• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Corona
ପୁଣି ପଶିଲାଣି ଡର ! ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ

ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ ଠାବ । ଭାରତ ସହ ୧୦ଟି ଦେଶରେ ନୂଆ ଭାରିଆଣ୍ଟ ଠାବ  ।

Covid 19 Update
କାୟା ବଢ଼ାଉଛି କରୋନାର ଚତୁର୍ଥ ଲହର

ରାଜ୍ୟରେ ମାଡ଼ିଚାଲିଛି ମହାମାରୀ କୋଭିଡ୍ । ସଂକ୍ରମଣରେ ବ୍ରେକ୍ ଲାଗୁନି । ୧୦ ଦିନ ଭିତରେ ପ୍ରାୟ ୬ ଗୁଣା ହେଲାଣି ଦୈନିକ ସଂକ୍ରମଣ । ଜୁନ୍ ୨୭ ତାରିଖରେ ରାଜ୍ୟର ଦୈନିକ ସଂକ୍ରମଣ ଥିଲା ୬୯ । ଆଉ ଆଜି ୪ ଶହ ପାର୍ କରିଛି ସଂକ୍ରମଣ ।

Odisha's daily COVID19 tally crosses 400 mark
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା, ବଢ଼ିଲା ସଂକ୍ରମଣ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 

Mask
ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନପିନ୍ଧିଲେ ୫୦୦ ଟଙ୍କା ଜରିମାନା

ଜନଗହଳି ପୂର୍ଣ୍ଣ ସ୍ଥାନରେ ଯଦି କେହି ମାସ୍କ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେମାନଙ୍କଠାରୁ ଆଦାୟ ହେବ ୫୦୦ ଟଙ୍କା ଜରିମାନା ।

Covid 19
ରାଜ୍ୟରେ ପୁଣି ଉପମୁହାଁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୩୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ୩୦୦ ପାର କଲା ପଜିଟିଭ୍ । ୨୪ ଘଣ୍ଟାରେ ୩୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Covid Testing In Bhubaneswar
ବଢ଼ୁଛି କୋଭିଡ୍‌ ସଂକ୍ରମଣ, ବଢ଼ିଲା ଟେଷ୍ଟିଂ...

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି। ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି।

Covid 19
ମହାମାରୀ କରୋନାର ଲମ୍ବଡିଆଁ; ମାସ ଶେଷ ସୁଦ୍ଧା ରାଜ୍ୟରେ ପିକ୍‌ ଛୁଇଁବ ସଂକ୍ରମଣ

ରାଜ୍ୟରେ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧା ଓ କଟକରୁ ଦୈନିକ ସଂକ୍ରମଣର ୭୦% ଚିହ୍ନଟ ।

Odisha sees highest single-day spike in Covid19 cases
ରାଜ୍ୟରେ ୩୦୦ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ...୨୪ ଘଣ୍ଟାରେ ଆଉ ୩୪୬ ଆକ୍ରାନ୍ତ ଚିହ୍ନଟ...

Covid19: Masks now mandatory for people in Cuttack; CMC issues advisory
ଭୁବନେଶ୍ୱର ପରେ ଏବେ କଟକରେ ମାସ୍କ ବାଧ୍ୟତାମୂଳକ

କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି...

Covid 19
କୋଭିଡ୍‌ ସଂକ୍ରମଣ ବଢ଼ିଛି, ହେଲେ ଚିନ୍ତାର ବିଷୟ ନାହିଁ

ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରଥଯାତ୍ରା ଯୋଗୁଁ କୋଭିଡ ବଢିଛି କି ନାହିଁ ୧୦/୧୫ ଦିନରେ ଜଣାପଡ଼ିବ ।

Mask
ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

  • Thursday, 30 June 2022
Corona
ରାଜ୍ୟରେ ପୁଣି ଦେଢ଼ଶହ ପାର ଦୈନିକ କରୋନା ସଂକ୍ରମଣ

ଚିନ୍ତା ବଢ଼ାଉଛି କରୋନା, ଦିନକରେ ୧୫୫ ନୂଆ ପଜିଟିଭ୍ ଚିହ୍ନଟ...

Corona
ରାଜ୍ୟରେ ବଢ଼ୁଛି ସଂକ୍ରମଣ ! ସତର୍କ ରହିବାକୁ ପରାମର୍ଶ

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ ।

Covovax
୭ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋଭିଡ୍ ଟିକା, ଜେନୋଭା ଟିକାକୁ ବି ଅନୁମତି ଦେଲା DCGI

୧୮ ଓ ତଦୁର୍ଦ୍ଧ ପ୍ରାପ୍ତ ବୟସ୍କଙ୍କ ପାଇଁ ଅନୁମତି । ୨ରୁ ୮ ଡିଗ୍ରୀ ସେଲସିୟସରେ ରହୁଥିବା ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ ।

covid case
ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ : ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ବଢିଲା ଚିନ୍ତା

ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ,ଖୋର୍ଦ୍ଧାରେ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା

Puri Ratha Yatra
ଚେତାଇଲେ ସରକାର: ରଥଯାତ୍ରା ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼

ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି।

Corona
ରାଜ୍ୟ ପାଇଁ ପୁଣି ଟେନସନ୍‌ ବଢାଇଲା କରୋନା

ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୫ ଆକ୍ରାନ୍ତ ଅଛନ୍ତି।

Covid 19
୭ ରୁ ୧୧ ବର୍ଷ ପିଲାଙ୍କ ପାଇଁ ଖୁବଶୀଘ୍ର କୋଭିଡ୍‌ ଟିକା

କୋଭୋଭ୍ୟାକ୍ସ ଟିକାକୁ ନେଇ ସୁପାରିଶ କଲା DCGIର ବୈଷୟିକ ବିଶେଷଜ୍ଞ କମିଟି । ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ବିକଶିତ ଟିକା କୋଭୋଭ୍ୟାକ୍ସ ୭ ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବା ନେଇ ସୁପାରିଶ ।

CORONA
୧୩ ହଜାର ଟପିଲା ଦେଶରେ କୋଭିଡ୍‌ର ଦୈନିକ ସଂକ୍ରମଣ

କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

COVID-19 Testing
ଦେଶରେ ଦୈନିକ କରୋନା ପଜିଟିଭ ୧୩ ହଜାର ନିକଟତର

କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍‌ ସରିଲା ତୃତୀୟ ପରୀକ୍ଷଣ। 

CORONA
ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ୧୨ ହଜାର ପାର୍ କରିଛି ଦୈନିକ ସଂକ୍ରମଣ

ଦେଶରେ ଚିହ୍ନଟ ନୂଆ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୪ ହଜାର ୨୫୫ ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଫେବ୍ରୁଆରୀ ୧୨ ପରେ ରାଜ୍ୟର ଦୈନିକ ସର୍ବାଧିକ ।

Niranjan Mishra
ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Covid Cases May Rise Again In Odisha, Says Health Dept
ଓଡ଼ିଶାରେ ପୁଣି ବଢ଼ିଲା କରୋନା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କ ସୂଚନା । କହିଲେ ସତର୍କ ହୁଅ, ମାସ୍କ ପିନ୍ଧ...

India Daily Covid Cases At 12,213, Cross 10,000 For 1st Time Since Late-Feb
ଦେଶରେ କାୟା ମେଲାଉଛି କରୋନା; ୧୨ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାର ଟପିଥିବା ସୂଚନା...