• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

PSLV-C56 vehicle launches
ଇସ୍ରୋର ସଫଳତା; PSLV C56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ

ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ ।

Andhra Pradesh farmer
ଟମାଟୋ ଖୋଲିଦେଲା ଭାଗ୍ୟ ; ୪୫ ଦିନରେ ରୋଜଗାର କଲେ ୪ କୋଟି

ଟମାଟୋର ଚଢ଼ାଦର ଥିବାରୁ ୧ କେଜି ବଦଳରେ ୨୫୦ ଗ୍ରାମ କିଣୁଛନ୍ତି ଗ୍ରାହକ । ହେଲେ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚିକତ କରିଦେବ । ଜଣେ ବ୍ୟବସାୟୀ ଟମାଟୋ ବିକ୍ରି କରି ରୋଜଗାର କରିଛନ୍ତି ୪ କୋଟି ଟଙ୍କା ।...

Odisha Anganwadi Recruitment 2023
ଆଶାୟୀଙ୍କ ପାଇଁ ଖୁସି ଖବର; ଅଙ୍ଗନବାଡ଼ି ଚାକିରି ଆବେଦନ ପାଇଁ ବଢ଼ିଲା ସମୟସୀମା

ଅଙ୍ଗନବାଡ଼ି ଟିଚର, AWW, AWH ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ପାଇଁ ମୋଟ୍‌ ୭୨୩ଟି ପଦବୀରେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଛି ।

Tamil Nadu cracker factory
ଭୟଙ୍କର ବିସ୍ଫୋରଣ; ୮ ମୃତ, ଚୁର୍‌ମାର୍‌ ହୋଇଗଲା କୋଠା

ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି କି, ଆହତଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ରହିଛନ୍ତି ।

Maharashtra Accident
ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୨୦ ଗୁରୁତର, ଚାଲିଗଲା ୬ ଜୀବନ

ଘଟଣାସ୍ଥଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିପରି ଘଟିଲା ତାକୁ ନେଇ ଜାରି ରହିଛି ତଦନ୍ତ ।

Manipur violence
ମଣିପୁର ଭିଡିଓ ଭାଇରାଲ ଘଟଣା; ତଦନ୍ତ ଆରମ୍ଭ କଲା CBI

ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ତମ୍ବିତୋଫାନ ହୋଇଥିଲା ।

Upendra Bhanja Naik
ମିଛ ସାକ୍ଷୀ ଦେଇ ଫସିଲେ ଆସିଷ୍ଟାଣ୍ଟ ଇଂଜିନିୟର, ହେଲେ ଚାକିରିରୁ ବିଦା

ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ଟ୍ରାପ କେସରେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ ।

Baijayant Panda
ଜାରି ହେଲା ବିଜେପି କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା; ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଛି ।

 Bareilly
ଯୁବକଙ୍କୁ ସ୍କୁଟି ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ, ଭାଇରାଲ ହେଉଛି ଭିଡିଓ

ଜଣେ ଯୁବକଙ୍କୁ ତିନି ଜଣ ଯୁବକ ସ୍କୁଟି ପଛରେ ବାନ୍ଧି ରାଜରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

11 Kerala women pool money to buy Rs 10 crore jackpot
ଲାଗିଗଲା ଲଟେରୀ; ୨୫୦ ଟଙ୍କାର ଟିକେଟ୍‌ କିଣି ମହିଳା ପାଇଲେ ୧୦ କୋଟି ଟଙ୍କା

ଲଟେରୀ ଟିକେଟ୍‌ ପ୍ରତି ୨୫୦ ଟଙ୍କା ରଖାଯାଇଥିଲା । ଫଳରେ ମହିଳାମାନେ ସମସ୍ତେ ଅଲଗା ଅଲଗା କରି ଟିକେଟ୍‌ କିଣିପାରିନଥିଲେ । ତେଣୁ ସମସ୍ତ ଏକାଠି ହୋଇ ୨୫ ଟଙ୍କା ଲେଖାଏଁ ଆଦାୟ କରିଥିଲେ ।

Yojanara Na Hariloot
ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ ହେଲା, ଟଙ୍କା ହରିଲୁଟ୍‌ ହେଲା

