• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron Alert

omicron Variant
୨୦-୩୦ ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛି ଓମିକ୍ରନ୍‌ : ବିଶ୍ୱରେ ୨୪ ଘଣ୍ଟାରେ ୧୩ ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଓମିକ୍ରନରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ସମୁଦାୟ ୧୪ ଜଣ ସଂକ୍ରମିତ ଓମିକ୍ରନରେ ଜୀବନ ହାରିଛନ୍ତି ।

coronavirus
ମହାରାଷ୍ଟ୍ରରୁ ଦୁଇ ଓ ସୁରତରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ : ଦେଶରେ ନୂଆ ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୪୧ରେ ପହଞ୍ଚିଲା

ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛି । ଏସବୁ ଭିତରେ ମହାରାଷ୍ଟ୍ରରେ ଦୁଇ ଜଣ ଓ ଗୁଜୁରାଟରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Coronavirus
‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍‌

‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ। 

Omicron Alert | India Govt Issues New Guidelines For Foreign Returnees
ମାଡୁଛି ଓମିକ୍ରନ, ବଢୁଛି କଟକଣା

ମାଡୁଛି ଓମିକ୍ରନ, ବଢୁଛି କଟକଣା । ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ । ଜାଣନ୍ତୁ କଣ ରହିଛି ନୂଆ ଗାଇଡଲାଇନ ।