Advertisment

Panchang Today 7th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର । ଚନ୍ଦ୍ର- ସିଂହ ରାତ୍ରି ୧୨.୫୮ ଗତେ କନ୍ୟା । ତିଥି- ୧୦ମୀ ଦିବା ୧୦.୨୦ ଗତେ ୧୧ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ରାତ୍ରି ୧୨.୫୮ ଗତେ ବୃଷ ରାଶିର । ଘାତବାର- କର୍କଟ ରାଶିର ।

author-image
Deepak Acharya
undefined

Panchang

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର । ଚନ୍ଦ୍ର- ସିଂହ ରାତ୍ରି ୧୨.୫୮ ଗତେ କନ୍ୟା । ତିଥି- ୧୦ମୀ ଦିବା ୧୦.୨୦ ଗତେ ୧୧ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ରାତ୍ରି ୧୨.୫୮ ଗତେ ବୃଷ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୬.୧୭ ଗତେ ୧ପାଦ-କୁଟୁମ୍ବହାନୀ-ତିଳକାଞ୍ଚନ ।

Advertisment

ଶୁଭ ସମୟ-

ପ୍ରାତଃ- ୦୫.୧୮ ରୁ ୦୭.୦୦
ଦିବା- ୧୦.୦୭ ରୁ ୧୧.୧୭
ଦିବା-୦୧.୫୧ ରୁ ୦୫.୧୭
ସନ୍ଧ୍ୟା- ୦୬.୫୩ ରୁ ୧୦.୩୬
ରାତ୍ରି- ୦୧.୩୪ ରୁ ୦୨.୩୦
ରାତ୍ରି- ୦୩.୫୪ ରୁ ୦୫.୧୭

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୪୩ ରୁ ୦୧.୧୯
କାଳବେଳା- ଦିବା ୦୮.୩୦ ରୁ ୧୦.୦୭
ବାରବେଳା- ଦିବା ୧୧.୪୩ ରୁ ୦୧.୧୯
କାଳରାତ୍ରି- ରାତ୍ରି ୦୨.୩୦ ରୁ ୦୩.୫୪

Advertisment
Astrology Panchang
Advertisment
Advertisment