ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି ।
ଆରମ୍ଭ ହୋଇଥିଲା ବରଣୀ । ନୂଆ ବାଇକରେ ବରକୁ ବସାଇ ପାଛୋଟି ନେଉଥିଲେ କନ୍ୟା ଘର ଲୋକେ । ଏହାରି ଭିତରେ ପଛରେ ଆସୁଥିବା ବରଯାତ୍ରୀ ଭିଡ଼ରେ ପଶି ନାଚିଥିଲେ କନ୍ୟା ପ୍ରମିଳାଙ୍କ ବଡ଼ଭାଇ ଚିନ୍ତା ତାଣ୍ଡିଙ୍କ ପୁଅ । ବାସ୍, ଏହାକୁ ନେଇ ଗଣ୍ଡଗୋଳ, ମାରପିଟ୍ ।
ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ...
ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ଯାହାକି ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚାଷୀ ମାନଙ୍କୁ ପିଏମ୍ କିଷାନ ଯୋଜନାରେ ୧୩ତମ କିସ୍ତି ମିଳିବ । ଯାହାକୁ ନେଇ କେନ୍ଦ୍ର ସରକାର...
ପୁସ୍ତକଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ଇଂରାଜୀ ଭାଷାରେ ଲେଖାଯାଇଛି । ପୁରାଣର ଶହେଟି ବଛାବଛା ଗପକୁ ପୁସ୍ତକରେ ସ୍ଥାନୀତ କରାଯାଛି । ପୌରାଣିକ ବିଷୟ ବସ୍ତୁକୁ ଲୋକେ ଭୁଲିଯାଉଥିବାରୁ ଏହି ବହି ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ।
ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।
କର୍ମଚାରୀଙ୍କ ଦରମା, ପେନ୍ସନ୍ ଓ ଅନ୍ୟ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୩୯ ହଜାର ୫୨୦ କୋଟି । ସେହିପରି ଋଣ ପରିଶୋଧ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ୭୮୬ କୋଟି ଟଙ୍କା ।
ଯାଜପୁର ଜିଲ୍ଲା ବିଝାଂରପୁର ଚିକଣା ଗାଁର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେଲାଣି । ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।
ଏହି ସ୍କିମ୍କୁ ପ୍ରାୟ ସମସ୍ତେ ପିପିଏଫ୍ ନାଁରେ ଜାଣିଥାଆନ୍ତି । ଯୋଜନାରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ ମିନିମମ୍ ୫ଶହ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ପାଖାପାଖି ଦେଢ଼ଲକ୍ଷ ଟଙ୍କା ମିଳିପାରେ । ତାହା ସହ ଆପଣ ଏହି ପିପିଏଫ୍ ଖାତାରେ ଲୋନ୍ ମଧ୍ୟ...
ବିବାହ ଉତ୍ସବରେ ଯୋଗଦେବାକୁ ଥିବା ଅତିଥିଙ୍କ ପାଇଁ କିଛି ବିଶେଷ ସୂଚନା ଦେଇଛନ୍ତି ବର-କନ୍ୟା ପକ୍ଷ । ଛପା ଯାଇଥିବା ବିବାହ କାର୍ଡରେ ଅତିଥିମାନେ ମଦ୍ୟପାନ କରି ବିବାହ କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯାଇଛି।
ଯଦି ଆପଣ UPI ଜରିଆରେ କୌଣସି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଇଛନ୍ତି ଆଉ ତାହା ଭୁଲ ଲୋକଙ୍କ ନିକଟକୁ ଚାଲିଯାଇଛି, ତେବେ ଆପଣ ଆପଣଙ୍କ ଟଙ୍କା ପୁଣି ଫେରିପାଇବେ ?
ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ୍ ସାହାଯ୍ୟରେ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଏହି ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।
ସିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ସୁଭାଷ ସଂଗଠନର ସଦସ୍ୟ । ଘଟଣାକୁ ନେଇ ପୋଲିସ ସହ କର୍ମକର୍ତ୍ତାଙ୍କ ମୁହାଁମୁହିଁ ହୋଇଥିଲା । ଦିନକୁ ଦିନ ରାସ୍ତାରେ ଧୂଳିମୟ ପରିବେଶକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।
ଗାଡ଼ି ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ଯିବା ପରେ କୃଷକ ରାଜେନ୍ଦ୍ରଙ୍କୁ ମାତ୍ର ୨ଟଙ୍କା ୪୯ ପଇସା ଲାଭ ମିଳିଥିଲା । ତାହାପୁଣି ଚେକ୍ ମାଧ୍ୟମରେ ତାଙ୍କୁ ଦିଆଯାଇଥିଲା । ଯାହା ୧୫ ଦିନ ପରେ ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କୁହାଯାଇଥିଲା ।
ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।
ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ ।
ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ...
ନବ ଦାସ ହତ୍ୟା ମାମଲାରେ ଯଦି ବି FBIର ସହାୟତା ମିଳେ, ତାହେଲେ ଆମେରିକାର ଏହି ତଦନ୍ତକାରୀ ସଂସ୍ଥାର ବିହେଭିୟୋରାଲ୍ ସପୋର୍ଟ ୟୁନିଟ୍ କେବଳ ଗୋପାଳର ବ୍ୟାବହାରିକ ମୂଲ୍ୟାୟନ କରିବ । କିନ୍ତୁ ଅପରାଧ ଦିଗରେ ତଦନ୍ତ କରିବ ନାହିଁ । ଗୋପାଳ ଜଣେ ମାନସିକ ରୋଗୀ କି...
ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।
ଫିଲ୍ମଟି ଏକ ବଙ୍ଗାଳୀ ପରିବାରର କାହାଣୀ ଉପରେ ଆଧାରିତ । ଦେବୀକା ଚାଟାର୍ଜୀ ଭୂମିକାରେ ରାନୀଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ରାନୀ ଓରଫ ଦେବୀକାଙ୍କ ୨ଟି ସନ୍ତାନ ରହିଛି । ଯାହାକୁ ଦେବୀକା ଖୁବ୍ ଭଲ ପାଇବା ସହ ସ୍ନେହ ଦେଉଥିବା ଦେଖିବାକୁ ମିଳିବ ।