• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

vaccination
ଓମିକ୍ରନରୁ ସୁରକ୍ଷା ଦେବ ଟିକା !

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା ! ଶତ ପ୍ରତିଶତ ନ ହେଲେ ବି କ୍ରସ୍‌ ପ୍ରୋଟେକ୍ସନ ଦେବ ଟିକା। ଲୋକମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି।

Covid19
କରୋନା କରିଦେଲା ଗରିବ

କରୋନା ସଂକ୍ରମଣକୁ ନେଇ ଏବେ ବି ସାରା ବିଶ୍ୱ ଚିନ୍ତାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱର ୫୦କୋଟିରୁ ଅଧିକ ଲୋକ କରୋନା ପାଇଁ ଦରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି ।

corona
ଓମିକ୍ରନ ଆକ୍ରାନ୍ତଙ୍କୁ ଜାଲ RTPCR ରିପୋର୍ଟ ବଳରେ ଦେଶ ବାହାରକୁ ପଠାଇଦେଲେ, ୪ ଜଣଙ୍କୁ ଗିରଫ କଲା ପୋଲିସ୍

ଜଣେ ଦକ୍ଷିଣ ଆଫ୍ରିକୀୟଙ୍କୁ ଜାଲ୍ RTPCR ରିପୋର୍ଟ ଯୋଗାଇଥିଲେ ୪ ଅଭିଯୁକ୍ତ । ଆଉ ବିଦେଶୀ ଜଣକ ନିଜ ଦେଶ ଫେରିବାକୁ ନକଲି ରିପୋର୍ଟ ଦାଖଲ କରିଥିଲେ ।

omicron
ସୁରତରେ ଓମିକ୍ରନ୍ ଆକ୍ରାନ୍ତ

ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ । ସୁରତରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏଯାବତ୍ ୬ଟି ରାଜ୍ୟରୁ ୩୯ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

coronavirus
ମହାରାଷ୍ଟ୍ରରୁ ଦୁଇ ଓ ସୁରତରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ : ଦେଶରେ ନୂଆ ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୪୧ରେ ପହଞ୍ଚିଲା

ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛି । ଏସବୁ ଭିତରେ ମହାରାଷ୍ଟ୍ରରେ ଦୁଇ ଜଣ ଓ ଗୁଜୁରାଟରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

omicron variant
ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ! ଦୁଇ ସପ୍ତାହ ପରେ ହସ୍ପିଟାଲରୁ ମିଳିଲା ଛୁଟି

ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହେବା ପରେ ଆଶ୍ୱସ୍ତି । ସୋମବାର ଦିନ ତାଙ୍କୁ ଲୋକନାୟକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

Omicron
ପଡୋଶୀ ଆନ୍ଧ୍ରକୁ ବି ଛୁଇଁଗଲା ଓମିକ୍ରନ୍

ବଢ଼ିଲା ଛନକା, ଆଗୁଆ ସଜାଗ ଓଡ଼ିଶାI ପଡୋଶୀ ଆନ୍ଧ୍ରକୁ ବି ଛୁଇଁଗଲା ଓମିକ୍ରନ୍ I ସୀମାନ୍ତ ଜିଲ୍ଲାମାନକୁ ସତର୍କ କଲେ ରାଜ୍ୟ ସରକାର। ରାଜ୍ୟରେ ୪୧ଲକ୍ଷ ଲୋକ ଆଦୌ ନେଇନାହାନ୍ତି କରୋନା ଟିକା

Omicron Threat
ଓମିକ୍ରନ୍‌କୁ ନେଇ ଆଗୁଆ ସଜାଗ ରହିଛି ଓଡିଶା

ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାରେ ଛନକା ପସିଛି । ଯେହେତୁ ପୂର୍ବରୁ ଘାତକ ଡେଲ୍ଟା ଭାରିଆଣ୍ଟ ପଡ଼ୋଶୀ ଛତିଶଗଡ଼ରୁ ଆସିଥିଲା, ତେଣୁ ଏବେ ଓମିକ୍ରନ ପାଇଁ ସମସ୍ତ ସୀମାନ୍ତ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର ।

omicron
ବ୍ରିଟେନର ପ୍ରଥମ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ମୃତ୍ୟୁ : ସୂଚନା ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି।

Omicron variant Detection In Odisha
ଆନ୍ଧ୍ରରେ ଚିହ୍ନଟ ହେଲେ ଓମିକ୍ରନ୍ ସଂକ୍ରମିତ, ଓଡ଼ିଶାରେ ଆଲର୍ଟ

ପଡୋଶୀ ଆନ୍ଧ୍ର ପ୍ରଦେଶରେ ଜଣେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡ଼ିଶା। ଏନେଇ ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି।

Covid Strikes Girls’ School In Mayurbhanj, Several Students Reportedly Test Positive
୪୦ ଛାତ୍ରୀ କରୋନା ପଜିଟିଭ୍

