• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି � ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

election commissioner
ନିର୍ବାଚନ କମିଶନ ଚୟନ ଲାଗି ପ୍ୟାନେଲ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ସୁପାରିସ ଆଧାରରେ ନିର୍ବାଚନ କମିଶନର ଚୟନ ଲାଗି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

BJD Protest
ବିଜେଡି-ବିଜେପି ରାଜନୀତି; PM ଆବାସ ପ୍ରସଙ୍ଗ ଉଠାଇଲା ବିଜୁ ଜନତା ଦଳ

ବିଜେପି କହିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି । ଏହି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି । ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି ।

BJP
ଲୋୟର ପିଏମଜି ପାଲଟିଲା ରଣାଙ୍ଗନ; ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ

ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି ।...

annual examination
+୨ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ

ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ବି ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା ।

Elon Musk and Goutam Adani
ପୁଣି ଥରେ ଧନୀ ତାଲିକାର ଶୀର୍ଷକୁ ଗଲେ ଏଲନ; ୩୮ ନମ୍ବର ସ୍ଥାନକୁ ଖସିଲେ ଆଦାନୀ

ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି । ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି ।

Jaynarayan Mishra
ବିଧାନସଭା ବେଳେ ନବୀନ କାହିଁକି ଗଲେ ବମ୍ବେ: ଜୟନାରାୟଣ

ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । କାରଣ କ’ଣ ଜାଣିବାକୁ ବିରୋଧୀ ହଲ୍ଲାପଟା କରୁଛନ୍ତି । ହେଲେ ଏ ସମୟରେ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ସନ୍ତୋଷଜନକ ଉତ୍ତର ନରଖି ପ୍ରାୟୋଜିତ ପୁରସ୍କାର ଆଣିବାକୁ ବମ୍ବେ ଯାଇଛନ୍ତି । ନିଜ ତଥାକଥିତ ମାନସ...

Employment Exchange Registration
ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ କରନ୍ତୁ ନାଁ ପଞ୍ଜୀକରଣ; ସରକାରୀ ଚାକିରି ପାଇଁ ଜାଣନ୍ତୁ ଗାଇଡ୍‌ଲାଇନ୍

ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଜିଲ୍ଲା ନିଯୁକ୍ତି ବିନିମୟ ପରିଦର୍ଶନ ବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଜ ନାମ ପଞ୍ଜୀକରଣ କରିବା ଆବଶ୍ୟକ । ଯାହାଫଳରେ ଖାଲି ରହିଥିବା ସରକାରୀ ପଦବୀରେ ସେମାନଙ୍କୁ ନିଯୁକ୍ତି ଦେବାର ସୁଯୋଗ ମିଳିଥାଏ ।

Bhadrak story
ପାରିବାରିକ କଳହରୁ ହାତାହାତି ହୋଇ ସ୍ୱାମୀ-ସ୍ତ୍ରୀ ମୃତ

ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ସ୍ୱାମୀଙ୍କ ପ୍ରବଳ ମାଡ଼ ଯୋଗୁଁ ସ୍ତ୍ରୀ ସଜ୍ଞାହୀନ ହୋଇପଡ଼ିଥିଲେ । ପରେ ପରେ ସ୍ୱାମୀ ବିଷ ପିଇଦେଇଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Agneepath
ଏଥର ନୂଆ ଢାଞ୍ଚାରେ ହେବ ସେନା ବାହିନୀ ପରୀକ୍ଷା; ଜାଣନ୍ତୁ ଓଡ଼ିଶାର କେଉଁ ସ୍ଥାନରେ ରହିବ ପରୀକ୍ଷା କେନ୍ଦ୍ର

ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ। ଦେଶରେ ୧୭୬ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେ ରାଜ୍ୟରେ ୬ଟି କେନ୍ଦ୍ରରେ ହେବ ପରୀକ୍ଷା । କଟକ, ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳକୁ ପରୀକ୍ଷା କେନ୍ଦ୍ର କରାଯାଇଛି ।

wife killed husband with lover
ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ; ନଦୀକୂଳରେ ଫିଙ୍ଗିଦେଇ ବୁଲିଲା ବଜାର

ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କୁ ପ୍ରେମ କରୁଥିଲେ । ଆଉ ସେହି ପ୍ରେମ ପାଇଁ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ସ୍ୱାମୀଙ୍କୁ ମାରିବା ପରେ ନଦୀକୂଳରେ ଫିଙ୍ଗିଦେଇ ପ୍ରେମିକ ସହ ଅନ୍ୟତ୍ର ଚାଲିଯାଇଥିଲା । ମହିଳା ଜଣକ ନିଜ ଭାଣିଜୀର ବାହାଘରରେ ଯୋଗଦେବାକୁ ୧୦ ଫେବ୍ରୁଆରୀରେ ତାଙ୍କ...

Fake medicine seizure in Cuttack
କଟକରେ ଥମୁନି ନକଲି କାରବାର; ପୁଣି ଜବତ ହେଲା ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍

ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ...

dark chocolate
ଖାଉଛନ୍ତି କି ଡାର୍କ ଚକୋଲେଟ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ...

