• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

upsc
UPSC ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷା 2020 ଫଳାଫଳ ଘୋଷିତ, ବିବରଣୀ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ସିଭିଲ ସର୍ଭିସେସ୍ (ମେନ୍) ପରୀକ୍ଷାର ଫଳାଫଳକୁ ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ଘୋଷଣା କରିଛି। ସଫଳ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ଵୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା (ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’) ଚୟନ ପାଇଁ ବ୍ୟକ୍ତିଗତ ପରୀକ୍ଷା (ସାକ୍ଷାତକାର) ପାଇଁ ହାଜର ହେବାକୁ ପଡ଼ିବ । ପ୍ରାର୍ଥୀମାନେ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ସମୟରେ  ସେମାନଙ୍କର ବୟସ, ଶିକ୍ଷାଗତ ଯୋଗ୍ୟତା, ସମ୍ପ୍ରଦାୟ, […]

  • Thursday, 22 July 2021
job
୨୦୩୦ ସୁଦ୍ଧା ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଅଢେଇ କୋଟି ନୂତନ ଚାକିରି ସୃଷ୍ଟି କରିବ ଭାରତ

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତୀୟ ଖୁଚୁରା କ୍ଷେତ୍ର 2.5 କୋଟି ନୂତନ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ଅଛି ଏବଂ ସିଂହ ଅଂଶ ଅଫଲାଇନ୍ + ଅନଲାଇନ୍ ମଡେଲ୍ ହେବ ଯାହା ମୋଟ ଖୁଚୁରା ନିଯୁକ୍ତିର ପ୍ରାୟ 50 ପ୍ରତିଶତ ହେବ ବୋଲି ନାସକମ୍ ରିପୋର୍ଟରେ ସୋମବାର କୁହାଯାଇଛି । ଅଗ୍ରଣୀ ମ୍ୟାନେଜମେଣ୍ଟ ଏବଂ କନ୍ସଲ୍ଟିଂ ଫାର୍ମ ଟେକ୍ନୋପ୍ୟାକ୍ ସହ ମିଳିତ ଭାବରେ କରାଯାଇଥିବା ନାସକମ୍ ରିପୋର୍ଟ ଅନୁଯାୟୀ ଅନଲାଇନ୍ + ଅଫଲାଇନ୍ ମଡେଲ୍ ଆସନ୍ତା 10 […]

  • Thursday, 22 July 2021
exam..
ଜୁଲାଇ ୨୪ରେ +୩ ଫାଇନାଲ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୨୪ରେ +୩ ଫାଇନାଲ ସେମିଷ୍ଟର ଓ ଅଗଷ୍ଟ ୨୦ତାରିଖରେ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ। ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ। ନଭେମ୍ବର ମାସରେ ସବୁ ପିଜି କ୍ଲାସ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଅନ୍‌ଲାଇନ୍‌ ପ୍ରୋଗ୍ରାମ ପାଇଁ ଏକ ସ୍ୱତନ୍ତ୍ର କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ସେହିପରି […]

  • Thursday, 22 July 2021
plus two exam
ଆଜିଠୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ। ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ଦିନ ଗୋଟାଏ ଯାଏ ଚାଲିବ। ସମୁଦାୟ ୧,୧୪୩ ଟି ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସୂଚନା ଅନୁସାରେ, ରାଜ୍ୟର ୨୦୨ଟି ହବ୍‌ରେ ପ୍ରଶ୍ନପତ୍ର ରଖାଯାଇଥିଲା। ଆଜି ଦିନ ସାଢ଼େ ୯ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା। ୧୦ଟାରେ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ […]

  • Thursday, 22 July 2021
odisha
ଆଜିଠୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର: ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ରେ ସରିବ। ସିବିଏସଇ ଦଶମ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧୨ ଲକ୍ଷ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବେ। […]

  • Thursday, 22 July 2021
students
ଆଜିଠୁ ଅନ୍‌ଲାଇନ୍‌ରେ OJEE ଆବେଦନ

ଭୁବନେଶ୍ୱର: OJEE ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। OJEE ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହାର ୱେବ୍‌ସାଇଟ୍‌ ojee.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ତାରିଖ ରହିଛି। ଆବେଦନ କରିଥିବା ଛାତ୍ରଛାତ୍ରୀ ଆସନ୍ତା ଏପ୍ରିଲ ୨୦ରୁ ଇଣ୍ଟରନେଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ହେବ।

  • Thursday, 22 July 2021
kv
କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି, ଇଚ୍ଛୁକ ପ୍ରାର୍ଥୀ କରିପାରିବେ ଆବେଦନ

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ଡେରି ନ କରି ଖାଲି ପଡ଼ିଥିବା ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍‌) ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଫେବୃଆରୀ ୧୫ ସୁଦ୍ଧା ଆବେଦନ କରିପାରିବେ। ଜାଣନ୍ତୁ କେଉଁ କେଉଁ ପଦବୀ ସବୁ ଖାଲି ପଡ଼ିଛି… TGTs – ଇଂରାଜୀ, ହିନ୍ଦୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, […]

  • Thursday, 22 July 2021
odisha
ପ୍ରକାଶ ପାଇଲା JEE ମେନ୍‌ ୨୦୨୦ ରେଜଲ୍ଟ: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର: JEE ମେନ୍‌ ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ। ସେ ୯୯.୯୯% ମାର୍କ ରଖିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ। ସେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା NTA ପକ୍ଷରୁ ପରୀକ୍ଷା ଫଳ ଘୋଷଣା ହୋଇଛି। jeemain.nic.inରେ ଆପଣମାନେ ରେଜଲ୍ଟ ଦେଖିପାରିବେ। ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର […]

  • Wednesday, 21 July 2021
exam
CBSE, ICSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ତାରିଖ ଘୋଷଣା

ଭୁବନେଶ୍ୱର: ଚଳିତ ବର୍ଷ CBSE ଓ ICSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। CBSE ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ। ସେହିପରି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ […]

  • Wednesday, 21 July 2021
results
ପ୍ରକାଶ ପାଇଲା OTET ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ OTETର ରେଜଲ୍ଟ ଗତକାଲି ପ୍ରକାଶ ପାଇଛି। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ଅଛି। ପ୍ରଥମେ ଜାନୁଆରୀ ୧୬ରେ ଅଫ୍‌ଲାଇନ୍‌ରେ ପରୀକ୍ଷା ହୋଇଥିଲା। ତେବ ପ୍ରଶ୍ନପତ୍ର ଲିକ୍ କାରଣରୁ ଏହି ପରୀକ୍ଷା ବାତିଲ କରାଯାଇଥିଲା। ଏହା ପରେ ଅଗଷ୍ଟ ୫ରୁ ୧୮ ତାରିଖ ଯାଏ ଅନ୍‌ଲାଇନ୍‌ରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ Answer Keyରେ ଭୁଲ୍ ପ୍ରକାଶ ପାଇବାରୁ ବିଭ୍ରାଟ ହୋଇଥିଲା। ଏନେଇ ବୋର୍ଡ ଅଫିସ ମଧ୍ୟ […]

  • Wednesday, 21 July 2021
railways
ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ଇଷ୍ଟର୍ଣ୍ଣ ରେଲ୍‌ୱେର Railway Recruitment Cell (RRC), ଖାଲି ପଡ଼ିଥିବା ଗ୍ରୁପ୍‌ ସି ଲେଭେଲ୍‌ ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକ୍‌ନିସିଆନ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ୨୦୧୯, ଡିସେମ୍ବର ୧ ସୁଦ୍ଧା ଆବେଦନ କରିପାରିବେ। […]

  • Wednesday, 21 July 2021
cbse
ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୦: ପ୍ରକାଶ ପାଇଲା ପ୍ରଶ୍ନପତ୍ର ନମୁନା

ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୦: ନିକଟରେ ସିବିଏସ୍‌ଇ ପକ୍ଷରୁ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମୁନା ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ସେମାନେ ସିବିଏସ୍‌ଇର ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseacademic.nic.in କୁ ଯାଇ ପ୍ରଶ୍ନପତ୍ର ନମୁନା ଡାଉନ୍‌ଲୋଡ୍‌ କରିପାରିବେ। ଏହି ପ୍ରଶ୍ନପତ୍ର ନମୁନା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ପ୍ରାକ୍ଟିସ୍‌ କରିବାରେ ସାହାଯ୍ୟ କରିବ। ଫଳରେ ସେମାନେ ପରୀକ୍ଷାରେ ଭଲ ନମ୍ବର ରଖିପାରିବେ। […]

  • Wednesday, 21 July 2021
PIC1
ଏମ୍‌ବିବିଏସ୍‌ ଏବଂ ବିଡିଏସ୍ ନାମଲେଖା ପାଇଁ ରେଜିଷ୍ଟ୍ରେସନ୍ ଅବଧି ବଢ଼ିଲା

ଭୁବନେଶ୍ୱର: ଏମବିବିଏସ ଏବଂ ବିଡିଏସ୍ ନାମଲେଖା ପାଇଁ ରେଜିଷ୍ଟ୍ରେସନ୍ ଅବଧିକୁ ବୃଦ୍ଧି କରାଯାଇଛି। OJEE ୱେବସାଇଟ୍‌ରେ ରେଜିଷ୍ଟ୍ରେସନ୍ ସମୟ ବୃଦ୍ଧି ନେଇ ସୂଚନା ଦିଆଯାଇଛି। ପୂର୍ବରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ନୂଆ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ଜୁନ୍  ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ଡକ୍ୟୁମେଣ୍ଟ ଭେରିଫିକେସନ୍ ସମୟ ସୀମାକୁ ବି ବଢ଼ାଇ ଦିଆଯାଇଛି।  ପୂର୍ବରୁ ଏହା ଜୁନ୍‌ ୨୬ରୁ ୨୯ ତାରିଖ ମଧ୍ୟରେ ଥିବା […]

