• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Controversy
ସ୍ଲିପ୍ ଅଫ୍ ଟଙ୍ଗ୍ ପାଇଁ କ୍ଷମାପ୍ରାର୍ଥନା ଓ ପ୍ରାୟଶ୍ଚିତ ସତ୍ତ୍ୱେ ସମ୍ବିତଙ୍କୁ ଘେରି ଚାଲିଛି BJD

ଭୁଲ୍ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପଶ୍ଚାତାପ କରିବେ ବୋଲି କହିଲେ... ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଖସି ଯାଇଥିବା ଏକ ମନ୍ତବ୍ୟକୁ ନେଇ ଉଠୁଛି ପଡ଼ୁଛି ରାଜନୀତି ।

Accident
କାର ଚଢ଼ାଇ ନେଇଥିଲା ୨ ଜୀବନ, ସଡ଼କ ଦୁର୍ଘଟଣା ରଚନା ଲେଖିବାରୁ ଜାମିନ ଦେଲେ କୋର୍ଟ !

ନାବାଳକ ବୋଲି ଜାମିନ୍, କି ଧନୀ ବାପାର ପୁଅ ବୋଲି ମିଳିଲା ଜାମିନ୍ । ଦୁର୍ଘଟଣାରେ ଚାଲିଗଲେ ଦମ୍ପତ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଗଲା ଜାମିନ୍ । ବୟସ ମାତ୍ର ୧୭ ବର୍ଷ ।

Amit Shah
୩୧୦ ସିଟ୍ ଜିତି ସାରିଛୁ; ବାକି ୭୫ ସିଟ୍ ଜିତିବୁ, ଏଠି ସରକାର କରିବୁ: ଅମିତ ଶାହ

ସମ୍ବଲପୁର ସଭାରେ ଶାହଙ୍କ ଦମ୍ଭୋକ୍ତି । ଲକ୍ଷ୍ୟ ଥିବା ୪୦୦ରୁ ୩୧୦ ସିଟ୍ ବିଜେପି ଖାତାକୁ ଗଲାଣି । ୫ଟି ପର୍ଯ୍ୟାୟରେ ଦଳକୁ ମିଳିଛି ଅହେତୁକ ସଫଳତା । ଆଉ ମିଶନ ୪୦୦ ପାଇଁ ବାକି ଥିବା ଦୁଇଟି ପର୍ଯ୍ୟାୟରେ ବିଜେପିକୁ ବିପୁଳ ସମର୍ଥନ କରିବାକୁ କରିଛନ୍ତି ଅନୁରୋଧ...

Odisha Politics
ବିଜେଡି ସରକାରକୁ ଓପାଡ଼ି ଫିଙ୍ଗ, ଏଠି ଓଡ଼ିଆ ମୁଖ୍ୟମନ୍ତ୍ରୀ କରିବୁ: ଅମିତ ଶାହ

ନୟାଗଡ଼ ଲାଠିପଡ଼ା ସମାବେଶରୁ ଅମିତ ଶାହଙ୍କ ହୁଙ୍କାର । ୭୫ରୁ ଅଧିକ ସିଟ୍‌ ଜିତି ଓଡ଼ିଶାରେ ବିଜେପି ସରକାର କରିବାକୁ ଦେଲେ ଆହ୍ୱାନ । ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଇଏ ।

Weather
ଆସୁଛି ବର୍ଷା... ଉପକୂଳରେ ହାଲୁକା, ବାଲେଶ୍ୱରରେ ଛେଚିବ

ଆସୁଛି ଲଘୁଚାପ । ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏହି ସମୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।

Driving License
ବଦଳିଲା ନିୟମ, ଜୁନ ପହିଲାରୁ ନୂଆ ପ୍ରଣାଳୀରେ ହେବ ଆବେଦନ; ଜାଣନ୍ତୁ...

ବଦଳିଲା ଡ୍ରାଇଭିଂ ଲାଇସେନ୍ସ ପ୍ରଣାଳୀ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।

Arun Govil
ଭୋଟ ହାତେଇବା ପାଇଁ ବିଜେପିର ଧୂଆଁଧାର୍ ପ୍ରୟାସ, ଓଡ଼ିଶା ଆସିବେ ରାମାୟଣର 'ରାମ'

୨୨ରେ ଓଡ଼ିଶା ଆସିବେ ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ୨୨ରେ ୪ଟି ସଭାରେ ଯୋଗଦେବେ ।

Underwater
ପାଣିରେ ରହିବା ପରେ ୧୦ ବର୍ଷ ସାନ ହୋଇଗଲେ ଏହି ବୈଜ୍ଞାନିକ...

ସବୁବେଳେ ସୁନ୍ଦର ଓ ଯୁବକ ଦେଖାଯିବା ପାଇଁ କିଏ ବା ନଚାହେଁ । କିପରି ବାର୍ଦ୍ଧକ୍ୟ ନଆସିବ, ଏହା ବୈଜ୍ଞାନିକଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଏହାକୁ ନେଇ ନିକଟରେ ଏକ ଅଦ୍ଭୁତ ପ୍ରୟାସ କରାଯାଇଛି ।

Odisha Election
ଭିଡିଓ ସତ୍ୟତା ଉପରେ ଉଠିଲା ପ୍ରଶ୍ନ, ପୁଣି ଆସିଲା ନବୀନଙ୍କ ମିଛ ଭିଡିଓ ଅଭିଯୋଗ

ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ରିଲିଜ୍ ନେଇ ପୁଣି ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି ।

Odisha Election
ବାହାରିବା ପରେ ପ୍ରଦୀପ ଦେଲେ ବିସ୍ଫୋରକ ବୟାନ; କାହିଁକି ହୋଇଥିଲା ଆକ୍ରମଣ ?

