• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Odisha Assembly
ଗୃହରେ ଛତୁଆ ଝଡ଼

ଛତୁଆକୁ ନେଇ ବିଧାନସଭାରେ ଉଦବେଗ । ଛତୁଆର ମାନ ନେଇ ଏକାଧିକ ବିଧାୟକଙ୍କ ଉଦବେଗ ପ୍ରକାଶ କରିବା ଗୃହରେ ଛତୁଆ ଝଡ଼ ।

Chhatua Scam
ଛତୁଆ ଦୁର୍ନୀତି: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଛତୁଆ ଦୁର୍ନୀତି ନେଇ ବିଧାନସଭା ଗୃହରେ ବିଧାୟକଙ୍କ ଉଦବେଗ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

Malkangiri
ପାଣି କମିଲା, ଗାଡ଼ି ଚଳାଚଳ ସ୍ୱାଭାବିକ

ମାଲକାନଗିରି କାଙ୍କରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରୁ ପାଣି କମିଲା, ଗାଡ଼ି ଚଳାଚଳ ସ୍ୱାଭାବିକ ।

Swayat Sasan Divas
ଆଜି ସ୍ୱାୟତ୍ତ ଶାସନ ଦିବସ

ଆଜି ସ୍ୱାୟତ୍ତ ଶାସନ ଦିବସ । ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ହୋଇଛି ଜୋରଦାର ପ୍ରସ୍ତୁତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

Heavy Rain
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

PM USHA
ପିଏମ୍ ଉଷା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ- ପିଏମ୍ ଉଷା ପାଇଁ କୃଷି ଭବନ ଅଡିଟୋରିୟମଠାରେ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବକ୍ତବ୍ୟ ରଖୁଛନ୍ତି ।

Weather
ଦକ୍ଷିଣ ଓଡ଼ିଶାରେ ଭିଜେଇବ ବର୍ଷା! ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Raid in Bhubaneswar
ଫିଟୁନି ରହସ୍ୟ ! ଏୟାରପୋର୍ଟ ପରିସରରୁ ଜବତ ସୁନା-ରୁପାକୁ ନେଇ ତନାଘନା, ମିଳୁନି ହିସାବ

ଭୁବନେଶ୍ୱର ବିମାନ ବନ୍ଦର ପରିସରରୁ ଦୁଇ ଦୁଇଟି ଭ୍ୟାନରୁ ମିଳିଥିବା ବିପୁଳ ସୁନା, ରୁପା ଗଣତିରେ ଯବନିକା ପଡ଼ିଛି ସତ । କିନ୍ତୁ, ଫିଟୁନି ପ୍ରେରକ ଓ ଗ୍ରାହକଙ୍କ ସଂପର୍କିତ ରହସ୍ୟ ।

Kapil Sharma
ଦିନେ ଟେଲିଫୋନ ବୁଥରେ କାମ କରୁଥିଲେ, ଆଜି ପ୍ରାଇଭେଟ୍ ଜେଟ୍‌ର ମାଲିକ

ଆଜି ଆମେ ଏପରି ଏକ ତାରକାଙ୍କ କଥା କହିବୁ, ଯିଏ ଗୋଟେ ସମୟରେ ଟେଲିଫୋନ୍ ବୁଥରେ କାମ କରୁଥିଲେ । ନିଜ ଭାଗ୍ୟ ଓ ଅଧ୍ୟବସାୟ ବଳରେ ସେ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ।

Subhadra Yojna
ସୁଭଦ୍ରା ଯୋଜନାକୁ ନେଇ ପୁଣି ଆସିଲା ବଡ଼ ଖବର!! ଏମାନେ ବି କରିପାରିବେ ଆବେଦନ..

‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ ବି କରିପାରିବେ ଆବେଦନ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Adapa Mandap Incidents
ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ ? ଅଘଟଣ ରୋକିବାକୁ ୮ ସୂତ୍ରୀ ପଏଣ୍ଟ ଉପରେ ଫୋକସ୍

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି ।

Subhadra Yojna
ଆଧାର କାର୍ଡରେ ନାହିଁ ମୋବାଇଲ ନମ୍ବର, କେମିତି ମିଳିବ ସୁଭଦ୍ରା ଟଙ୍କା ..

ଆସି ସାରିଛି ସୁଭଦ୍ରା ଯୋଜନାର SOP । ଆସନ୍ତା ସେପ୍ଟେମ୍ବର ୧୭ ରୁ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ।

Mamata Banerjee
ମୋଦିଙ୍କୁ ପୁଣି ଚିଠି ଲେଖିଲେ ମମତା, ତେଜିଲା ରାଜନୀତି!! କଡା ନିଶାନା କଲା ବିଜେପି, କହିଲା...

ଦୁଷ୍କର୍ମ ଅପରାଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି ।

Sri Mandir FM
ଆଡ଼ପ ମଣ୍ଡପ ଅଘଟଣ: ଗଠନ ହେବ ସମନ୍ୱୟ ଟିମ୍, ଆରମ୍ଭ ହେବ ଶ୍ରୀମନ୍ଦିର FM ରେଡିଓ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି ।

Breast Feeding
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ

ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ ।

Appointment Letters
ପାଳନ ହେବ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି

ପାଳନ ହେବ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ସେପ୍ଟେମ୍ବରରେ ମୋହନ ସରକାର କରିବେ ନିଯୁକ୍ତି ମେଳା । ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ପତ୍ର ବାଣ୍ଟିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।

Shuts Down
ତେଲକୋଇରେ ଅଖଚକ ସବୁ ବନ୍ଦ

ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧକରି ସମାକୋଇ ଚକଧର ସମନ୍ୱୟ ସମିତି ପକ୍ଷରୁ `୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସମନ୍ୱୟ ସମିତିର କର୍ମକର୍ତ୍ତା ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହିତ ଗାଡ଼ିମାଟର ଚଳାଚଳକୁ ବନ୍ଦ କରିଛନ୍ତି ।...

Nandotsav
ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି

ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ ।

Odisha Politics
ଓଡିଶା ରାଜନୀତିରେ ୯ ସଂଖ୍ୟାର ଝଲକ୍

ଓଡିଶା ରାଜନୀତିରେ ୯ ସଂଖ୍ୟାର ଝଲକ୍ । ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ । ଜ୍ୟୋତିର୍ବିଦଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର । ୯ ସଂଖ୍ୟାର ସୁଫଳ, ବିଜେପି ପାଇଥିବା ବେଳେ ବିଜେଡି ପାଇଁ ବୁମେରାଂ ହୋଇଛି ।

Divyanshi Rana
୨ବର୍ଷ ଝିଅର ରେକର୍ଡ

ବିସ୍ମୟକର ବାଳିକା ଦିବ୍ୟାଂଶୀ ରଣା। ନାଁ ଯେପରି ତା କରମତି ମଧ୍ୟ ସେପରି। କାରଣ ମାତ୍ର ଦୁଇ ବର୍ଷ ତିନି ମାସର ବୟସରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏତେ କମ ବୟସରେ ମଧ୍ୟ ଜାତୀୟ ସଙ୍ଗୀତ, ବିଭିନ୍ନ ମନ୍ତ୍ର ଓ ସାଧାରଣ ଜ୍ଞାନ...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।