• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

BJP Short Of Majority
ମୋଦିଙ୍କ ପାଖେ ମନ୍ତ୍ରୀପଦ ପାଇଁ ଅଳି; ନାଇଡୁ କହୁଛନ୍ତି ୫, ନୀତୀଶ କହୁଛନ୍ତି ୨!

ଏକାକୀ ଲୋକସଭାରେ ସରକାର କରିବାକୁ ଆଶା ରଖିଥିବା ବିଜେପି ବର୍ତ୍ତମାନ ଛନ୍ଦି ହୋଇ ତଳେ ପଡ଼ିଛି । ମ୍ୟାଜିକ୍ ନମ୍ୱର ଛୁଇଁବା ପାଇଁ ସହଯୋଗୀ ଦଳଙ୍କର ଆବଶ୍ୟକତା ଥିବା ବେଳେ ମୌକେ ପେ ଚୌକା ମାରିବାକୁ ଚେଷ୍ଟା କରୁଛନ୍ତି ସହଯୋଗୀ ।

Savitri Vrat
ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ମଙ୍ଗଳ କାମନା କରି ସଧବାଙ୍କ ପୂଜାର୍ଚ୍ଚନା

ଆଜି ଜ୍ୟୈଷ୍ଠ, ସାବିତ୍ରୀ ବ୍ରତ । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ ।

Weather
ଆଶ୍ୱସ୍ତି ଆଣିବ ବର୍ଷା, ମୌସୁମୀ ପାଇଁ ପାଗ ଅନୁକୂଳ; ୪ ଦିନରେ ଛୁଇଁବ!

ଆସନ୍ତା ୩ରୁ ୪ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

Sunita Williams
ତୃତୀୟ ଥର ପାଇଁ ମହାକାଶରେ ଭାରତୀୟ ବଂଶୋଦ୍ଭବ, ୫୯ ବର୍ଷରେ ସୁନିତାଙ୍କ ଯାତ୍ରା

ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା ।

NDA
ବାହାରିଲା ଫଳାଫଳ, ଏନଡିଏର ପ୍ରଥମ ବୈଠକ; ୮ରେ ପ୍ରଧାନମନ୍ତ୍ରୀଙ୍କ ଶପଥ

ଲୋକସଭା ନିର୍ବାଚନ ଫଳାଫଳ ପରେ ଦିଲ୍ଲୀରେ ଗତକାଲି ଏନଡିଏ ବୈଠକ ଶେଷ ହୋଇଛି । ଏହି ବୈଠକରେ ଏନଡିଏର ସମସ୍ତ ଦଳ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି ।

Panchang
Panchang Today 6th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଜିନିଷ କ୍ରୟ କରନ୍ତୁ

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୬ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି।

Odisha Election
ବାଜି ଜିତିଲେ ବୈଜୟନ୍ତ, ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ..

ଜିତିବା ଉପରେ ବୈଜୟନ୍ତ ପଣ୍ତା । ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି ବୈଜୟନ୍ତ ପଣ୍ତା ।

Election
ସର୍ବାଧିକ ଭୋଟ୍ ରେ ଜିତିବେ କି ରାହୁଲ! ଆଖି ପାଉନି ବିଜୟ ମାର୍ଜିନ୍

ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍‌ରେ ଜିତିଲେ ରାହୁଲ ଗାନ୍ଧି । ରାଏବରେଲିରେ ଅଞ୍ଚଳରୁ ଲଢ଼ୁଥିଲେ ରାହୁଲ । ତେବେ ସେ ନିଜ ବିପକ୍ଷ ବିଜେପିର ଦୀନେଶ ପ୍ରତାପ ସିଂଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି ।

Odisha Election
ଝାରସୁଗୁଡ଼ାରେ ଚିତ୍‌ପଟାଙ୍ଗ ବିଜେଡ଼ି, ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର

ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି ।

Election
୪ ଲକ୍ଷ ଭୋଟ୍‌ରେ ଆଗୁଆ କଙ୍ଗନା, ପଛରେ ପଡ଼ିଲେ ବିକ୍ରମାଦିତ୍ୟ

ଆଗରେ କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଅଭିନେତ୍ରୀ କଙ୍ଗନା ରଣାୱତ୍ ଆଗରେ ରହିଛନ୍ତି ।

Accident
୩୦ ଫୁଟ ଓଭର ବ୍ରିଜ୍‌ ଉପରୁ ଖସିଲା ବୋଲେରୋ, ଆଖି ବୁଜିଦେଲେ ୨ଜଣ

ଲାଗିଥିଲା ଜଗା ଡୋରୀ... ହେଲେ ଅଧାରାସ୍ତାରୁ ବାନ୍ଧି ନେଲା ଯମ । କେହି କିଛି ବୁଝିବା ଆଗରୁ ଯେମିତି ଅଦିନିଆ ମେଘ ପରି ଆକାଶଟାରେ କଳା ମେଘ ଢାଙ୍କିଗଲା ।