  • Wednesday, 21 July 2021
jee
JEE ଆଡଭାନ୍ସଡ୍ ପରୀକ୍ଷା: ଓଡ଼ିଶାରୁ ୩୨୬୧ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଇଆଇଟିରେ ନାମଲେଖା ପାଇଁ ଆଜି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଦେଶର ୧ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ୩୨୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜେଇଇ ଆଡ୍‌ଭାନ୍ସଡ୍‌ରେ ଦୁଇଟି ପେପର୍‌ରେ ପରୀକ୍ଷା ହେବାକୁ ଥିବାବେଳେ ସକାଳ ୯ଟାରୁ ପେପର୍-୧ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ। ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ଯାଏ ହେବ। ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା […]

  • Wednesday, 21 July 2021
jee main
ଆଜି ଠାରୁ ଜେଇଇ ମେନ ତୃତୀୟ ପର୍ଯ୍ୟାୟ ପରୀକ୍ଷା

ଦେଶର ୩୩୪ ଟି ସହରର ୬୬୦ ଟି କେନ୍ଦ୍ରରେ ପରୀକ୍ଷା ହେଉଥିବା ବେଳେ ଓଡ଼ିଶାର ୧୯ଟି ସହରର ୩୫ଟି କେନ୍ଦ୍ରରେ ପରୀକ୍ଷା ହେଉଛି । ସମସ୍ତ କେନ୍ଦ୍ରରେ କୋଭିଡ ଗାଇଡ଼ ଲାଇନ ପାଳନ କରି ପରୀକ୍ଷା ହେଉଛି ।

homework
ପିଲାମାନଙ୍କୁ ସହଜରେ କେମିତି କରାଇବେ ହୋମୱାର୍କ

ପିଲାମାନେ କେମିତି ଭଲ ପାଠ ପଢ଼ିବେ ସେଥିପାଇଁ ପିତାମାତା ସର୍ବଦା ଧ୍ୟାନ ଦେଇଥାନ୍ତି। ସେଥିପାଇଁ ପିଲାମାନେ ସ୍କୁଲରୁ ଫେରିଲା ପରେ ଅଧିକାଂଶ ମାଆ ହିଁ ପିଲାଙ୍କୁ ହୋମ୍‌ୱାର୍କ କରାଇଥାନ୍ତି। ତେବେ ଦେଖାଯାଏ ହୋମୱାର୍କ ନକରିବା ପାଇଁ ପିଲାମାନେ ବିଭିନ୍ନ ପ୍ରକାର ବାହାନା କରିଥାନ୍ତି। କିଛି ଉପାୟ ଅଛି ଯାହାକୁ ଆପଣାଇଲେ ପିଲାମାନଙ୍କର ହୋମୱାର୍କ ସହିତ ବନ୍ଧୁତା ବଢ଼ିଯାଇଥାଏ। କଥା ଦେଇ କଥା ରଖନ୍ତୁ- ଦେଖାଯାଏ ପିଲାମାନଙ୍କଠାରୁ କାମ ଆଦାୟ କରିବା ପାଇଁ ମାଆମାନେ ତାଙ୍କ ପସନ୍ଦ ମୁତାବକ […]

  • Tuesday, 20 July 2021
Examination
ଅଗଷ୍ଟ ୨୭ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମ ପେପରରେ ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ସହ ମଲ୍ଟିପଲ୍ ଚଏସ୍ ଉତ୍ତର ରହିବ। ସେହିପରି ୨ୟ ପେପର ୮୦ ମାର୍କର ପ୍ରଶ୍ନ ରହିଛି।

railway3
ରେଳ ବିଭାଗ ସହାୟକ ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବୀ ସଂଖ୍ୟା ବଢ଼ାଇଲା

ଆପଣ ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ଏବେ ଆଉ ଚିନ୍ତା କରନ୍ତୁନି। ରେଳ ବିଭାଗ ଏହାର ଖାଲି ଥିବା ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବୀ ସଂଖ୍ୟାକୁ ୨୬ହଜାର ୫୦୨ରୁ ୬୦ ହଜାରକୁ ବଢ଼ାଇଦେଇଛି। ଏହାର ଅନ୍‌ଲାଇନ୍‌ ନିଯୁକ୍ତି ପରୀକ୍ଷା ୯ ଅଗଷ୍ଟରେ ଅନୁଷ୍ଠିତ ହେବ। ଏଣୁ ଏହାର ଏକ ସପ୍ତାହ ପୂର୍ବରୁ ରେଳ ବିଭାଗ ଆବେଦନକାରୀଙ୍କୁ ଏହି ବଡ଼ ଖୁସି ଖବର ଦେଇଛି। ରେଳବିଭାଗ ଏକ ସୂଚନା ମାଧ୍ୟମରେ ଏହି […]

  • Monday, 19 July 2021
+2---kala
୨୬ରେ ସ୍କୁଲ ଖୋଲିବ, ହେଲେ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାନି

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ସେସନ୍ । ଆଜିଠାରୁ ଖୋଲିଛି ସବୁ କଲେଜ୍ । ହେଲେ ଏଯାଏଁ ପ୍ରକାଶ ପାଇପାରିଲାନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏପଟେ ପରିଷଦ ତାରିଖ ସ୍ପଷ୍ଟ କରି ନ ଥିବା ବେଳେ ଜୁନ୍ ୩ୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ରେଜଲଟ୍ ପ୍ରକାଶ ପାଇ ନ ଥିତବାରୁ ଆଶା ଆଶଙ୍କା ଭିତରେ ରହିଛନ୍ତି […]

aiims
AIIMS ରେ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ , ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଯୋଧପୁର( AIIMS, Jodhpur) ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରଫେସର,ଆସିଷ୍ଚାଣ୍ଟ ପ୍ରଫେସର ଓ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବି‍ଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ ସୂଚୀ ଅନୁସାରେ ଆବେଦନ କରିପାରିବେ । ସମୁଦାୟ ପଦ ସଂଖ୍ୟା :  ୭୩ ଆସିଷ୍ଟାଣ୍ଟ୍ ପ୍ରଫେସର : ୧୨ ଆସୋସିଏଟ୍ ପ୍ରଫେସର : ୧୮ ଆଡିଶନାଲ୍ ପ୍ରଫେସର : ୧୮ ପ୍ରଫେସର : ୨୫ […]

  • Monday, 19 July 2021
iimc
ପ୍ରକାଶ ପାଇଲା ଆଇଆଇଏମ୍‌ସି ପ୍ରବେଶିକା ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ଶାଖାର ପ୍ରବେଶିକା ପରୀକ୍ଷା ଫଳ। ଆଇଆଇଏମସିର ନିଜସ୍ୱ ୱେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଫଳ ଦେଖିପାରିବେ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଇଂରାଜୀ ଓ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ପାଇଁ ଫଳ ପ୍ରକାଶ ପାଇଛି। ତେବେ ଓଡ଼ିଆ ସାମ୍ବାଦିକତା ପାଇଁ ଆବେଦନ କରିଥିବା ପିଲାମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପିଲାଙ୍କୁ ଚୟନ କରାଯାଇଛି। ଜାତୀୟସ୍ତରୀୟ ଏହି ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତା  ଶିକ୍ଷା […]

  • Monday, 19 July 2021
std
ପ୍ରଥମ ଶ୍ରେଣୀ ପିଲା ଶିଖିବେ ସ୍ପୋକନ୍ ଇଙ୍ଗଲିସ୍

ଭୁବନେଶ୍ୱର : ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜି ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା […]

  • Monday, 19 July 2021
exam
ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ

ବାଲେଶ୍ୱର/ ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ। କଡ଼ାକଡ଼ି ପ୍ରଥମ ବର୍ଷ ପରୀକ୍ଷା ପାସ୍ ନକଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେନି ଛାତ୍ରଛାତ୍ରୀ। ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। ପ୍ରଥମ ବର୍ଷ ପାସ୍ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦିଆଯିବ । ପ୍ରଥମ ପରୀକ୍ଷାଟି ଫେବୃଆରୀ ୧୫ରୁ ୨୯ ମଧ୍ୟରେ କରାଯିବ । ଏଥିରେ […]

  • Monday, 19 July 2021
ANSU--
ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ IES ଟପ୍ପର

ଭୁବନେଶ୍ୱର :  ଓଡ଼ିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍‌ (ଆଇଇଏସ୍‌) ଟପ୍ପର। ଆଇଇଏସ୍‌ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ। ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ […]

  • Monday, 19 July 2021
OAS3
ବିଜୁଳି ନଥିବା ଘରେ ପାଠ ପଢ଼ି ଓଏଏସ୍‌ ପାଇଲେ ଜନ୍

ପାରାଦୀପ/ଢ଼େଙ୍କାନାଳ : ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି। ନୂଆଣିଆ ଘରେ ପାଠ ପଢ଼ି ସେ ଏବେ ସିଭିଲ୍ ସର୍ଭିସ୍‌ରେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି […]

  • Monday, 19 July 2021