ଜଣେ ମିଠା ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ଦାଦା ବଟି ମାଗୁଥିଲା ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ । ଦାଦା ବଟି ନ ଦେବାରୁ ଦୋକାନ ସାମ୍ନାରେ ଏକ ଟ୍ରାକ୍ଟରରେ ପଥର ଆଣି ଗଦେଇ ଦେବା ସହ ଦୋକାନ ବନ୍ଦ କରିବା ପାଇଁ ଧମକ ଦେଇଥିଲା ।
କେତେବେଳେ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର । ନାନା ଭୟ ଦେଖାଇ ଲୁଟୁଛନ୍ତି ସାଇବର ଅପରାଧୀ । ଭିଡିଓ କଲ କରିବେ, ଡାଟା ନେବେ, ଆଉ ତାପରେ ଖେଳ ଆରମ୍ଭ ।
ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇଛି ପୁଅ। ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତିକୁ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି।
ଚାଲୁ ଚାଲୁ ହଠାତ୍ ନିଜକୁ ମାରିଦେଲେ ଗୁଳି । ଆଉ ଏହା ପୂର୍ବରୁ ନିଜ ସାଙ୍ଗକୁ ଭିଡିଓ କଲ୍ କରି କହିଲେ, ମୁଁ ଏ ଦୁନିଆରୁ ଯାଉଛି ।
କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ ।
ସମ୍ବଲପୁର ମଣ୍ଡଳ କାରାଗାରର, ବରଗଡ଼ ଜେଲରେ ମିଳିଛି ମାଦକ ଦ୍ରବ୍ୟ ।
ପୋଲିସ୍କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ।
ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? ମାଳ ମାଳ ମାଦକ ଦ୍ରବ୍ୟର ହେଉଛି ଅବାଧ ପ୍ରବେଶ ।
କାନପୁରର କିଦୱାଇ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ 'ରିଭାଇବଲ ୱାର୍ଲ୍ଡ' ନାମକ ଏକ ଥେରାପି ସେଣ୍ଟର ଖୋଲାଯାଇଥିଲା । ଯେଉଁଥିରେ ବୃଦ୍ଧଙ୍କୁ ଯୁବକ କରିଦେବା ପାଇଁ ଥେରାପି ଦିଆଯାଉଥିଲା ।
ଯେ ରକ୍ଷା କରିବାର ଦେଇଥିଲା ପ୍ରତିଶ୍ରୁତି ସେ ହିଁ ସାଜିଲା ଭକ୍ଷକ । ଯେଉଁ ହାତ ଭଉଣୀର ମଥାରେ ରହିବା କଥା ସେହି ହାତ ଇଜ୍ଜତ ନେଲା ।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସକୁ ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ।
ଭୁବନେଶ୍ବରରେ ପୋଲିସକୁ ଛୁରାମାଡ଼ । ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଛରାମାଡ଼ ।
ଫେକ୍ ଫୋନ୍ କଲ୍ ଆସିଲା । ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ଧମକ ମିଳିଲା। ଏମିତି ଘଟଣା ଶୁଣି ସହି ପାରିଲେନି ଶିକ୍ଷୟିତ୍ରୀ । ଶେଷରେ ଚାଲିଗଲା ଜୀବନ ।
ସମ୍ବଲପୁର ମଣ୍ଡଳ କାରାଗାରରେ ଭୋର ପ୍ରାୟ ୪ଟା ବେଳେ ଅଚାନକ ଚଢ଼ାଉ। ଜେଲ ଅନ୍ତେବାସୀଙ୍କ ଠାରୁ ମିଳିଲା ବହୁ ତମାଖୁ ଓ ମାଦକ ଦ୍ରବ୍ୟ ।
ପିଏମ୍ ଆବାସ ଯୋଜନା ଟଙ୍କା ଆତ୍ମସାତ ଅଭିଯୋଗ । ଶ୍ରମିକ କାର୍ଡ କରିବାକୁ କହି ଆକାଉଣ୍ଟ ଖୋଲି ଟଙ୍କା ହଡପ ଅଭିଯୋଗ ।
'ମହାରାଜ ଜୀ ପ୍ରଣାମ, ମୁଁ ଏକ ବଡ଼ ଭୁଲ କରିଥିଲି । ଅଜ୍ଞତା ହେତୁ ମୁଁ ଗୁଋଘାଟରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରିଥିଲି । ସେବେଠାରୁ ମୁଁ ଖରାପ ସ୍ୱପ୍ନ ଦେଖୁଥିଲି ଏବଂ ମୋ ପୁଅର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଛି ।
ଦିନକୁ ଦିନ ସାଇବର୍ କ୍ରାଇମ୍ ବଢ଼ି ବଢ଼ି ଚାଲୁଛି । ଆଖି ପିଛୁଳାକେ ଆକାଉଣ୍ଟରୁ କଟି ଯାଉଛି ଟଙ୍କା ।
ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ମନି ଲଣ୍ଡ୍ରିଂ ମାମଲାରେ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ବନ ବିଭାଗର ଏହି କେନ୍ଦୁପତ୍ର ଫଡ଼ି ଅର୍ଥାତ ଗୋଦାମରେ ଗତକାଲି ରାତିରେ ମୁଖା ପିନ୍ଧା ୧୦ ଜଣ ଡକାୟତ ପଶିଥିଲେ ।
ନର୍ସିଂ ହୋମ୍ରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। ଚିକିତ୍ସା ବାହାନାରେ ଆସି ଡାକ୍ତରଙ୍କୁ ମାରିଦେଲେ ଦୁଇ ଯୁବକ। ଦକ୍ଷିଣପୂର୍ବ ଦିଲ୍ଲୀ ଜୌତପୁର ଖଡା କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ।
ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଏହାର ପ୍ରତିକାର କଲେ ଶୁଭ ଫଳ ମିଳିବ। ଏଭଳି ପ୍ରବର୍ତ୍ତାଇ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଲୁଟିନେଲେ ଜଣେ କିନ୍ନର।
ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି।
ରାଜଧାନୀରେ ଲୁଟେରାଙ୍କ ଲୋମଟାଙ୍କୁରା କାଣ୍ଡ । ଆପାର୍ଟମେଣ୍ଟରେ ଏଣ୍ଟ୍ରି ମାରିଲେ ମଧ୍ୟରାତିରେ । ପଶିଲେ ଫ୍ଲାଟରେ । ଖାଲି ଲୁଟିଲେନି ଗହଣା ଗାଣ୍ଠି, ବରଂ ଲୁଟିଲେ ମହିଳାଙ୍କ ଇଜ୍ଜତ ।
ଆଇଫୋନ୍ ପାଇଁ ତଣ୍ଟିଚିପି ହତ୍ୟା... ଡେଲିଭରୀ ବଏକୁ କଲବଲ କରି ମାରିଲେ ଯୁବକ । ହତ୍ୟା ପରେ ଅଖାରେ ବାନ୍ଧି କେନାଲରେ ଭସାଇ ଦେଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ । ଯାହା କି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି।