ସରିଲା ମୌସୁମୀ ବର୍ଷା । ଏଥର ଓଡ଼ିଶାରେ ସ୍ୱାଭାବିକ ବର୍ଷା ।
ବିଗତ ଦିନରେ ୱାର୍କ ଲୋଡ୍କୁ ନେଇ ମୃତ୍ୟୁ ହେଉଥିବା କଥା ଆପଣମାନଙ୍କ ନଜରରେ ଆସିଥିବ । ବର୍ତ୍ତମାନ ପୁଣି ଏପରି ଏକ ଖବର ପୂରା କର୍ପୋରେଟ୍ ଜଗତକୁ ଚହଲାଇ ଦେଇଛି ।
ଝାଡ଼ଖଣ୍ଡରେ ସଙ୍କଟରେ ଓଡ଼ିଆ ଅସ୍ମିତା । ଏଠାରେ ଓଡ଼ିଆ ଭାଷା ଓ ଓଡ଼ିଆ ଲୋକେ ଉପେକ୍ଷିତ ।
ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ମ୍ୟାଚ୍ ସହ ସିରିଜ ଜିତିଲା ଭାରତ । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ ।
ରୋଗୀଙ୍କ ଜୀବନ ସହ ଖେଳ । ବ୍ଲଡ୍ ପ୍ଲେଟଲେଟ୍ ଦେବା ନାଁରେ ଠକେଇ ଅଭିଯୋଗ । ଭୁଲ ପ୍ଲେଟଲେଟ୍ ଦେଇ ଟଙ୍କା ଠକେଇ ଅଭିଯୋଗରେ ଜଣେ ଦଲାଲକୁ ବାନ୍ଧିଛି କଟକ ସଦର ଥାନା ପୋଲିସ ।
ଷ୍ଟାଡ଼ିୟମ୍ କାହାର । ଏନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲାସ୍କୁଲ ବଦଳ ସୂତ୍ରରେ ପଡ଼ିଆ ପାଇଥିବା ଦାବି କରୁଥିବା ବେଳେ, ମ୍ୟୁନିସିପାଲିଟି ଜମିର ମାଲିକାନା ନେଇ ଦାବି ଉଠାଇଛି ।
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।
ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।
ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ ।
ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି ।
ଟୁଇନ୍ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂ । ୧୯୯୮ ବ୍ୟାଚର ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।
ଦୂର ହେଲା ସୁଭଦ୍ରା ସସ୍ପେନ୍ସ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୯ ତାରିଖରେ ଅର୍ଥାତ୍ ଦଶହରା ପୂର୍ବରୁ ମିଳିବ ।
ସରକାରକୁ ଆସୁ ଆସୁ ଜୁନ୍ ୨୨ରେ ସମସ୍ତ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ ହୋଇଥିବା ବିଜେଡି ନେତାଙ୍କୁ ପଦରୁ ଅବ୍ୟାହତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା ।
ଲେବାନନରେ ହିଜବୁଲ୍ଲା ସହ ସଂଘର୍ଷ ଭିତରେ ଗାଜାରେ ବି ହମାସ ବିରୋଧରେ ଅପରେସନ ଜାରି ରଖିଛି ଇସ୍ରାଏଲ୍ ।
ବିଜୁ ବାବୁଙ୍କ ସ୍ୱପ୍ନ ପୂରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା । ଯାଜପୁର ଜିଲ୍ଲା ବଡ଼ଚଣାରେ ଦଳୀୟ ସଭାମଂଚରୁ ଆଜି ଏମିତି ମନ୍ତବ୍ୟ ଦେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି ।