଦୀପିକାଙ୍କୁ ଆହୁରି ଅଧିକ ସମୟ ଦେବା ପାଇଁ ରଣବୀର ମାସକୁ ୭.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏ କ’ଣ କହୁଛୁ ? ଆଜ୍ଞା ହଁ ଆପଣ […]

  • Wednesday, 21 July 2021
salman
ପ୍ଲେଟ୍‌ ସଫା କଲେ ସଲ୍‌ମାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କଲେ ଖୋଦ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏକ’ଣ କହୁଛୁ। କଥାଟା ବି ଏମିତି ଯେ କେହିବି ଏହାକୁ ଶୁଣିଲେ ବିଶ୍ୱାସ କରିବେ ନାହିଁ। ହେଲେ ଘଟଣାଟି ସତ। ବାସ୍‌ ପାର୍ଥକ୍ୟ ଏତିକି ସଲମାନ୍‌ ଏସବୁ ସଫାସୁତୁରା ତାଙ୍କ ଘରେ ନୁହେଁ ବରଂ ‘ବିଗ୍‌ ବସ୍‌-୧୩’ର ପ୍ରତିଯୋଗୀମାନେ ରହୁଥିବା ଘରେ କରିଛନ୍ତି। ଆଜ୍ଞା ହଁ, ଏମିତି […]

sapna choudhry 2
ଡାନ୍ସର ସପନା ଚୌଧୁରୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାଙ୍କ କାର୍‌କୁ ଦେଖିଲେ ଅନୁମାନ କରି ହେଉଛି ଯେ, ଦୁର୍ଘଟଣାଟି କେତେ ଭୟଙ୍କର ଥିଲା। ତେଣୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିବା କୁହାଯାଉଛି। ଗୁରୁଗ୍ରାମର ହିରୋ ହୋଣ୍ଡା ଛକରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ଶପିଂ ସାରି ସପନା,  ସୋହନା ରୋଡ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତ ବେଗରେ […]

  • Wednesday, 21 July 2021
kushal
ଅଭିନେତା କୁଶାଲ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ: ବଲିଉଡ୍‌ ତଥା ଟେଲିଭିଜନ୍‌ ଅଭିନେତା କୁଶାଲ୍‌ ପଞ୍ଜାବୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କର ଅତି ନିକଟତମ ବନ୍ଧୁ ତଥା ଅଭିନେତା କରଣବୀର ବୋହରା କୁଶାଲ୍‌ଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତକାଲି ରାତିରେ ମୁମ୍ବାଇର ପାଲି ହିଲ୍‌ ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। କରଣବୀର ଇନ୍‌ଷ୍ଟାଗ୍ରାମରେ କୁଶାଲ୍‌ଙ୍କ ଫଟୋ ଶେଆର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ। ଏ ଖବର ପାଇବା ପରେ […]

  • Wednesday, 21 July 2021
celebrity
୩ ବଲିଉଡ୍‌ ସେଲେବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ର ୩ ଜଣ ଜଣାଶୁଣା ସେଲେବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଅଭିନେତ୍ରୀ ରବୀନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡିଆନ୍‌ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟି ଏମିତି କିଛି କହିଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ ପୁଲିସ୍‌ରେ ମାମଲା ରୁଜୁ ହେବାକୁ ପଡ଼ିଛି। ଏକ କାର୍ଯ୍ୟକ୍ରମରେ ଏହି ୩ ଜଣ ଧର୍ମକୁ ନେଇ ଏମିତି କିଛି କହି ଦେଇଥିଲେ ଯେଉଁଥିପାଇଁ ଲୋକମାନେ ରାଗି ଯାଇଛନ୍ତି। ଯାହାର […]

  • Wednesday, 21 July 2021
shahrukh khan
ଶାହରୁଖଙ୍କୁ ନେଇ ପତ୍ନୀ କଲେ ଏମିତି ଖୁଲାସା...

