• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Weather Update
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର .. ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

Bharatpur Incident
ଭରତପୁର ଘଟଣାରେ ହୁଲୁସ୍ତୁଲ୍ ରାଜ୍ୟ, ପୋଲିସ କରୁଥିଲା ମେଳି! କିଏ ଦେଇଥିଲା ଅନୁମତି ?

ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ସେ ବେଳରେ ଆଇନଶୃଙ୍ଖଳା ରକ୍ଷାକୁ ପଛ କରି ତମାମ ଥାନା ଛାଡ଼ି କାହା ଅନୁମତିରେ ମେଳି କରିଥିଲେ କମିଶନରେଟ୍ ପୋଲିସ୍ କର୍ମଚାରୀ?

Odisha Bussiness Award 2024
ବିଜନେସ୍ ଓଡ଼ିଶା ଆୱାର୍ଡ ୨୦୨୪: ଜାଣନ୍ତୁ ଶିକ୍ଷା ବିଭାଗରେ କିଏ ଅଛନ୍ତି ...

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ...

Bharatpur Incident
ଭରତପୁର କଳଙ୍କରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ! ସରକାରଙ୍କ କସରତ, ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଲେ ଖୋଦ୍ ମୁଖ୍ୟମନ୍ତ୍ରୀ

ଭରତପୁର ଥାନା ବିବାଦର ସମାଧାନ ପାଇଁ ସରକାରଙ୍କ କସରତ । ଗୋଟିଏ ପଟେ ବିଳମ୍ବିତ ରାତି ଯାଏଁ ଖୋଦ୍ ମୁଖ୍ୟମନ୍ତ୍ରୀ ବୈଠକ କରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ, ଆଉ ଅନ୍ୟପଟେ ପୀଡ଼ିତା, ତାଙ୍କ ବାପା ଓ ଆର୍ମି ମେଜରଙ୍କ ସହ ଲୋକସେବା ଭବନରେ ଆଲୋଚନା ବି...

Odisha Bussiness Award 2024
ବିଜନେସ୍ ଓଡ଼ିଶା ଆୱାର୍ଡ ୨୦୨୪: ଜାଣନ୍ତୁ ଜୁଏଲାରୀ ବିଭାଗରେ କିଏ ଅଛନ୍ତି ...

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ...

Tribals Protest
ତାତିଲେ ଆଦିବାସୀ .. ଜଙ୍ଗଲ ଜମିର ସଂପୂର୍ଣ୍ଣ ଅଧିକାର ପାଇଁ ଦାବି

ଜଙ୍ଗଲ ଜମି ଅଧିକାର ଆଇନକୁ ସଂପୂର୍ଣ କାର୍ଯ୍ୟକାରୀ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗଠନ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Medical Study
ବାପାମାଆ ଦିନ ମଜୁରିଆ, ପୁଅର ଡାକ୍ତର ହେବାକୁ ଇଚ୍ଛା.. ହେଲେ ଅଣ୍ଟିରେ ନାହିଁ ଟଙ୍କା

ଗରିବ ଦିନ ମଜୁରିଆ ବାପା ମାଆଙ୍କ ପୁଅ ବନିବ ଡାକ୍ତର କିନ୍ତୁ ଏଥିପାଇଁ ଅର୍ଥ ସାଜିଛି ବାଧକ ।

Judicial Inquiry
'ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଆମ କଥା ଶୁଣିଛନ୍ତି' : ପୀଡ଼ିତା

ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭରତପୁର ଥାନା ଘଟଣାର ପୀଡ଼ିତା ।

BJD Crisis
ଭୁବନେଶ୍ୱର ବିଜେଡିରେ ତେଜିଲା ବିବାଦ ! ଗଣ୍ଡଗୋଳ ନେଇ ବର୍ଷିଲେ ଦୁଇ କର୍ପୋରେଟର୍

ଭୁବନେଶ୍ୱର ବିଜେଡିରେ ବଢୁଛି ଅନ୍ତଃକନ୍ଦଳ । ଗତକାଲି ଶଙ୍ଖଭବନରେ ହଙ୍ଗାମା ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଅଣିଛନ୍ତି ବିଜେଡିର ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ।

Food Safety Department
କ୍ଷୀରରେ ମିଶୁଛି ସୋଡ଼ା, କେମିକାଲ, ଦୂଷିତ ଜଳ ! ଚଢ଼ାଉ ବେଳେ ମିଳିଲା ସୁରାକ୍

ନକଲି ...ନକଲି...ଆଉ ନକଲି... ଯେଉଁଠି ହାତ ରଖିବେ ବାହାରିବ ପୁଳା ପୁଳା ନକଲି ସାମଗ୍ରୀ । କେତେବେଳେ ଖାଇବା ତେଲ, ହଳଦୀ ଗୁଣ୍ଡ ତ ପୁଣି କେତେବେଳେ ମସଲା ଗୁଣ୍ଡ ଠୁ ନେଇ ନଡ଼ିଆ ତେଲ, ରାଶିତେଲ ଯାଏ । ସବୁଠି ଅପମିଶ୍ରଣ...ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଲୋକେ...

