Greeting card
ଦିନ କେଇଟା ପରେ ସରିଯିବ 2023 । ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ ପାଇଁ ଛୁଟିବ ଶୁଭେଚ୍ଛାର ସୁଅ । ହେଲେ ପୂର୍ବରୁ ଏହି ଶୁଭେଚ୍ଛାର ବାର୍ତ୍ତାବହ ସାଜିଥିବା ଗ୍ରିଟିଙ୍ଗସ୍ ଏବେ ଅଲୋଡ଼ା ପ୍ରାୟ । ଡିଜିଟାଲ୍ ଯୁଗର ଆରମ୍ଭ ପରେ ଧୀରେ ଧୀରେ ବନ୍ଦ ହୋଇଗଲାଣି ଗ୍ରିଟିଙ୍ଗସ୍ କାର୍ଡର ପ୍ରଚଳନ । ଆଗରୁ ବଜାରରେ ଭଳିକି ଭଳି ଗ୍ରିଟିଙ୍ଗସ୍ କାର୍ଡର ପସରା ମେଲେ । ହେଲେ ଏବେ ଶୁଭେଚ୍ଛା ପତ୍ରର ଦୋକାନ ଫାଙ୍କା ଫାଙ୍କା ଲାଗୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)