• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Puri market complex
ଜଳିଯାଉଛି ପୁରୀ ମାର୍କେଟ କମ୍ପ୍ଲେକ୍ସ; ଅଣନିଃଶ୍ୱାସୀ ହୋଇ ୩ ମେଡିକାଲରେ ଭର୍ତ୍ତି

ନିଆଁ ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ ଦୋକାନରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

International Women's Day
ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ପରିଣତ ବୟସରେ ଅଟକିନି ପାଦ

ବିବାହର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କୁ ହରାଇଥିଲେ । ସେପଟେ ମୁଣ୍ଡ ଉପରେ ଥିଲା ଦୁଇ ପିଲାଙ୍କ ଦାୟିତ୍ୱ । ହେଲେ ସେ ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସ୍ୱାମୀଙ୍କ ଏଇ ବ୍ୟବସାୟକୁ ଆଗକୁ ନେଇଥିଲେ ଇନ୍ଦୁମତି ।

No Holi celebrations
ରଙ୍ଗର ପର୍ବରେ କର୍ତ୍ତବ୍ୟ ଆଗ; ୨୪ ଘଣ୍ଟିଆ ଡ୍ୟୁଟିରେ ସ୍ୱାସ୍ଥ୍ୟକର୍ମୀ

ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ ।

2024 election
ହୋଲି ବାହାନାରେ ନିର୍ବାଚନ ପାର୍‌ ପାଇଁ ତିନି ଦଳର ପ୍ରସ୍ତୁତି

ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।

BJP
ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି; ଆସିବେ ମୋଦି, ଶାହା ଓ ନଡ୍ଡା

ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।

Team India Holi
ହୋଲି ଖେଳିଲା ଟିମ୍‌ ଇଣ୍ଡିଆ; ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ବିସିସିଆଇ ଟ୍ୱିଟ୍‌ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।

Holi
ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଲି ଉତ୍ସବ ପାଳିତ

ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଲି ଉତ୍ସବ ପାଳିତ ହୋଇଛି । ରଙ୍ଗର ପର୍ବ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି ସ୍ୱପ୍ନା ଫାଉଣ୍ଡେସନ ସଦସ୍ୟ । ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ସାମିଲ ହୋଇଥିଲେ ...

 Vidya Balan
ହଟ୍‌ ଲୁକ୍‌ରେ ବିଦ୍ୟା; ଭାଇରାଲ ହେଉଛି ଫଟୋ

‘ଡାବୁ ରତ୍ନାନୀ’ର ଇନଷ୍ଟାଗ୍ରାମ ପେଜ୍‌ରେ ଫଟୋଟି ପୋଷ୍ଟ ହୋଇଛି । ଯେଉଁଥିରେ ବିଦ୍ୟା ଫୁଲ୍‌ ହଟ୍‌ ଅନ୍ଦାଜରେ ନଜର ଆସିଛନ୍ତି । ବୋଲ୍ଡ ଲୁକ୍‌ରେ ବିଦ୍ୟା ଚେୟାରରେ ବସିଥିବା ବେଳେ ଗୋଟିଏ ହାତରେ ନ୍ୟୁଜ୍ ପେପରରେ ଚେହେରାକୁ ଢାଙ୍କି ରଖିଛନ୍ତି । ଖାଲି ସେତିକି ନୁହେଁ, ଅନ୍ୟ ହାତଟିରେ...

40 Bank Customers Lose Lakhs In 3 Days
୪୦ ବ୍ୟାଙ୍କ ଗ୍ରାହକଙ୍କୁ ଠକିଦେଲା ଗୋଟିଏ ଲିଙ୍କ୍ ; ଲୁଟିନେଲା ଲକ୍ଷ ଲକ୍ଷ ଟଙ୍କା

୪୦ ଜଣ ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । KYC ଏବଂ PAN ବିବରଣୀ ଅପଡେଟ୍‌ କରିବାକୁ କହି ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ମୁତାବକ ଗ୍ରାହକଙ୍କ ନିକଟକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଆକାଉଣ୍ଟ ସଂପର୍କିତ ତଥ୍ୟ ପ୍ରଦାନ...

