• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Narendra Modi
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ, ବାୟୁସେନା ତରଫରୁ କଟକରେ ମକଡ୍ରିଲ୍

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ଭାରତୀୟ ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟର ଦ୍ୱାରା କଟକ ଆସିବେ, ତେଣୁ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।

BBSR DCP
ଅଶ୍ଲୀଳ ପୋଷ୍ଟ ହଟାଇଲା କମିଶନରେଟ ପୋଲିସ, ସୂଚନା ଦେଲେ କମିଶନର୍

ନିର୍ବାଚନ ବେଳେ ଭୁବନେଶ୍ୱରରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଏବଂ ଫଟୋ ପୋଷ୍ଟ ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ୨୪୯ଟି ପୋଷ୍ଟ ହଟାଇଛି କମିସନରେଟ ପୋଲିସ ।

Weather Update
ତାତିରୁ ତ୍ରାହି, ଆଉ ୨ ଦିନ ଜୋର୍ ଖରା ପରେ ଲଗାତାର ବର୍ଷା

ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Odisha Politics
୪ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା, ୧୧ ପ୍ରାର୍ଥୀ ପଞ୍ଚମ ପାସ୍; ୩୩% କୋଟିପତି

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ ।

Swati Maliwal
ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଗିରଫ ହେଲେ କେଜ୍ରିୱାଲଙ୍କ PS

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ PS ଗିରଫ । PS ବୈଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି ।

VK Pandian
ପାଣ୍ଡିଆନଙ୍କ ଭୁଲ୍ ସମ୍ବୋଧନ, ତେଜିଲା ରାଜନୀତି; ଗର୍ହିତ ଅପରାଧ କହିଲା ବିଜେପି

ଶାସକ ବିଜେଡିର ମଂଚରେ ଖୋଦ୍ ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶାର ବରପୁତ୍ରଙ୍କ ଅପମାନ । ସମ୍ବଲପୁର ସଭାରେ ମାଟିର ପୁଅ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡିର ନେତା ଭିକେ ପାଣ୍ଡିଆନ୍ ସନ୍ଥ କବି କହି ସମ୍ବୋଧିତ କରିବା ପରେ ତେଜିଛି ରାଜନୀତି ।

Khallikote Murder case
୪୮ ଘଣ୍ଟା ପୁରିଲା, SIT ଗଠନ ହେଲା; ତଥାପି ପ୍ରଶ୍ନ, ପରିବାରକୁ ନ୍ୟାୟ ମିଳିବ ତ?

ନିର୍ବାଚନୀ ହିଂସାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏଥର ଖଲ୍ଲିକୋଟ କାଣ୍ଡକୁ ନେଇ ହଇଚଇ । ୪୮ ଘଣ୍ଟା ପୁରିଲା । ବିଜେପି କର୍ମୀଙ୍କୁ ହତ୍ୟାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନା ପହଞ୍ଚି ପାରିଲା ପୋଲିସ, ନା ଶୋକସନ୍ତପ୍ତ ପରିବାରକୁ ଦେଇଛି ନ୍ୟାୟ ।

Odisha Politics
ମହାକାଳପଡାରେ ବିଜେପିର ରୋଡ୍ ସୋ', ରାଲିରେ ବୈଜୟନ୍ତ ପଣ୍ଡା ସାମିଲ

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ ଜନ ସମ୍ପର୍କ ଯାତ୍ରା । ବାଲିସୁଆଁ ଛକଠାରୁ ଆରମ୍ଭ ହୋଇଛି ବିରାଟ ମୋଟର ସାଇକେଲ୍ ରୋଡ୍ ସୋ ।

Weather
୩ ରାଜ୍ୟରେ ଭାରି ବର୍ଷା, ୬ ରାଜ୍ୟକୁ ଗ୍ରୀଷ୍ଣପ୍ରବାହ ସତର୍କତା

ଆଗାମୀ ୪ ଦିନ ଲାଗି ଦେଶର ୬ଟି ରାଜ୍ୟକୁ ଗ୍ରୀଷ୍ଣପ୍ରବାହ ଏବଂ ୩ଟି ରାଜ୍ୟରେ ଭାରି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Cricket
ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍‌ର ହେଲା ଅନ୍ତ !