Election
ମତଦାନ କରିବାରେ ଇତିହାସ ରଚିଲା ଭାରତ, ରେକର୍ଡ ୬୪ କୋଟି ୨୦ ଲକ୍ଷ ଭୋଟଦାନ

ଦେଶରେ ଚଳିତ ସାଧାରଣ ନିର୍ବାଚନ ଐତିହାସିକ । ମତଦାନରେ ବିଶ୍ୱ ରେକର୍ଡ ହୋଇଛି । ରେକର୍ଡ ୬୪ କୋଟି ୨୦ ଲକ୍ଷ ମତଦାନ କରିଛନ୍ତି । G7 ଦେଶର ମତଦାତାଙ୍କଠାରୁ ଦେଢ ଗୁଣା ଅଧିକ ।

Sandeshkhali Violence
ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା, ପୋଲିସ ମହିଳା ମୁହାଁମୁହିଁ

ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା । ସନ୍ଦେଶଖାଲିରେ ଟିଏମସି କର୍ମୀ ମାନେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Delhi Water Crisis
ଖରା ସାଧୁଛି ଦାଉ; ପାଣି ପାଇଁ ଡହଳବିକଳ ଲୋକେ, ଦିଲ୍ଲୀରେ ପରିସ୍ଥିତି ଜଟିଳ

ଦିଲ୍ଲୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।

Team India
ଇରଫାନ ପଠାନଙ୍କ ବିସ୍ଫୋରକ ବୟାନ୍, ବିରାଟ-ରୋହିତ୍‌ଙ୍କ ଉପସ୍ଥିତି ଦୁର୍ବଳ କରୁଛି

ଆଉ ଗୋଟାଏ ଦିନ ପରେ ଭାରତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ତେବେ ଭାରତର ପ୍ଲେଇଂ ଏକାଦଶ କଣ ରହିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ପ୍ଲେଇଂ ଇଲେଭେନ୍‌କୁ ନେଇ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ।

Stock Market
ସେୟାର ମାର୍କେଟର ବଡ଼ ଲମ୍ପ, ଏକ୍ଜିଟ୍ ପୋଲ୍ ପରେ ରେକର୍ଡ ସ୍ତରରେ ବଜାର ଉତ୍ସାହ

ମାର୍କେଟ ଖୋଲା ହେବା ପରେ ସେନସେକ୍ସରେ ଆଜି ୨୫୦୦ ପଏଣ୍ଟ ବୃଦ୍ଧି ଘଟିଛି । ଏହା ସହ ନିଫ୍ଟି୫୦ ମଧ୍ୟ ନିଜର ରେକର୍ଡ ଭାଙ୍ଗିଛି । ଏହା ଗତ ଚାରି ବର୍ଷ ମଧ୍ୟରେ ସବୁଠାରୁ ବଡ ଲମ୍ପ ମାରିଛି ।

Electronics Device
ଅଧିକ ଖରା ପାଇଁ ଗରମ ହେଉଛି ଡିଭାଇସ୍, ଘର ପାଇଁ ସାଜୁଛି ବିପଦ

ଦେଶରେ ଚାଲିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ । ନିକଟରେ ଦିଲ୍ଲୀରେ ତାପମାତ୍ରା ୫୩ ଡିଗ୍ରୀ ଛୁଇଁଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷୁଛି ନିଆଁ । ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ସ ଫାଟିବାର ମଧ୍ୟ ଖବର ଆସୁଛି ।

Puri Blast
ପୁରୀ ବାଣ ବିସ୍ଫୋରଣ; ୧୧ ମୃତ, ୨୦ରୁ ଅଧିକ ଆହତ

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ସରକାରୀ ଭାବେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

Election
ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା, TMC କର୍ମୀଙ୍କ ଆକ୍ରମଣରେ BJP କର୍ମୀଙ୍କ ମୃତ୍ୟୁ!

ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ । ଗତକାଲି ଶେଷ ପର୍ଯ୍ୟୟ ଭୋଟ ଥିବା ବେଳେ ଦୁର୍ବୃତ୍ତ ମାନେ ହଫିଜୁଲଙ୍କୁ ହତ୍ୟା କରିବା ସହ ତାଙ୍କୁ ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ।

Bahanaga Train Accident
ବାହାନଗା ରେଳ ଟ୍ରାଜେଡିକୁ ବର୍ଷେ, ଗୋଟିଏ ଝଟକାରେ ଚାଲି ଯାଇଥିଲା ୨୯୬ ଜୀବନ

ସେଦିନ ଥିଲା ୨ ଜୁନ୍, ୨୦୨୩ । ବାଲେଶ୍ୱର ଜିଲ୍ଲା ବାହାନଗା । ଘଟିଥିଲା ଛାତିଥରା ଟ୍ରେନ ଟ୍ରାଜେଡି । ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଛି । ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।