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ ଖାନ୍ ଶାହରୁଖଙ୍କୁ ନେଇ ପତ୍ନୀ ଗୌରୀ ଖାନ୍‌ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ଅଧିକ ସମୟ ଲାଗିଥାଏ। ତାଙ୍କର(ଶାହରୁଖ) ଏକ ବଡ଼ ରୁମ୍‌ରେ ଖାଲି ୱାର୍ଡରୋବ୍‌(ଆଲ୍‌ମିରା)ରେ ଭର୍ତ୍ତି। ଗୌରୀ କହିଛନ୍ତି, ‘କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ମୋତେ ପାଞ୍ଚ ମିନିଟ୍‌ ସମୟ ଲାଗୁଥିବାବେଳେ ସେ(ଶାହରୁଖ) ପାଞ୍ଚ ଘଣ୍ଟା ନେଇଥାନ୍ତି।’ ଗୌରୀଙ୍କ ଏହି କଥାର ଉତ୍ତରରେ […]

  • Wednesday, 21 July 2021
twinkle-khanna
‘ପିଆଜ କାନଫୁଲ’ ପିନ୍ଧି ଚର୍ଚ୍ଚାରେ ଅକ୍ଷୟଙ୍କ ପତ୍ନୀ

ମୁମ୍ବାଇ: ଏବେ ପିଆଜ ଦର ଯେଉଁଭଳି ଭାବରେ ଆକାଶ ଛୁଆଁ ହୋଇଛି ଲୋକେ ହୀରା, ସୁନା ଅପେକ୍ଷା ପିଆଜକୁ ଅଧିକ ମୂଲ୍ୟବାନ ବୋଲି ଭାବି ନେଇଛନ୍ତି। ଏମିତି ବି ଦେଖାଯାଇଛି କେହି କେହି ମ୍ୟାରେଜ୍‌ ପାର୍ଟିରେ ଗିଫ୍ଟ ବଦଳରେ ପିଆଜ ଉପହାର ଦେଉଛନ୍ତି। ଏସବୁ ଭିତରେ ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ମଧ୍ୟ ପତ୍ନୀ ଟ୍ୱିଙ୍କିଲ୍‌ ଖାନାଙ୍କୁ ପିଆଜର କାନଫୁଲ ଗିଫ୍ଟ କରି ଏବେ ଚର୍ଚ୍ଚାରେ। ଅକ୍ଷୟ ଗିଫ୍ଟ କରିଥିବା ଏହି କାନଫୁଲ ଟ୍ୱିଙ୍କିଲ୍‌ଙ୍କୁ ଏତେ […]

  • Wednesday, 21 July 2021
neha kakkar
ପୁରୁଣା ସ୍ମୃତିକୁ ମନେ ପକାଇ ଏକ୍ସ ବୟଫ୍ରେଣ୍ଡଙ୍କ ପାଇଁ ଗୀତ ଗାଇଲେ ନେହା

ମୁମ୍ୱାଇ: ଲୋକପ୍ରିୟ ଟେଲିଭିଜନ୍‌ ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ଆଗାମୀ ଏପିସୋଡ୍‌ରେ କମେଡିଆନ୍‌ ଭାରତୀ ସିଂହ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିୟାଙ୍କ ସହିତ ଯୋଗ ଦେଉଛନ୍ତି। ତେଣୁ ଦର୍ଶକଙ୍କ ପାଇଁ ଏହି ଏପିସୋଡ୍‌ଟି ମନୋରଞ୍ଜନର ଭରପୂର ଖୋରାକ୍ ଯୋଗାଇବ ବୋଲି ଆଶା କରାଯାଉଛି। ଏହି ଏପିସୋଡ୍‌ର ନାମ ‘ଶାଦି ସ୍ପେଶାଲ୍‌’ ରଖାଯାଇଛି। ଏଥିରେ ନେହା କକ୍କର ତାଙ୍କ ଏକ୍ସ ବୟଫ୍ରେଣ୍ଡ୍‌ ହିମାଂଶ କୋହଲିଙ୍କ ପାଇଁ ‘ଚନ୍ନା ମେରେୟା‘ ଗୀତ ଗାଇଛନ୍ତି। ନେହା ଏହି ଗୀତ ଗାଉଥିବା ସମୟର […]

