• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Coronavirus
କଣ ରହିଛି ଓମିକ୍ରନ୍‌ର ଲକ୍ଷଣ ?

କଣ ରହିଛି ଓମିଋକ୍ରନର ଲକ୍ଷଣ ଜାଣନ୍ତୁ 

Maa Tarini
କରୋନା : ୫ ଦିନ ପାଇଁ ଘଟଗାଁ ମନ୍ଦିର ବନ୍ଦ କଲା ପ୍ରଶାସନ

କରୋନା ପାଇଁ ୫ ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ପୀଠ...

omicron
ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି ଓଡ଼ିଶାର ଉଭୟ ଓମିକ୍ରନ୍‌ ଆକ୍ରାନ୍ତ, ଜଣଙ୍କ ଠାରେ କୌଣସି ଲକ୍ଷଣ ନାହିଁ

ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଭୟ ନନ୍‌ ଆଟ୍‌ ରିସ୍କ ଦେଶରୁ ଫେରିଛନ୍ତି। ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Omicron Hits Odisha, ILS Says Two Test Positive For New Variant
ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି ।

200 Omicron Cases In India, 54 Each For Maharashtra, Delhi
ଚିନ୍ତା ବଢାଉଛି ଓମିକ୍ରନ୍‌; ୨୦୦ ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଚିନ୍ତା ବଢାଇବାରେ ଲାଗିଛି ଓମିକ୍ରନ୍‌ । ଦେଶରେ ଆଜି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Corona
ଓଡ଼ିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କଠାରେ ଚିହ୍ନଟ ହେଲା ଭୂତାଣୁ। ଆଇଏଲଏସ୍ ପକ୍ଷରୁ ଦିଆଯାଇଛି ସୂଚନା

Corona
କାୟା ମେଲାଉଛି ଓମିକ୍ରନ: ବୁଷ୍ଟର ଡୋଜ୍‌ ପାଇଁ ଅଣ୍ଟା ଭିଡ଼ୁଛି ଭାରତ

କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପାଇଁ ଅଂଟା ଭିଡିଛି ଭାରତ ବାୟୋଟେକ୍। ଇଂଟ୍ରା ନାଜାଲ୍ ବା ନାକରେ ଦିଆଯିବାକୁ ଥିବା ଏହି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ତଥ୍ୟ ଡିସିଜିଆଇକୁ ଦିଆଯାଇଛି

Booster Dose
ଆସିଲା ସବୁଠୁ ଶକ୍ତିଶାଳୀ ବୁଷ୍ଟର ଡୋଜ, କେବେ ଆଣିବେ ଭାରତ ସରକାର ?

ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜ ମାଇକ୍ରୋ ବିୟୋଲୋଜିର ପ୍ରଫେସର ଡକ୍ଟର କାଙ୍ଗ କହିଛନ୍ତି ଯେ, ଭାରତର ପୁଣେସ୍ଥିତ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା mRNA ପ୍ଲାଟଫର୍ମ ଭିତ୍ତିକ ଟିକାକୁ ମଧ୍ୟ ଅପେକ୍ଷା କରିପାରିବା ।

Omicron Research Says Most Vaccines Covishield Wont Work Against It
ଓମିକ୍ରନ ବିରୁଦ୍ଧରେ କାମ କରିବନି କୋଭାକ୍ସିନ ସମେତ ଅନେକ ଭ୍ୟାକ୍ସିନ୍

ଓମିକ୍ରନ ବିରୁଦ୍ଧରେ କରୋନା ଟିକା ପ୍ରଭାବଶାଳୀ ନଥିବାର ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି । ହେଲେ ଆଶ୍ୱସ୍ତିକର ଖବର ଏହା କି ଟିକା ନେଇଥିବା ବ୍ୟକ୍ତିମାନେ ଓମିକ୍ରନ ସଂକ୍ରମିତ ହେବା ପରେ ଅଧିକ ଗୁରୁତର ଅସୁସ୍ଥ ହେଉନାହାଁନ୍ତି ।

