ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର । ଏ ମ୍ୟାନ୍ ଉଇଥ୍ ଗୋଲଡେନ୍ ହାର୍ଟ ।
ଜୋର୍ ଧରୁଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି । ରାଜଧାନୀରେ ହଲ୍ଲାବୋଲ ପରେ ଆଜି କଟକରେ ପ୍ରତିବାଦ କରୁଛନ୍ତି ଆଶାୟୀ ।
ବ୍ୟକ୍ତିଗତ ଜୀବନରେ ବେଶ୍ ଚର୍ଚ୍ଚିତ ଥିଲେ ରତନ ଟାଟା । ମୋବାଇଲରୁ ଅଟୋ ମୋବାଇଲ୍, ହୋଟେଲରୁ ଏୟାରପୋର୍ଟ ସବୁ ବ୍ୟବସାୟରେ ସଫଳ ଥିଲେ କିନ୍ତୁ ପ୍ରେମରେ ସଫଳ ହୋଇପାରିନଥିଲେ ରତନ ।
କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଯାଇଛି । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା ।
ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ।
ଚଳିତବର୍ଷ ଟ୍ୱିନସିଟିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରରେ ୩୮ ପ୍ଲାଟୁନ୍ ଏବଂ କଟକରେ ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ ।
ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି ।
୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ । ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରୁଛନ୍ତି ।
ସାର୍କ ପେଟରେ ମହିଳା ! ଇଣ୍ତୋନେସିଆରେ ଗତ ମାସରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ।
ଆପଣ କେବେ ଚିନ୍ତା କରିଛନ୍ତି କି କେଉଁ ଟ୍ରେନ୍ ଭାରତର ଦୀର୍ଘତମ ଦୂରତାକୁ ଅତିକ୍ରମ କରେ ? ଏପରି କେତୋଟି ଟ୍ରେନ୍ ଅଛି, ଯିଏ ଭାରତର ସର୍ବାଧିକ କିଲୋମିଟରକୁ କଭର୍ ଅପ୍ କରେ ?
ବେଙ୍ଗାଲୁରୁ .. ଭାରତର ଆଇଟି ହବ୍ । ଅର୍ଥାତ୍ ଏଠି ବିଜ୍ଞାନ କଥା କୁହେ .. ଦୁନିଆର ଆଇଟି ସେକ୍ଟରର ସବୁ ବଡ଼ ବଡ଼ କମ୍ପାନୀ ଏଠାରେ ଆଡ୍ଡା ଜମାଇଛନ୍ତି । ଟେକ୍ନୋଲୋଜି ଏଠି ମୁଣ୍ତ ନୁଆଁଏ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୀବ୍ର ହେଲା- "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା ।
ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ ।
ବଦଳିବ ରାଜ୍ୟର ସରକାରୀ କୋଠା ଗୁଡ଼ିକର ରଙ୍ଗ । ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ ।
କୋଲକାତା ବହୁ ଚର୍ଚ୍ଚିତ ଅଭୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ । ଏନେଇ ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ସିଆଲଦା ସ୍ପେଶାଲ କୋର୍ଟରେ ଆଜି ସିବିଆଇ ଚାର୍ଜସିଟ ଦାଖଲ କରିଛି ।
ଚାଉଳ ପାଇଁ ଜଙ୍ଗଲ ମଝିରେ ଲୋକଙ୍କ ଭିଡ଼ । ପିଲାଠୁ ବୁଢା, ସମସ୍ତେ ଏକାଠି ହୋଇଛନ୍ତି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଜାଗାରେ ।
ଆପଣ କେବେ ଭାବିଛନ୍ତି.. ଗୋଟେ ଆପାର୍ଟମେଣ୍ଟରେ କେତେ ଲୋକ ରହିପାରିବେ । ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ କେଉଁଠାରେ ରହିଛି .. ସେଠାରେ କେତେ ଲୋକ ବାସ କରୁଥିବେ ।
ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି ଓ ରାଜ୍ୟରେ କଂଗ୍ରେସକୁ ଚଳାଉଛି ବିଜେଡି । ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି ।
ମେଡିସିନ୍ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍କୁନ୍ଙ୍କୁ ମିଳିଛି ।
କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ । ଶୁଣିଲେ ଦୁଃଖ ଲାଗୁଛି ।