ଯଦି ଆପଣ ଡାର୍କ ଚକୋଲେଟ୍‌ ଖାଉଛନ୍ତି ତେବେ ଏଥିରେ ୭୦ ପ୍ରତିଶତରୁ ଅଧିକ କୋକୋ ଭରି ରହିଥାଏ । ଯାହା ଆପଣଙ୍କ ଶରୀରକୁ ପୋଷକତତ୍ୱ ଦେଇଥାଏ ।

Manish SIsodia
ସିସୋଦିଆଙ୍କ ଗିରଫ ପରେ ଗର୍ଜୁଛି ଆପ୍

ଗିରଫ ପରେ ଗତକାଲି ସିସୋଦିଆ ସିବିଆଇ ମୁଖ୍ୟାଳୟରେ ରାତି କଟାଇଥିବା ବେଳେ ଆଜି ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ତାଙ୍କୁ ଅଧିକ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ ।

acid attack victim banita dies
ଆଖିବୁଜିଲେ ବାଲେଶ୍ୱର ଏସିଡ୍ ପୀଡିତା; ଜହ୍ଲାଦ ସ୍ୱାମୀକୁ ଫାଶି ଦେବାକୁ ଦାବି

ଏସିଡ୍ ମାଡରେ ଶରୀରର ୮୦ ପ୍ରତିଶତ ଜଳିଯାଇ ଗୁରୁତର ହୋଇପଡିଥିବା ବନିତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

Bhubaneswar Traffic
ଭିଡ଼ରେ ଫସିଯାଉଛି କି ଭୁବନେଶ୍ୱର ? ଘଣ୍ଟା ଘଣ୍ଟା ଜାମ୍ ରହୁଛି ରାଜଧାନୀ

ଭୁବନେଶ୍ୱର ବାଣୀବିହାର ଛକରୁ ଆପଣ ଯଦି କଟକ ଅଭିମୁଖେ ଯାଉଛନ୍ତି ତାହେଲେ ପ୍ରଥମେ ସତସଙ୍ଗ ବିହାରଠୁ ହଂସପାଳ ଯାଏଁ ପ୍ରବଳ ଭିଡ଼ । କାରଣ-କେଉଁଠି ଓଭରବ୍ରିଜ୍ କାମ ପାଇଁ, କେଉଁଠି ରାସ୍ତା ଉପରେ ଅନିୟନ୍ତ୍ରିତ ଭାବେ ବସ୍ ପାର୍କିଂ ତ ପୁଣି କେଉଁଠି, କେତେବେଳେ ଯାତାୟତ କରୁଥିବା ଗାଡ଼ିର...

Telangana Student Dies
ପ୍ରାଇଭେଟ୍‌ ଫଟୋ ଭାଇରାଲ କଲା ପୁରୁଷ ବନ୍ଧୁ; ଜୀବନ ହାରିଲେ ମେଡିକାଲ ଛାତ୍ରୀ

ୱାରଙ୍ଗାଲର ଯୁବକ ଜଣକ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କର କିଛି ପ୍ରାଇଭେଟ୍ ଫଟୋ ଭାଇରାଲ କରିଥିଲେ । ଫଳରେ ଯୁବତୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।

Kusum tete
ସାଙ୍ଘାତିକ ! ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ; ତଥ୍ୟ ଦେଲେ ଗୃହରାଷ୍ଟ୍ରମନ୍ତ୍ରୀ

୨୦୨୧ରେ ୧ଲକ୍ଷ ୫୫ ହଜାର ୪୨୦ଟି ମାମଲା ରୁଜୁ ହୋଇଛି । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ଗୃହରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

Digital Marketing
ଡିଜିଟାଲ ସେକ୍ଟରରେ ବଡ଼ ସୁଯୋଗ; ବାହାରିବ ୨ କୋଟିରୁ ଊର୍ଦ୍ଧ୍ୱ ଚାକିରି ବିଜ୍ଞପ୍ତି

ଇଣ୍ଟରନେଟର ବ୍ୟବହାର ଦିନକୁ ଦିନ ବୃଦ୍ଧି ହେତୁ ବଡ଼ ବଡ଼ ବ୍ୟବସାୟୀ ବା ଶିଳ୍ପପତି ମାନେ ସେମାନଙ୍କ ଉତ୍ପାଦ ଏବଂ ସମସ୍ତ ସେବା ଅନଲାଇନରେ ମାଧ୍ୟମରେ କରୁଛନ୍ତି । ଫଳରେ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ମାର୍କେଟିଂ ବଢ଼ିବାରେ ଲାଗିଛି ।

Hyderabad man
ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି; ସାଙ୍ଗର ମୁଣ୍ଡ କାଟି ପ୍ରେମିକାକୁ ପଠାଇଲା ଫଟୋ

ଯୁବତୀଙ୍କ ସହିତ ବ୍ରେକ୍‌ଅପ୍ କରିବା ପରେ ମଧ୍ୟ ନବୀନ ତାଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରୁଥିଲେ । ଯୁବତୀଙ୍କୁ ନବୀନ ହ୍ୱାଟସଆପ୍‌ ମେସେଜ କରିଥିଲେ । ଯାହା କୃଷ୍ଣଙ୍କୁ ଖରାପ ଲାଗିଥିଲା । ପରେ ଫେବ୍ରୁଆରୀ ୧୭ତାରିଖରେ ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା...

MLA Dibya Shankar Mishra
କ୍ୟାପଟେନଙ୍କ ସେକେଣ୍ଡ ଇନିଂସ୍‌; ପ୍ରିୟଙ୍କାଙ୍କ ହାତ ଧରିଲେ ବିଧାୟକ ଦିବ୍ୟଶଙ୍କର

ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।