ମନେରେଗା ଯୋଜନାର ଟଙ୍କାକୁ ଖାଇବାକୁ ବାଟ ଖୋଜୁଥିଲେ ବାବୁ । ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ ହେଲା ..ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାଡୱାଲ..ପାଣିରେ ପଡିଲା ଲକ୍ଷଲକ୍ଷ ଟଙ୍କା

Ship carrying nearly 3,000 cars ablaze off Dutch coast, crew member dead
ମଝି ସମୁଦ୍ରରେ ଜଳିଗଲା ଜାହାଜ; ଜଣଙ୍କର ମୃତ୍ୟୁ, ୩ହଜାର BMW-ମର୍ସିଡିଜ୍‌ ପୋଡ଼ି ପାଉଁଶ !

ଜାହାଜରେ ହଠାତ୍‌ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି ।

Bolangir | Despite restrictions in place, heavy vehicles still enter city
କିଲର ଟ୍ରକ୍‌ : ଚଢେଇ ମାରିଦେଲା ଘରର ମୁରବୀଙ୍କୁ

ଇଏ ଟ୍ରକ୍‌ ନୁହେଁ କିଲର୍‌ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୂରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି

BJD MLA could not develop own panchayat in Phulbani
ଶାସକ ଦଳର ବିଧାୟକ ଅଛନ୍ତି...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ

BSF jawan dies in bike-bus collision in Ganjam
ଅନ୍ଧେରା ତେରା, ମୈନେ ଲେ ଲିୟା...ରିଲ୍‌ ନେଲା ଜୀବନ

ରୋମାଣ୍ଟିକ୍‌ ପାଗରେ ରିଲ୍‌ କରୁଥିଲେ ଯବାନ...ହଠାତ୍‌ ମାଡ଼ି ଆସିଲା ମୃତ୍ୟୁ...୧୦ ମିନିଟ୍‌ରେ ଚାଲିଗଲା ଜୀବନ । ରିଲ୍ ଥିଲା ଅନ୍ଧେରା ତେରା, ମୈନେ ଲେ ଲିୟା...ହେଲେ...

Love knows no boundaries!
‘ସିଏ ବାଦୁଡ଼ି ନୁହେଁ ମୋ ବଡ଼ ପୁଅ, ସେ ନଖାଇଲେ ମୁଁ ଖାଇବିନି’

ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼

Hapless man seeks govt help for livelihood in Sundargarh
ପରିବାର ନାହିଁ କି କିଛି ସହାୟତା ନାହିଁ...ବାଉଁଶ ବୁଦା ତଳେ ଶୋଇଛି ରୋଗୀଣା ମଣିଷ

ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା? କି ବର୍ଷା? ବାଉଁଶ ବୁଦାରେ ଦିନ କାଟୁଛନ୍ତି...

Road Problems
ପିଚୁ କମ୍‌ ଖାଲ ଅଧିକ...ଟିକିଏ ଅସାବଧାନ ହେଲେ ଯିବ ପ୍ରାଣ

ରାସ୍ତାରେ ପ୍ଲେନ୍‌ କମ୍‌ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍‌ ହେଉନି ରାସ୍ତା ଅବସ୍ଥା

Reels
ମନୋରଞ୍ଜନ ସାଜିଛି କି ମରଣଯନ୍ତା; ରିଲ୍‌ସ ଯୋଗୁଁ ଚାଲିଗଲା ଯବାନଙ୍କ ଜୀବନ !

ମନୋରଞ୍ଜନର ମାଧ୍ୟମ ସାଜିଛି କି ମରଣଯନ୍ତା ? ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଯୁବପିଢିଙ୍କ ପାଇଁ ସର୍ଟ ଭିଡିଓ ସାଜିଛି କି ସାଇଲଣ୍ଟ କିଲର ? ଭିଡିଓ ସୁଟ୍ ବେଳେ ଆସାବଧାନତା ସାଜୁଛି କି କାଳ ? କାର୍ଗିଲ ବିଜୟ ଦିବସରେ ଜଣେ...

Why Ladies Not First In Bus !
ବନ୍ଦ ହେବ କୁତ୍ସିତ ପ୍ରଥା ? ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସ୍ ଭିତରକୁ ପ୍ରବେଶ ପାଇଁ ମିଳିବ ଅନୁମତି !

ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।