India's Omicron Count Crosses 150
ଭାରତରେ ଦେଢ ଶହ ମୁହାଁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା; ସତର୍କ ରହିବାକୁ ପରାମର୍ଶ ଦେଲେ ଗୁଲେରିଅ

ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଉପରେ ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ ।

India\'s Omicron Count Crosses 150
'ମୁକାବୁଲା ପାଇଁ ପ୍ରସ୍ତୁତ ରୁହ': ଗୁଲେରିଆ

ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି ଓମିକ୍ରନ୍ । ଓମିକ୍ରନ ସଂକ୍ରମଣ ରୋକିବାକୁ ଲକଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ । ସେପଟେ ଭାରତରେ ଦେଢ ଶହ ମୁହାଁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ କଣ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶୁଣନ୍ତୁ...।

Omicron
ଛାନିଆ କଲାଣି ଓମିକ୍ରନ ସଂକ୍ରମଣ । ବିଜୁଳି ବେଗରେ ମାଡ଼ୁଛି ଭାଇରସ୍ ।

ଛାନିଆ କଲାଣି ଓମିକ୍ରନ ସଂକ୍ରମଣ । ବିଜୁଳି ବେଗରେ ମାଡ଼ୁଛି ଭାଇରସ୍ । ସାରା ବିଶ୍ୱର ହୋସ୍ ଉଡ଼ାଇଥିବା କରୋନାର ଏହି ନୂଆ ଭ୍ୟାରିଏଣ୍ଟର ପ୍ରବେଶ ରୋକିବାକୁ ରାଜ୍ୟ ସୀମାରେ ସଜାଗ ସର୍ଭେଲାନ୍ସ ଟିମ୍ । ସଂକ୍ରମଣକୁ ଜିରୋ କରିବା ସଂଭବ ନୁହେଁ । ହେଲେ ସର୍ଭେଲାନ୍ସ ଦ୍ୱାରା ନିୟନ୍ତ୍ରଣ ସମ୍ଭବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Omicron
ଆଶଙ୍କା ! କ୍ଷତିକାରକ ନୁହେଁ ହେଲେ ସଂକ୍ରମଣ କ୍ଷମତା ଢ଼େର ଅଧିକ..

ବିଦେଶରୁ ରାଜ୍ୟକୁ ଫେରି କୋଭିଡ୍ ପଜିଟିଭ ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନମୁନାର ଜେନମ୍ ସିକ୍ୱେନ୍ସିଂ ରିପୋର୍ଟରେ ଓମିକ୍ରନ୍ ନେଗେଟିଭ୍ ରହିଛି । ବଳକା ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

7 foreign returnees have tested positive for #Covid19
ଏଯାଏଁ ୭ ବିଦେଶ ଫେରନ୍ତା ପଜିଟିଭ

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ପୀଡିତ ନଥିବା ଜଣାପଡିଛି ।

Coronavirus
ରୋଗ ପ୍ରତିରୋଧକ ଶକ୍ତି ନଥିଲେ ଦିନକୁ ଦେଢ଼ଲକ୍ଷ ଯାଏଁ ସଂକ୍ରମିତ ହେବା ଆଶଙ୍କା !

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ପୀଡିତ ନଥିବା ଜଣାପଡିଛି । ଆଉ ତିନି ଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

omicron
ଘାରୁଛି ଓମିକ୍ରନ୍ ଟେନସନ୍ ! ମେଜର ଇନସିଡେଂଟ୍ ଘୋଷଣା କଲା ଲଣ୍ଡନ

ଗତକାଲି ୟୁକେରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ । ଏହାପରେ ମେଜର ଇନସିଡେଂଟ୍ ଘୋଷଣା କରିଛି ଲଣ୍ଡନ ।