  • Wednesday, 21 July 2021
farhan akhtar
ଅଭିନେତା ଫରହାନ୍‌ ଅଖତରଙ୍କ ନାଁରେ ଥାନାରେ ଅଭିଯୋଗ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଟ୍ୱିଟ୍‌ କରିବା ବଲିଉଡ୍‌ ଅଭିନେତା ଫରହାନ୍‌ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଏକ ହିନ୍ଦୁ ସଂଗଠନ ପକ୍ଷରୁ ହାଇଦ୍ରାବାଦର ଏକ ଥାନାରେ ଅଭିଯୋଗ କରାଯାଇଛି। ତାଙ୍କ ବିରୋଧରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ନେଇ ଅଭିଯୋଗ ହୋଇଛି। ହାଇଦ୍ରାବାଦର ଆଡ୍‌ଭୋକେଟ୍ କରୁଣା ସାଗର ଏହି ଅଭିଯୋଗ କରିଛନ୍ତି। ସେ ଏହି ସଂଗଠନ ସହିତ ଜଡ଼ିତ ଅଛନ୍ତି। Telangana: The complaint has been filed […]

  • Wednesday, 21 July 2021
sunny
ଅଫିସ୍‌ରେ ନିର୍ଯାତନାକୁ ନେଇ ଏମିତି କହିଲେ ସନ୍ନି

ମୁମ୍ବାଇ: ଅଫିସ୍‌ରେ ଶୋଷଣ ଘଟଣା ଆମକୁ ବହୁତ କଷ୍ଟ ଲାଗିଥାଏ। ହେଲେ ଏହାର ଅର୍ଥ ନୁହେଁ ଯେ ଆମେ ଏସବୁକୁ ନେଇ ଚୁପ୍‌ ରହିବୁ। ବରଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏଭଳି କିଛି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ‘ୱାର୍କପ୍ଲେସ୍‌ ବା ଅଫିସ୍‌ରେ ଶୋଷଣକୁ ସାମ୍ନା କରିବା ଆମ୍ଭମାନଙ୍କ ପାଇଁ ବହୁତ୍‌ ମୁସ୍‌କିଲ୍‌ ହୋଇଥାଏ। ହେଲେ […]

  • Wednesday, 21 July 2021
actor
ପ୍ରସିଦ୍ଧ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ପୁଣେ: ପ୍ରସିଦ୍ଧ ଅଭିନେତା ତଥା ଥିଏଟର କଳାକାର ଶ୍ରୀରାମ ଲାଗୁଙ୍କ ପରଲୋକ ହୋଇଯାଇଛି। ଗତକାଲି ପୁଣେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଶ୍ରୀରାମ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମରାଠୀ ଥିଏଟରରେ ସେ ଜଣେ ଜଣାଶୁଣା ପରଚିତ ମୁହଁ ଥିଲେ। ଏହାସହ ସେ ଜଣେ ଡାକ୍ତର ମଧ୍ୟ ଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଓ ମରାଠୀ […]

  • Wednesday, 21 July 2021
odisha
ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଫସିଲେ ଓଡ଼ିଆ ଅଭିନେତ୍ରୀ

ସମ୍ବଲପୁର: ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଫସିଲେ ଓଲିଉଡ୍‌ର ୩ ଅଭିନେତ୍ରୀ। ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଏହି ଅଭିନେତ୍ରୀମାନେ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରିଛନ୍ତି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ସବୁଠାରୁ ବଡ଼ କଥା ଏହି ଭାଇରାଲ ଭିଡିଓରେ ଜଣେ ମନ୍ତ୍ରୀଙ୍କ ଝିଅଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲୋଭିନା ନାୟକ। ଏହି ଭିଡିଓରେ ସ୍ୱାସ୍ଥ୍ୟ ମନ୍ତ୍ରୀ […]

  • Wednesday, 21 July 2021
Hot Shot and Raj Kundra
କ’ଣ ଏହି ହଟ୍‌ ସଟ୍‌ ଆପ୍, ଯାହା ପାଇଁ ଫସିଗଲେ ରାଜ କୁନ୍ଦ୍ରା

