Mission Western Odisha
ପଶ୍ଚିମ ଓଡ଼ିଶାରେ ବିଜେପିକୁ ଚେକ୍ ଦେବାକୁ ରାଜ୍ୟ ସରକାର ଘୋଷଣା କରୁଛନ୍ତି ଗୋଟିଏ ପରେ ଗୋଟିଏ ପ୍ୟାକେଜ୍। ନିକଟରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମ ଆରମ୍ଭ କରି ନବୀନ କହିଥିଲେ ପଶ୍ଚିମ ଓଡିଶା ପାଇଁ ସବୁବେଳେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି। ଯାହାକୁ ନେଇ ତେଜିଛି ରାଜନୀତି। ବିରୋଧୀ ପାଲଟା ଅଭିଯୋଗ କରିଛନ୍ତି, ପଶ୍ଚିମ ଓଡ଼ିଶାକୁ ବିଜେଡି ସବୁବେଳେ ଅବହେଳା କରିଆସିଛି। ଏସବୁ ବୟାନବାଜି ଭିତରେ କିନ୍ତୁ ବିଜେଡି ପାଇଁ ମୁଣ୍ଡବଥା ପାଲଟିଛି ପଶ୍ଚିମରେ ଦଳରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)