Atishi Marlena
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସାଜିଲେ ଭରତ, ରାମଙ୍କ ପାଇଁ ଛାଡ଼ିଲେ ଚୌକି

ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ ।

E-KYC
ପ୍ରବାସୀ ଓଡ଼ିଆଙ୍କୁ ଘାରିଛି E-KYC ଟେନସନ୍, ଡାଟା ଅପଡେଟ୍ ନାଁରେ ମଗାଯାଉଛି ଲାଞ୍ଚ

ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି ।

Odisha Politics
ବିଜେଡି ଗଢ଼ିବ ସରକାର, ହେବ କି ମେଣ୍ଟ ? ମୁଙ୍ଗେରି ଲାଲର ହସିନ୍ ସ୍ୱପ୍ନ ନା ପାଗଳର ପ୍ରଳାପ!!

'କଂଗ୍ରେସ୍ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା' । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସଭାରେ ଏଭଳି ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା ।

Subhadra Yojna
ଅଙ୍ଗନୱାଡ଼ି କର୍ମୀଙ୍କୁ ଆକ୍ରମଣ .. ବିଜେଡିକୁ ଘାରିଛି କି ସୁଭଦ୍ରା ଭୟ ?

ସୁଭଦ୍ରା ରାଲି ଆୟୋଜନ କଲେ ବୋଲି ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ବାଡେଇଲେ । ଭୁବନେଶ୍ୱରରେ 'ମୋ ସେବା' କେନ୍ଦ୍ର ପରିଚାଳକ ବିଜେଡି ସମର୍ଥିତ ହୋଇଥିବାରୁ ବାହାନା ବାଜି କରି ସାଧାରଣ ମହିଳାଙ୍କୁ ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି ।

Housing Controversy
ସାମ୍ନାକୁ ଆସିଲା ଆଉ ଏକ କେଳେଙ୍କାରୀ! ଅଯୋଗ୍ୟଙ୍କୁ କିଭଳି ମିଳିଲା ଘର ?

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ସହଜରେ ବାସ ସ୍ଥାନ ଯୋଗାଇ ଦେବାକୁ ସରକାର ଆରମ୍ଭ କରିଥିଲେ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ । ରାଜୀବ ଆୱାସ ଯୋଜନାରେ ଘର ପ୍ରଦାନ କରାଗଲା ହେଲେ ଘର ମିଳିବାର ୬ ମାସ ପରେ ସାମ୍ନାକୁ ଆସିଛି କେଳେଙ୍କାରୀ ।

Ekalabya Puraskar
ପ୍ରତ୍ୟାଶାଙ୍କୁ ଏକଲବ୍ୟ ପୁରସ୍କାର, ପାଇବେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି

ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୩୨ ତମ ଏକଲବ୍ୟ ପୁରସ୍କାର ।

Sankha Bhavan
ଶଙ୍ଖଭବନରେ ଏବେ କାହା ପତିଆରା ? ହରତାଳ ପାଇଁ ଚାଲିଥିଲା ପ୍ରସ୍ତୁତି, ହଠାତ୍ ହେଲା ...

ଶଙ୍ଖଭବନରେ ହଙ୍ଗାମା । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟାଳୟରେ ହରତାଳ ପ୍ରସ୍ତୁତି ବୈଠକ ବେଳେ ହଙ୍ଗାମା । ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଘଟଣାରେ ବିଜେଡି ୨୪ ତାରିଖରେ ହରତାଳ ଡାକରା ଦେଇଛି ।

Chicken Pakoda
ମାନିଲେନି ବାର୍ଡଫ୍ଲୁ, ଖାଇଗଲେ ୨ କ୍ୱିଣ୍ଟାଲ ମାଗଣା ଚିକେନ୍ ପକୋଡା !!

ରାଜ୍ୟରେ କାୟା ମେଲାଇ ଚାଲିଛି ବାର୍ଡଫ୍ଲୁ । ଏପରି ଅବସ୍ଥାରେ ସାଧାରଣ ଲୋକେ ଚିକେନ୍ ଖାଇବା ପ୍ରାୟତଃ ଛାଡ଼ିଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଆଜି ମାଗଣା ଚିକେନ୍ ଖାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

Bharatpur Incident
ସେଦିନ ରାତିରେ କ'ଣ ଘଟିଥିଲା, କ୍ରାଇମବ୍ରାଞ୍ଚ ଆଗରେ ସତ ଓଗାରିଲେ କ୍ୟାପଟେନ୍!!

ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କ୍ୟାପଟେନ୍ ଗୁରୁବଂଶ ସିଂଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଭୁବନେଶ୍ୱର ୧୨୦ ବାଟାଲିଅନରେ ଗୁରୁବଂଶଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

IND vs BAN
IND vs BAN: ଭାରତ ନାମରେ ପ୍ରଥମ ଟେଷ୍ଟ, ଧୂଳି ଚାଟିଲା ବାଂଲାଦେଶ

ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭାରତର ବୃହତ ବିଜୟ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନରେ ହରାଇଲା ଟିମ୍ ଇଣ୍ଡିଆ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।