• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

New Covid-19 mutant XE could be most transmissible one yet
ଆସିଲା କରୋନାର ନୂଆ ଭାରିଏଣ୍ଟ; ଅଧିକ ଗବେଷଣାରେ ଲାଗିଛି ‘ ହୁ’

ସାମ୍ନାକୁ ଆସିଲା ମହାମାରୀ କରୋନାର ଆଉ ଏକ ମ୍ୟୁଟାଣ୍ଟ । XE ନାମକ କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଟାଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନର ସବ୍ ଭାରିଏଣ୍ଟ BA.2 ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା ।

corona virus
କରୋନା ପାଇଁ ଚୀନରେ ହାହାକାର ସ୍ଥିତି : ସଂଘାଇରେ ପୁଣି ଲାଗିଲା ଲକଡାଉନ୍

ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ପୁଣି ଥରେ କୋଭିଡ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠାରୁ ବଡ ସହର ସଂଘାଇକୁ ପୁଣି ଥରେ ଲକଡାଉନ୍ ଫେରିଛି । ସହରର ଅଧିକାଂଶ ଅଂଶରେ ଏକ ଲକଡାଉନ୍ ଲଗାଯାଇଛି ।

covid rule
୨ ବର୍ଷ ପରେ ହଟିଲା କୋଭିଡ୍‌ ମହାମାରୀ ଆଇନ

ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେସ୍ ଲୋଡ୍, ଡେଲି ପଜିଟିଭିଟି ହାର କମିବାରୁ ଏନେଇ କେନ୍ଦ୍ରର ନିଷ୍ପତ୍ତି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି ।

covid 4th wave
କଡଲେଉଟାଉଛି ୪ର୍ଥ ଲହର...ପୁଣି ଡରିବା ଆରମ୍ଭ କଲାଣି ସାରା ବିଶ୍ୱ..

ପୁଣି ବିଶ୍ୱକୁ ଡରାଇବା ଆରମ୍ଭ କଲାଣି। କରୋନା ଭୂତାଣୁର ନୂଆ ରୂପ ଗଲା କିଛି ମାସ ଧରି ଚୀନ, କୋରିଆ, ହଂକଂ, ତାଇଓ୍ୱାନ୍ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପରେ ବଢ଼ିଛି ଭୟ।

COVID_COMMING
ଫେରିବକି କରେନାର ୪ର୍ଥ ଲହର ?

କରୋନାର ୪ର୍ଥ ଲହରକୁ ନେଇ ବଢିଲାଣି ଚିନ୍ତା। ଚାଇନାରେ କିଛି ସହରରେ ଲକ୍‌ଡାଉନ୍‌ । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଲାଣି।

COVISHIELD
ପୁଣି କରୋନା କଲାଣି ଉତ୍ପାତ ! କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ପାଇଁ ଅବଧି ହ୍ରାସ କରିବାକୁ ସୁପାରିସ

ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି ।

COVID variant
ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଆଣ୍ଟ୍ : କିଶୋରଙ୍କ ଠାରେ ଠାବ

ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି । ତେବେ କୋଭିଡର ନୂଆ ଭ୍ୟାରିଆଣ୍ଟ ଯାହା ଦୁଇ ପ୍ରକାର ଭ୍ୟାରିଆଣ୍ଟକୁ ଏକାଠି କରେ ।

Covid19 New Omicron Variant
ପୁଣି ଫେରୁଛି କରୋନା ! ଏହି ୩ ଦିଗ ପ୍ରତି ଧ୍ୟାନ ଦେଇ ସତର୍କ ରହିବାକୁ ନିର୍ଦ୍ଦେଶ

କିଛି ଦିନର ବିରତି ପରେ ପୁଣି ମାଡି ଆସୁଛି ମହାମାରୀ। ଚାଇନାରେ ହୁ ହୁ ହୋଇ କରୋନା ମାଡ଼ି ଛାଲିଥିବା ବେଳେ ଇସ୍ରାଏଲରେ ଚିହ୍ନଟ ହେଲାଣି ନୂଆ ଭାରିଆଣ୍ଟ। ଯାହାକୁ ନେଇ ବିଶ୍ୱରେ ଖେଳି ଯାଇଛି ଆତଙ୍କ

Covid New Varriant
ପୁଣି କବାଟ ଠକ୍‌ ଠକ୍‌ କଲାଣି କରୋନା, ନୂଆ ରୂପରେ କରୁଛି ବିସ୍ତାର

ଏବେ ଇସ୍ରାଏଲରେ ଠାବ ହୋଇଛି କୋଭିଡ୍‌ର ଏକ ନୂଆ ଭ୍ୟାରିଆଣ୍ଟ । ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା ।

Holi
ହେଳା ନକରି କରୋନା ପ୍ରତି ସମସ୍ତେ ସଜାଗ ରୁହ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଆଗକୁ ହୋଲି ଆସୁଥିବାରୁ ଭିଡ଼ ନକରିବାକୁ ପରାମର୍ଶ