ମୟୂରଭଂଜ କପ୍ତିପଦା କସ୍ତୁରବା ବାଳିକା ବିଦ୍ୟାଳୟର ୪୦ ଛାତ୍ରୀ ପଜିଟିଭ ବାହାରିବା ପରେ ବଢ଼ିଲା ଚିନ୍ତା... ସ୍କୁଲରେ ପହଞ୍ଚିଲା ମେଡିକାଲ ଟିମ୍, ଆକ୍ରାନ୍ତଙ୍କ ପୁଣି ଥରେ କରାଯିବ ଆର୍ଟିପିସିଆର୍ ଟେଷ୍ଟ

omicron variant
ଓମିକ୍ରନ ଯୋଗୁଁ ବ୍ରିଟେନ୍‌ରେ ୭୫୦୦୦ ମୃତ୍ୟୁ ଆଶଙ୍କା ! ସତର୍କ କଲେ ଅଧ୍ୟୟନକର୍ତ୍ତା

ଓମିକ୍ରନ୍‌କୁ ନେଇ ଷ୍ଟଡ଼ି କରିଥିବା ବୈଜ୍ଞାନିକମାନେ ନୂଆ ଖୁଲାସା କରିଛନ୍ତି । ନୂଆ ଭାରିଏଣ୍ଟ୍‌ର ଭୟାବହତା ସମ୍ପର୍କରେ ସତର୍କ କରିଛନ୍ତି

Omicron Spreads Faster, Vaccines Less Efficacious, Says WHO
ଓମିକ୍ରନ ନଷ୍ଟ କରୁଛି ଟିକାର ପ୍ରଭାବ

ଓମିକ୍ରନ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ର ସୂଚନା । ଶରୀରରେ ଟିକାର ପ୍ରଭାବ ନଷ୍ଟ କରୁଛି ଓମିକ୍ରନ ଭାରିଏଣ୍ଟ । ଡେଲ୍ଟା ଅପେକ୍ଷା ତ୍ୱରିତ ସଂକ୍ରମଣ କରୁଛି ଓମିକ୍ରନ ।

omicron fears
ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢିବା ପରେ ଘାରୁଛି ଓମିକ୍ରନ ଡର

କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର। ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ। 

Omicron variant detected in Andhra Pradesh
ଆନ୍ଧ୍ରପ୍ରଦେଶରେ ପ୍ରଥମ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ

ସାରା ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେଶୀଘ୍ର ସମ୍ଭବ ଏହି ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନ୍‌ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।

Omicron
ଓମିକ୍ରନ୍ ଚିହ୍ନଟ ପାଇଁ କିଟ୍

ମାତ୍ର ୨ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ ଭାରିଏଣ୍ଟ...ଏଥିପାଇଁ କିଟ୍ ତିଆରି କଲା ICMR

Omicron
ଆଇସିଏମ୍‌ଆର୍‌ର ନୂଆ ସଫଳତା: ମାତ୍ର ଦୁଇ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ ପଜିଟିଭ୍

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।

corona
୧୦ ରାଜ୍ୟର ୨୭ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ ! ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର

କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ୧୦ ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ।

One More Omicron Case Identified In Delhi
ଦିଲ୍ଲୀରେ ଓମିକ୍ରନ୍‌ ଭାରିଏଣ୍ଟ୍‌ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି

ଚିନ୍ତା ବଢ଼ାଉଛି କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌। ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏସବୁ ଭିତରେ ଦିଲ୍ଲୀରେ ଓମିକ୍ରନ୍‌ ଭାରିଏଣ୍ଟ୍‌ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି।

Mask Up More - Niti Ayog\'s Caution Over Omicron
ଏଣିକି ମୁହଁରୁ ମାସ୍କ ଖୋଲିବା ମନା

ଟେନ୍‌ସନ୍‌ ଦେଲାଣି ଓମିକ୍ରନ : ଏଣିତି ମୁହଁରୁ ମାସ୍କ ଖୋଲିଲେ ଭୋଗିବାକୁ ପଡ଼ିପାରେ ସାଙ୍ଘାତିକ୍‌ ସଂକ୍ରମଣ

dead body
ମଣିଷ ବଞ୍ଚିଛି ହେଲେ କୋଭିଡ୍‌ ରିପୋର୍ଟରେ ମୃତ !

ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି ।

Omicron Scare - Section 144 Enforced In Mumbai
ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଜାରି

ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଜାରି । ୨ ଦିନ ରାଲି, ଶୋଭାଯାତ୍ରା ସଂପୂର୍ଣ୍ଣ ବନ୍ଦ ।

Omicron Cases
ଚିନ୍ତା ବଢ଼ାଉଛି ଓମିକ୍ରନ୍‌: ୩ ବର୍ଷର ଶିଶୁ ସଂକ୍ରମିତ, ସାମ୍ନାକୁ ଆସିଲା ଆଉ ୭ ନୂଆ ମାମଲା

ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

coronavirus
ଦେଶରେ ବଢ଼ୁଛି କରୋନା ଭୟ ! କାୟା ମେଲାଇଲାଣି ଓମିକ୍ରନ୍, ଟେଷ୍ଟିଂ ବଢ଼ିଲେ ପଜିଟିଭ୍ ବଢ଼ୁଛି

ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

Odisha Omicron
ରାଜ୍ୟରେ ଓମିକ୍ରନ୍‌ ପଶିନି, ହେଲେ ସ୍କୁଲ ଗୁଡ଼ିକରେ ମାଡ଼ିଲାଣି କରୋନା

ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍‌ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି ।

  • Friday, 10 December 2021