ବାହାନଗା ଷ୍ଟେସନର ରିଲେ ରୁମ୍ । ଟ୍ରେନ୍ ଟ୍ରାଜେଡିର ଖିଅ ଖୋଜି ଖୋଜି, ଶେଷରେ ସେଇଠି ପହଞ୍ଚିଛନ୍ତି ରେଲୱେ ସେଫ୍ଟି କମିଶନର । ସିଆରଏସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମାସେ ତଳେ ୨୯୩ ଯାତ୍ରୀଙ୍କ ଜୀବନ ନେଇଥିବା ଟ୍ରେନ୍ ଟ୍ରାଜେଡି ପଛରେ, ସିଗନାଲିଂ ଓ ଟେଲିକମ୍ୟୁନିକେଶନ ଡିପାର୍ଟମେଣ୍ଟ ଓ ରିଲେ ରୁମରେ ତ୍ରୁଟି ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।
Published By: Tanmay Kumar Mahalik
Last updated: 01 July 2023, 09:23 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।