Amitabh Bachchan
ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଅମିତାଭ

ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି । ଡାକ୍ତର ବିଶ୍ରାମ ନେବାକୁ କହିଛନ୍ତି । ଠିକ୍‌ ହେବାକୁ ସପ୍ତାହେ ଲାଗିବ ବୋଲି ସେ ତାଙ୍କ ବ୍ଲଗରେ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ପ୍ରଶଂସକମାନଙ୍କୁ ଘର ଆଗରେ ଗହଳି ନକରିବାକୁ କହିଛନ୍ତି ଅମିତାଭ ।

Amit saha
ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଶାହା ଆସନ୍ତା ୨୬ ତାରିଖରେ ଭଦ୍ରକ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ସମାବେଶ କରିବେ । ତୃଣମୂଳସ୍ତରର ନେତୃତ୍ୱଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

MONEY
ଅନଲାଇନ୍ ମନିଗେମ୍ ଖେଳି ଜୀବନ ହାରିଲେ ଶିକ୍ଷୟିତ୍ରୀ !

ଅନଲାଇନ୍ ମନି ଗେମ୍ ପାଇଁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସ୍ୱାମୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି ।

poison injection
ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ୍ ଦେଇ ମାରିଲା କିଏ ? ତନାଘନା କରୁଛି ପୋଲିସ

ତାଙ୍କ ହତ୍ୟାସ୍ଥଳରୁ ଏକ ହାତଲେଖା ଚିଠି ସହ ଇଞ୍ଜେକ୍ସନ୍ ଓ ସିରିଞ୍ଜ୍ ଜବତ ହୋଇଥିଲା । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ବର୍ତ୍ତମାନ ପୋଲିସ ତଦନ୍ତ ଭାରି ରଖିଛି...

Amitabh Bachchan
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆହତ

ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ଫଳରେ ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Summer
କଲବଲ କରୁଛି ତାତି; ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା

ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ତତଲା ସହର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

heart attack
ଆପଣଙ୍କର ରହିଛି କି ଗ୍ୟାସ ସମସ୍ୟା ? ହୋଇପାରେ ହୃଦଘାତ !

ଦେଶରେ ବର୍ତ୍ତମାନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଦିଲ୍ଲୀରେ ବିଶେଜ୍ଞମାନେ ଏକ ଆଲୋଚନା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ମାନେ ଦିଲ୍ଲୀରେ ଆୟୋଜିତ ହୋଇଥିବା ‘କାର୍ଡିଓଲୋଜି ସୁମା ୨୦୨୩’ରେ ଯୋଗଦେଇ ସେମାନେ ସେମାନଙ୍କ ମତ ରଖିଛନ୍ତି ।

Sora BJD
ସୋରରେ କୁହୁଳୁଛି ବିଜେଡି କଳି ! ଚାଲିଛି ଖୋଲା ଖୋଲି ଚ୍ୟାଲେଞ୍ଜ

ବିଜୁ ବାବୁଙ୍କର ଜୟନ୍ତୀ ଉପଲକ୍ଷେ ବିଜେଡିର ମଧ୍ୟ ଦୁଇଟି ସ୍ଥାନରେ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା । ଗୋଟିଏ ବିଧାୟକ ପର୍ଶୁରାମ ଧଡ଼ାଙ୍କର ଗୋଷ୍ଠୀ ହୋଇଥିବା ବେଳେ ଅନ୍ୟଟି ଥିଲେ ବିଦ୍ରୋହୀ ଗୋଷ୍ଠୀ l

soumya patnaik
ପୁଣି ବିଜେଡିକୁ ସୌମ୍ୟଙ୍କ ବାଣ; ପାରାଦୀପରୁ ସରକାରୀ ଦଳକୁ ସିଧାସଳଖ ଟାର୍ଗେଟ୍‌

ବିଜୁ ବାବୁଙ୍କ ଭଳି ଆମକୁ ବି ହେବା ଦରକାର ବୋଲି କହିଛନ୍ତି ସୌମ୍ୟ । କିଛି ଦିନ ତଳେ କଟକ ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ ।

Imran Khan
ଗିରଫ ପୂର୍ବରୁ ପୋଲିସକୁ ଚକମା ଦେଇ ଖସିଗଲେ ଇମ୍ରାନ୍ !

ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ ।

Balasore News
ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।