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହି ବିବାଦର ମୂଳରେ ରହିଛି “ହଟ୍ ସଟ୍” ନାମକ ଷ୍ଟ୍ରିମିଂ ଆପ୍ଲିକେସନ୍ ଯାହା ବର୍ତ୍ତମାନ ଗୁଗୁଲ୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହଟାଯାଇଛି।

kareena
ଏୟାରପୋର୍ଟରେ ମେକ୍‌ଅପ୍‌ ନେଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ ଆଜିକାଲି ତାଙ୍କ ଫିଲ୍ମକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏତେ ବ୍ୟସ୍ତ ଯେ ତାଙ୍କୁ ଶେଷରେ ଏୟାରପୋର୍ଟରେ ହିଁ ମେକ୍‌ଅପ୍‌ ନେବାକୁ ପଡ଼ିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି, ଏୟାରପୋର୍ଟରେ କରୀନା ମେକ୍‌ଅପ୍‌ ନେଉଛନ୍ତି। ଆପଣ ଭାବୁଥିବେ ଏମିତି କ’ଣ ଜରୁରୀ ପଡ଼ିଲା ଯେଉଁଥିପାଇଁ ତାଙ୍କୁ ଏୟାରପୋର୍ଟରେ ହିଁ ମେକ୍‌ଅପ୍‌ ନେବା ପାଇଁ ପଡ଼ିଲା। ଘଟଣାଟି ହେଲା ଏମିତି… କରୀନା […]

  • Wednesday, 21 July 2021
ranu 111
ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌, କହିଲେ ଏମିତି...

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଛନ୍ତି। ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍‌ୱେ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ଏକ ଗୀତର ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେ ଲତା ମଙ୍ଗେଶକରଙ୍କ […]

  • Wednesday, 21 July 2021
sara
ଷ୍ଟେଜ୍‌ ଉପରେ ସାରାଙ୍କ ସହ ହେଲା ଏମିତି କିଛି....

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଝିଅ ସାରା ଅଲୀ ଖାନ୍‌ ଓ ଅଭିନେତା କାର୍ତ୍ତିକ ଆର୍‌ୟାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ଆପଣମାନେ ଭାବୁଥିବେ କାହିଁକି ଏହି ଦୁହିଁଙ୍କୁ ନେଇ ଏତେ ଚର୍ଚ୍ଚା ହେଉଛି। କଥାଟା ହେଲା, ନିକଟରେ ଉଭୟଙ୍କୁ ଷ୍ଟାର ସ୍କ୍ରିନ୍‌ ଆୱାର୍ଡସ୍‌ରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସାରା, ଷ୍ଟେଜ୍‌ ଉପରେ ପଡ଼ି ଯାଇଥାନ୍ତେ ହେଲେ ଠିକ୍‌ ସମୟରେ କାର୍ତ୍ତିକ ତାଙ୍କୁ ଧରି ପକାଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ […]

  • Wednesday, 21 July 2021
odisha
ଅର୍ଚ୍ଚିତା ‘ଶ୍ରେଷ୍ଠ ଅଭିନେତ୍ରୀ’, ମିହିର ଦାସ ‘ଶ୍ରେଷ୍ଠ ଅଭିନେତା’

ଭୁବନେଶ୍ୱର: ୨୦୧୮ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ୨୦୧୮ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ପୁରସ୍କାର‘ ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଘୋଷଣା କରିଛନ୍ତି। ସେହିଭଳି ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ‘ଶ୍ରେଷ୍ଠ […]

  • Wednesday, 21 July 2021
aamir 11
ନୂଆ ଲୁକ୍‌ରେ ବଲିଉଡ୍‌ର ଏହି ଅଭିନେତା

ମୁମ୍ବାଇ: ନିକଟରେ ନୂଆ ଲୁକ୍‌ରେ ବଲିଉଡ୍‌ର ଜଣେ ଅଭିନେତାଙ୍କ ଫଟୋ ଭାଇରାଲ୍‌ ହୋଇଛି। ଆପଣ ବି ହଠାତ୍‌ ତାଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହିତ ଟୋପି ପିନ୍ଧିଛନ୍ତି। ଏହି ଅଭିନେତାଙ୍କର ଏହି ନୂଆ ଲୁକ୍‌ର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ। ଏଠି ଆମେ ଆମୀର ଖାନ୍‌ଙ୍କ କଥା କହୁଛୁ।  ଆମୀରଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ୍ ସିଂହ […]

  • Wednesday, 21 July 2021