Vaccination
କାଲିଠୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ

୧୨ ରୁ ୧୪ ବର୍ଷ ବୟସ୍କ ପିଲା ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ ।

china corona
ଚୀନରେ ବୋଲ ମାନୁନି ଭୂତାଣୁ: ୧୦ଟି ସହରରେ ଲକ୍‌ଡାଉନ୍

ଚୀନରେ ପୁଣି କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି

Covid 19
୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ବି ଆସିଗଲା କୋଭିଡ୍ ସୁରକ୍ଷା କବଚ

ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଏହି ବର୍ଗର ପିଲାଙ୍କୁ ଟିକାକରଣ। ଦିଆଯିବ ବାୟୋଲୋଜିକାଲ-ଇର କୋର୍ବେଭାକ୍ସ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଆଜି ଏ ନେଇ ଟ୍ୱିଟ୍ କରିଛନ୍ତି। 

Covid Test
ଭାରତକୁ ଖୁବଶୀଘ୍ର ଆସିବ ଚତୁର୍ଥ ଲହର !

ବ୍ରିଟେନ୍‌ରେ ବି ପୁଣି ବେକାବୁ ହେବାରେ ଲାଗିଛି କରୋନା।

Shree Jagannath Temple
ଏଣିକି ରବିବାରରେ ଜଗା ଦର୍ଶନ କରିବେ ଭକ୍ତ

ଦର୍ଶନ ସମୟ ନେଇ ଲାଗିଥିବା କଟକଣା ବି ହଟାଇ ଦିଆଗଲା।

Covavax
ପୁଣି ଆସିଲା ଆଉ ଏକ ଖୁସି ଖବର, କରୋନା ଟିକା କୋଭୋଭାକ୍ସକୁ ମିଳିଲା ଅନୁମତି

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲ୍ ଇ’ । ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ । 

Corbevax
ଖୁବ୍‌ଶୀଘ୍ର ବଜାରକୁ ଆସିବ ୫ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକା

ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।

Corona Vaccine Corbevax
ଚତୁର୍ଥ ଲହର ଭୟ ଭିତରେ ଆସିଲା ଖୁସି ଖବର, କରୋନା ଟିକା କୋର୍ବେଭାକ୍ସକୁ ମିଳିଲା ଅନୁମତି

ମିଳିଥିବା ସୂଚନା ଅନୁଯାୟୀ କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି ।

Puri Jagannath Temple
ବିନା କଟକଣାରେ ଜଗା ଦର୍ଶନ, ଏଣିକି ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକା ପ୍ରମାଣପତ୍ର

ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଏହାସହ କିଓସ୍କରେ ଧାଡ଼ିରେ ଛିଡ଼ା ହୋଇ ମନ୍ଦିର ପ୍ରବେଶର କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। 

Night Curfew Lifted In Odisha
ଓଡ଼ିଶାରେ ହଟିଲା ନାଇଟ୍‌ କର୍ଫ୍ୟୁ

ପୁଣି କୋଭିଡ୍‌ କଟକଣା କୋହଳ କଲେ ରାଜ୍ୟ ସରକାର। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି। 

Coronavirus
ଆସିବ କି କରୋନାର ଚତୁର୍ଥ ଲହର ? ଓମିକ୍ରନ୍ ପରବର୍ତ୍ତୀ ଭ୍ୟାରିଆଣ୍ଟକୁ ନେଇ ସତର୍କ ସୂଚନା WHO

କରୋନାର ଯେଉଁ ନୂଆ ଭ୍ୟାରିଆଣ୍ଟ୍ ଆସିବ, ତାହା ବର୍ତ୍ତମାନର ଭ୍ୟାରିଆଣ୍ଟକୁ ଅକ୍ତିଆର୍ କରି ଆଗକୁ ବଢ଼ିବ । ତେଣୁ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି । ତେବେ ଏହା ଅଧିକ ମାରାତ୍ମକ ହେବ କି ନାହିଁ, ତାହା ଏବେ ବି ପ୍ରଶ୍ନବାଚୀ । ଭବିଷ୍ୟତରେ ଆସିବାକୁ ଥିବା କରୋନା ଭ୍ୟାରିଆଣ୍ଟ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଆହୁରି ଅଧିକ ପ୍ରଭାବହୀନ ହୋଇପାରେ ବୋଲି ଚିନ୍ତା ପ୍ରକାଶ ପାଇ

Omicron
ଆଗକୁ ଆସିପାରେ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ

ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା ।

Delta Variant
ଓଡ଼ିଶାରେ ନାହିଁ ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍ କୋପ

ଓମିକ୍ରନ୍ ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି।

98 PC Covid Infections In Odisha Are Of Omicron Variant: ILS Report
ଓଡ଼ିଶାରେ ୯୮ % ଓମିକ୍ରନ୍ : ଆଇଏଲ୍‌ଏସ୍‌

ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୂନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।

Covid Test
କରୋନା ସଂକ୍ରମଣ ଖସୁଛି: ୪୩୩ ଜିଲ୍ଲାରେ ୫%ରୁ କମ୍ ପଜିଟିଭିଟି

ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି। ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା।