ଆମ ବିଧାୟକ କେତେ ଶୃଙ୍ଖଳିତ, କେତେ ନିର୍ମଳ ତାଙ୍କ ଭାବମୂର୍ତ୍ତି ? ତାହାର ଗୁମର ଖୋଲିଛି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ- ADR ଓ ନ୍ୟାସନାଲ ଇଲେକ୍ସନ ୱାଚର ସଦ୍ୟତମ ରିପୋର୍ଟ। ରିପୋର୍ଟ ଦର୍ଶାଇଛି, ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ହେଲେ କେତେଜଣ ବିଧାୟକ ହତ୍ୟା, ମହିଳା ବିରୋଧୀ ଅଭିଯୋଗ ମାମଲାରେ ଜଡ଼ିତ, ପଢନ୍ତୁ ଏ ରିପୋର୍ଟ।
Published By: Tanmay Kumar Mahalik
Last updated: 16 July 2023, 09:54 PM IST
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ରାଜନୈତିକ ହଟଚମଟ। ଫୋରେନସିକ୍ ଟୁଇଷ୍ଟ ପରେ ତେଜିଲା ରାଜନୀତି। ବିଜେପି ଆଣିଲା ସାଂଘାତିକ ଅଭିଯୋଗ ।