• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Aparajita Sarangi
ସନ୍ଦେହରେ ପୋଲିସ ଅଫିସରଙ୍କ ଭୂମିକା ! ରିଗିଂ ଆଶଙ୍କାରେ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏଥିପାଇଁ ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ବିଜେଡି...

BJD MLA Pratap Jena
ବିଧାୟକଙ୍କ ଏ କି ବ୍ୟବହାର! ମହିଳାଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ, ଭିଡିଓ ଭାଇରାଲ୍

ମହିଳା ୱାର୍ଡମେମ୍ବର ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ ଅଭିଯୋଗ । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି ।

Naveen Patnaik
ମୁଖ୍ୟମନ୍ତ୍ରୀ ସେ ଶବ୍ଦ ବ୍ୟବହାର କରନ୍ତିନି, ପୁଣି ଭିଡିଓରେ କେମିତି କହିଲେ: ସମୀର ମହାନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧକ ରଖାଯାଇଛି । ପ୍ରେସମିଟରେ ଭିଡିଓ ଦେଖାଇ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ନେତା ସମୀର ମହାନ୍ତି ।

Odisha Election
ନବୀନଙ୍କୁ ଆରାମ୍, ବିଜେପିକୁ କାମ; ବିଦା ହେବ ଆଉଟସୋର୍ସିଂ ସରକାର: ନଡ୍ଡା

ପ୍ରଥମ ଓ ଦ୍ୱିତୀୟ ଦଫା ଭଳି ତୃତୀୟ ଓ ଚତୁର୍ଥ ପାଳି ଭୋଟ୍ ପୂର୍ବରୁ ଶାସକ ବିଜେଡି ଉପରେ କେନ୍ଦ୍ରୀୟ ନେତାଙ୍କ ପ୍ରଚଣ୍ଡ ପ୍ରହାର । ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତ ସେପଟେ ସମ୍ବଲପୁର ଓ...

Odisha Election
ସରିଲା ପ୍ରଚାର ଯୁଦ୍ଧ; ଦିନକ ପରେ ୬ ଲୋକସଭା, ୪୨ ବିଧାନସଭା ପାଇଁ ଭୋଟିଂ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ ମୁହାଁ । ସ୍କ୍ୱାଡ୍ ଜଗିବ ଅନ୍ଧାରୀ ବିଜେ ।

Odisha Election
ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ସରିଲା ପ୍ରଚାର; ମଇଦାନରେ ହେଭିୱେଟ୍

ଓଡ଼ିଶାରେ ଆସନ୍ତା ୨୫ ତାରିଖରେ ପଡ଼ିବ ଭୋଟ୍ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର ।

Odisha Election
ବିଜେପିର ସାଙ୍ଘାତିକ୍ ଅଭିଯୋଗ, ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ପ୍ରଣବ ପ୍ରକାଶ ଦାସ

ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏଭଳି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସମ୍ବଲପୁରରେ ବିଜେଡି ହାରିବା...

Head transplant
କଟାମୁଣ୍ତ ଯୋଡ଼ିବ ରୋବୋଟ୍ ! ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ କେବେ ଭାବିଛନ୍ତି କି, ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି...

Aparajita Sarangi
ବିରୋଧ କରିଛି ତ ପ୍ରମାଣ ଦିଅ, ନହେଲେ ବିତର୍କକୁ ଆସ: ଅପରାଜିତା

ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯଦି ବିରୋଧ କରିଛି ତେବେ ପ୍ରମାଣ ଦିଅ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା ।

Cyclone
ବଙ୍ଗୋପସାଗରରେ ଆସୁଛି ବାତ୍ୟା !୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ରୂପ ନେଇପାରେ

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାଇକ୍ଲୋନ । ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

Yogi Adityanath
ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ : ଯୋଗୀ ଆଦିତ୍ୟନାଥ

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ମାହାଙ୍ଗା କୁଳିଆରେ ଯୋଗୀଙ୍କ ବକ୍ତବ୍ୟ । ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭୁରି ପ୍ରଶଂସା କଲେ ଯୋଗୀ । ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ ବୋଲି କହିଲେ ।

Odisha Election
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଭୋଟ୍, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ରାଜଧାନୀରେ ଫ୍ଲାଗ ମାର୍ଚ୍ଚ

ଦୁଇ ଦିନ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପଡ଼ିବ ଭୋଟ୍ । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Odisha Politics
ସର୍ଟ ଭିଡିଓରେ ନବୀନ ବାବୁ କହୁଛନ୍ତି ନା AI: ସମୀର ମହାନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି ବିଜେପି । ସର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI, ପଚାରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ।

Flight
ଆପଣ ବିମାନଯାତ୍ରା କରୁଛନ୍ତି କି, ଝଡ଼ ସମୟରେ ହଠାତ୍ ଥରି ଉଠିଲେ କ’ଣ କରିବେ...

ମଝି ଆକାଶରେ ମହା ଅଘଟଣ । ହଠାତ ଭୟଙ୍କର ଭାବେ ଥରି ଉଠିଲା ଚଳନ୍ତା ବିମାନ । ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଯାତ୍ରୀବାହୀ ବିମାନରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

Instagram Reels
ଭ୍ୟୁଜ୍ ପାଇବା ପାଇଁ ୧୦୦ ଫୁଟ୍ ଉଚ୍ଚରୁ ଡେଇଁଲେ ଯୁବକ, ତା’ପରେ ଯାହା ହେଲା...

ରିଲ୍ସ କରିବା ପାଇ ଜଣେ ୧୮ ବର୍ଷୀୟ ଯୁବକ ଗଭୀର ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି । ଗତକାଲି ଏହି ଘଟଣା ଘଟିଛି । ରିନ୍ସ କରିବା ଚକ୍କରରେ ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି ଯୁବକ ।

Weather
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ସୁଦ୍ଧା ଅବପାତ; ଅଶାନ୍ତ ରହିବ ସମୁଦ୍ର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

Odisha Election
ନିର୍ବାଚନ ବେଳେ ହିଂସା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଦଳ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନେକ ସ୍ଥାନରେ ସଂଘଟିତ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଲୋଇସିଂହା ୧୦୮ ନମ୍ବର ବୁଥରେ ସବୁ ସୀମା ଟପିଯାଇଥିଲା ବିଶୃଙ୍ଖଳା ।

IPL 2024
ଏକତରଫା ଭାବେ ଜିତିଲା ମ୍ୟାଚ, ହାଇଦ୍ରାବାଦକୁ ହରାଇ ଫାଇନାଲରେ କୋଲକାତା

ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ ।

Arun Govil
ଆଜି ଓଡ଼ିଶା ଆସିବେ ରାମାୟଣ 'ରାମ', ୪ ସଭାରେ ଦେବେ ଯୋଗ

ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ । ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ ।

Weather
ଆଜି ଲଘୁଚାପ, ୨୪ ସକାଳେ ଅବପାତ; ୨୫ରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବଡ ବର୍ଷା । ଆଜି ଲଘୁଚାପ, ୨୪ରେ ହେବ ଅବପାତ । ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।