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶ କାହିଁକି କଲେ ଆଟାକ୍ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାଶ ନା ଆଉ କିଏ ?

Celebrity Vote
ଶାହରୁଖଙ୍କଠାରୁ ଆମୀର, ହ୍ରିତିକଙ୍କଠାରୁ ସଚିନ; ମାୟାନଗରୀ ଦେଲା ଭୋଟ୍

ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଖଚାଖଚ ଭିଡ । ପରିବାର ସହ ପୋଲିଂ ବୁଥରେ ପହଁଚିଛନ୍ତି ଅଭିନେତା, ଅଭିନେତ୍ରୀ । ପଂଚମ ପର୍ଯ୍ୟାୟରେ ଭୋଟ୍ ଦେଇଛି ମାୟାନଗରୀ ।

Odisha Election
ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ଅଧିକ ନିର୍ବାଚନୀ ହିଂସା: ସମୀର ମହାନ୍ତି

ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ । ନିର୍ବାଚନୀ ହିଂସା ବେଙ୍ଗଲକୁ ଟପି ଗଲାଣି ବୋଲି କହିଲେ ସମୀର ମହାନ୍ତି । ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି ।

Accident
ଓଲଟିଲା ପିକ୍‌‌ଅପ୍ ଭ୍ୟାନ୍, ଅକାଳରେ ଚାଲିଗଲା ୧୮ ଜୀବନ

ଦୁର୍ଘଟଣା ପାଇଁ ଅକାଳରେ ଲିଭିଗଲା ୧୮ ଜୀବନ । ଜୀବିକା ପାଇଁ ଯାଇ ଜୀବନ ଦେଇ ଫେରିଲେ । କର୍ମକ୍ଷେତ୍ରରୁ ଫେରିବା ବେଳେ ସତେ ଯେପରି ଆଁ କରି ରହିଥିଲା ମୃତ୍ୟୁ, ଗିଳି ଦେଇଗଲା ।

ISISI Agent
ଦେଶରେ ସନ୍ଦିଗ୍ଧ ISISI ଏଜେଣ୍ଟ୍ ! ବିମାନବନ୍ଦର ଉଡ଼ାଇବାକୁ ଦେଇଥିଲେ ଧମକ

ଭାରତରେ ସନ୍ଦିଗ୍ଘ ଆତଙ୍କବାଦୀ! ଗୁଜୁରାଟର ଅହମଦାବାଦରୁ ଧରା ପଡ଼ିଲେ ୪ ସନ୍ଦିଗ୍ଧ ISISI ଆତଙ୍କବାଦୀ । ଆଜି ଗୁଜୁରାଟର ଆଣ୍ଟି ଟେରର୍ ସ୍କ୍ୱାର୍ଡ ଆତଙ୍କବାଦୀମାନଙ୍କୁ ଅହମଦାବାଦ ବିମାନବନ୍ଦରରୁ ଗିରଫ କରିଛି ।

Odisha 2nd Phase polls
ଦୁନିଆ ଦେଖିପାରୁନୁ ହେଲେ ଭୋଟ୍‌ ଦେବୁ

ସୁନ୍ଦରଗଡ ଲୋକସଭା କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ଦୃଷ୍ଟିବାଧିତ ବୃଦ୍ଧା ଓ ସାଧାରଣ ଭୋଟର । ଭୋଟ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି ।

PM Modi
ବିଜୟ ଲାଭ କରି ମୋଦି ପୁଣି ଶ୍ରୀମନ୍ଦିର ଆସିବେ

'ବିଜୟ ଲାଭ କରି ମୋଦି ପୁଣି ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିର ଆସିବେ। ଆଜି ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇ ଉଠିଥିଲେ ମୋଦି'

PM Modi
ଓଡ଼ିଆରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆରେ ମୋଦି କହିଲେ, ଏଠାରେ ଉପସ୍ଥିତ ଥିବା ଭାଇ ଭଉଣୀମାନଙ୍କୁ ମୋର ନମସ୍କାର ଜୁହାର । ତାପରେ ଯାହା କହିଲେ, ତାହା ଶୁଣିଲେ ଆପଣଙ୍କ ଶରୀରରେ ଶିହରଣ ଖେଳିଯିବ ।

Odisha Politics
BJP ଟପ୍ ଫାଇପ୍‌କୁ ନେଇ ଟେନସନ୍‌ରେ BJD; ହଜାଇ ଦେଲେଣି ନବୀନଙ୍କ ନିଦ

ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍ । କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ ।

Water Crisis
ପାଣି ପାଇଁ ରାସ୍ତା ରୋକ୍, ରାଜରାସ୍ତାରେ ଶତାଧିକ ମହିଳା

ଗ୍ରୀଷ୍ମ ତାତି ସାଙ୍ଗକୁ । ଏବେ ନିର୍ବାଚନ ବେଳେ ଲୋକଙ୍କ ପାଣି ସମସ୍ୟା ବଡ଼ ମୁଦ୍ଦା ପାଲଟିଛି । ବାଲେଶ୍ୱର ସଦର ବ୍ଲକ ମିରିଗୀମୁଣ୍ଡି ଗାଁର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।

Odisha Election
ସରିଲା ପ୍ରଚାର, ଏବେ ଯୁଦ୍ଧକୁ ଅପେକ୍ଷା; ଦିନକ ପରେ ଭୋଟିଂ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି । ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।