Omicron
ନାଇଜେରିଆ ଫେରନ୍ତା କୋଭିଡ୍ ପଜିଟିଭ୍, ରାଜ୍ୟବାସୀ ଛାନିଆ

କଟକରେ ନାଇଜେରିଆ ଫେରନ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ରାଜ୍ୟବାସୀଙ୍କ ମନରେ ଛନକା ।

  • Saturday, 18 December 2021
Omicron
ଆଶଙ୍କାରେ ଓଡ଼ିଶା, ପ୍ରବେଶ କଲା କି ଓମିକ୍ରନ୍‌ ? ନାଇଜେରିଆ ଫେରନ୍ତା ଜଣେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ ।

Dr Bijay Mohapatra On Omicron Variant
ରିସ୍କ ଦେଶରୁ ଜଗତ୍‌ସିଂହପୁର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌, ଓମିକ୍ରନ୍‌ ସନ୍ଦେହ ..

ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍‌ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି ।

Odisha Prepared For Possible Third Wave, Says Health Director
ସୁନିଶ୍ଚିତ ଆସିବ ତୃତୀୟ ଲହର

ବ୍ରିଟେନରେ ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ଆସିପାରେ । ଆଉ ଏହି ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ନେଇ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ |

Coronavirus
“ଭାରତରେ ଦୈନିକ ୨୦ ଲକ୍ଷ ଆସିପାରେ କରୋନା ପଜିଟିଭି କେସ୍‌”

ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର

Pfizer's prediction - Corona epidemic will not leave till 2024
ଫାଇଜରର ଭବିଷ୍ୟବାଣୀ ; ୨୦୨୪ ଯାଏଁ ପିଛା ଛାଡିବନି କରୋନା...

ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଫାଇଜର୍‌ କରୋନାକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ ଏହା ଆକଳନ କରାଯାଇଛି ଯେ, ୨୦୨୪ ମସିହା ଯାଏଁ ମଧ୍ୟ ବିଶ୍ୱରୁ କରୋନା ମହାମାରୀ ଯିବ ନାହିଁ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
କଟକରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି।

corona
ଓମିକ୍ରନ୍ ଆତଙ୍କ ମଧ୍ୟରେ ମାୟାନଗରୀରେ କରୋନା ବିସ୍ଫୋରଣ, ଏକ ସ୍କୁଲର ୧୮ ଛାତ୍ର ସଂକ୍ରମିତ ଚିହ୍ନଟ

ନବି ମୁମ୍ବାଇର ଏକ ସ୍କୁଲରେ ୧୮ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଛାତ୍ର ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀର ଅଟନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ଆଜି ସ୍କୁଲରେ ଟେଷ୍ଟିଂ ଚାଲିଛି । ବିଦ୍ୟାଳୟର ସମସ୍ତ ୬୦୦ ଛାତ୍ରଙ୍କ ପାଇଁ କରୋନା ପରୀକ୍ଷା କରାଯିବ ।

 Village Has Zero Covid Cases
ଏଇ ଗାଁରେ ଏ ଯାଏଁ କାହାକୁ କରୋନା ହେଇନି, ସମସ୍ତେ ନେଗେଟିଭ୍

ମଫସଲରେ ଥିବା ଆଦିବାସୀ ଗାଁଟିଏ। କିନ୍ତୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା। କାରଣ ଏ ଗାଁର ଲୋକ ଏତେ ସଚେତନ ଯେ, କରୋନାର ଦୁଇ ଦୁଇଟି ଲହର ଗଲାଣି, ତଥାପି ଏଠି ଏଯାଏଁ କରୋନା ହେଇନି। ଯେତେଥର ଟେଷ୍ଟ ହେଉଛି, ସମସ୍ତଙ୍କର ନେଗେଟିଭ୍ ବାହାରିଛି। ଆସନ୍ତୁ ଥରେ ବୁଲି ଆସିବା ଏ ଗାଁ।