କ୍ରିକେଟ୍ ଜଗତରେ କିଏ ବଡ଼ ଖେଳାଳି, ସଚିନ୍ ତେନ୍ଦୁଲକର କି ବିରାଟ କୋହଲି । ଏହି ପ୍ରଶ୍ନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ରହିଥାଏ । ଏହାକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ ।

Odisha Election
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ

ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT । ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି ।

VK Pandian
ସମ୍ବଲପୁର ସଭାମଞ୍ଚରେ ଓଡ଼ିଆ ବରପୁତ୍ରଙ୍କୁ ଭୁଲ୍ ସମ୍ବୋଧନ କଲେ ପାଣ୍ଡିଆନ୍ !

ଓଡ଼ିଶାର ବରପୁତ୍ରଙ୍କୁ ଭୁଲ ସମ୍ବୋଧନ କଲେ ପାଣ୍ଡିଆନ । ସମ୍ବଲପୁର ସଭାମଞ୍ଚରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭୁଲ୍ ସମ୍ବୋଧନ କଲେ ଏବଂ ସନ୍ଥକବି ଭୀମଭୋଇଙ୍କୁ କେବଳ କବି ବୋଲି କହିଲେ ପାଣ୍ଡିଆନ ।

Aprajita Sarangi
ଅପରାଜିତାଙ୍କ ଗର୍ଜନ, କହିଲେ ୫୪ ପଇସାରେ ବିଜେଡି ଭୋଟ୍

ସାଲିଆ ସାହିରେ ଗର୍ଜିଲେ ଅପରାଜିତା । କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ...

Odisha Politics
ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ଏ ନେଇ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ।

Union Minister Faggan Singh Kulaste
ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି: କେନ୍ଦ୍ର ଇସ୍ପାତମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତମନ୍ତ୍ରୀ ଫଗନ ସିଂ କୁଲାସ୍ତେଙ୍କ ପାଞ୍ଚ ପ୍ରଶ୍ନ । ଓଡ଼ିଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

JP Nadda
ରାଜନୀତିର ପରିଭାଷା ବଦଳାଇଛନ୍ତି ମୋଦି, ଯାହା କୁହନ୍ତି ତାହା କରନ୍ତି: ନଡ୍ଡା

ଆସୁ ଆସୁ ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି ।

Car
ଝିଅକୁ ଛାଡ଼ି ଭୋଜି ଖାଇବାକୁ ପଳାଇଥିଲେ, ଆସିବା ପରେ ସରିଯାଇଥିଲା ସବୁକିଛି ...

ବାହାଘରରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଛୁଆକୁ କାର୍‌ରେ ଛାଡ଼ି ଭୁଲିଯାଇଥିଲେ । ଫେରି ଆସି ଦେଖନ୍ତି ତ ଛୁଆ ଆଉ ନାହିଁ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ରାଜସ୍ଥାନର କୋଟାରେ ।

Khallikote
ଖଲ୍ଲିକୋଟ ରାଜନୈତିକ ହିଂସା, ଜଣଙ୍କ ମୃତ୍ୟୁ ପରେ ୮ ଜଣଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।

Virat Kohli
ଖେଳ ଶେଷ ହୋଇଗଲେ ମୋତେ ଆଉ କେହି ଦେଖିବାକୁ ପାଇବେନି: ବିରାଟ କୋହଲି

ଭାରତୀୟ କ୍ରିକେଟ ଜଗତର ମହାନ କ୍ରିକେଟର ତଥା RCBର ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ।

Odisha Politics
ପ୍ରଚାର ବେଳେ ହଟହଟା ବିଜେଡି ନେତା ! ଲତିକାଙ୍କୁ ଗାଁ ଦାଣ୍ଡରେ ଅଟକାଇଲେ ଭୋଟର...

ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି? ବିରୋଧୀ ନୁହେଁ ଶାସକ ଦଳ ନେତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି ଭୋଟର ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।