ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ?
ବାବା ସିଦ୍ଦିକି ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ୟାସିନ ଅଖତାର ଉପରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପଞ୍ଜାବ ପୋଲିସ ।
ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର ।
ବିଜେଡିରେ ମେଲୁଛି ଫାଟ, ମୁହାଁମୁହିଁ ନେତା । ଅମରଙ୍କ ଅମୋଘ ଅସ୍ତ୍ରରେ ଘାଇଲା ବିଜେଡି । ପରାମର୍ଶକୁ ଭିନ୍ନ ଦୃଷ୍ଟିରେ ଦେଖି ଦେଖେଇଲା ବିଦା ହେବାର ରାସ୍ତା ।
ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ ।
ରେରା ଆଇନରେ ସଂଶୋଧନ ହେବ । ଆଜି ସମ୍ବଲପୁର ଗସ୍ତରେ ଯାଇ କିଛି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଏମିତି ବି ଆସେ ମୃତ୍ୟୁ । କବାଡ଼ି ଖେଳୁ ଖେଳୁ ଖେଳାଳିଙ୍କ ମୃତ୍ୟୁ । ଆଉ ମାତ୍ର ଅଢେଇ ମିନିଟ ପରେ ଖେଳ ସରିଥାନ୍ତା ।
ମାତ୍ର ୧୭ ବର୍ଷ ବୟସରେ ଆତ୍ମହତ୍ୟା ତ କଲେ, ସେଥିରେ ଲେଖି ଦେଇଗଲେ ଏମିତି ଏକ ସୁଇସାଇଡ ନୋଟ୍, ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ୍ ।
ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏଥିସହ ସଲମାନଙ୍କୁ ପୁଣି ଦେଇଛି ଧମକ ।
କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ ।
ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।
ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ହେବ ରାବଣପୋଡି । ୧୦ଟି ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି ।
ଚଳିତ ବର୍ଷ ଧର୍ମମାସ କାର୍ତ୍ତିକର ପଂଚୁକ ବ୍ରତ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ। ଠିଆକିଆ ବେଶ,ବାଙ୍କଚୁଡ ବେଶ, ଡାଳିକିଆ ବେଶ ଅନୁଷ୍ଠିତ ହେବ।
ପାଠ ପଢ଼ୁଛନ୍ତି ବିଟେକ୍... ହେଲେ ବାନ୍ଧି ଦେଇଛି କାଳିଆ ପ୍ରେମ । ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍ ଚର୍ଚ୍ଚାରେ ଶୁଭମ । ଅଦରକାରୀ ପୁରୁଣା ନିୟୁଜ ପେପର ଖଣ୍ଡକୁ ନେଇ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ...
ବଜାରକୁ ଆସିବକୁ ଯାଉଛି ରୋବର୍ଟିକ୍ କାର୍ । ଗାଡ଼ି ଚାଲିବ ହେଲେ ଚଳାଇବାକୁ ଡ୍ରାଇଭର ରହିବନି। ଅର୍ଥାତ୍ ବିନା ଚାଳକରେ କାର୍ ଚାଲିବ । ଆପଣ ଦେଖୁଥିବା ଏହି କାର୍ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଯାହାର ନାଁ ‘ସାଇବରକ୍ୟାବ’ ରହିଛି ।
ଶ୍ରୀକ୍ଷେତ୍ରକୁ ଜଗଛନ୍ତି ଅଷ୍ଟଚଣ୍ଡୀ ବା ଅଷ୍ଟଶକ୍ତି । ସେମାନଙ୍କ ମଧ୍ୟରୁ ଏ ହେଉଛନ୍ତି ସ୍ୱତନ୍ତ୍ର । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି । ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ । ଦିନ ଥିଲା ଏଠାକୁ ଆସିବାକୁ...
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର ଚନ୍ଦ୍ର- ମକର ଅହୋରାତ୍ର ତିଥି- ୯ମୀ ଦିବା ୧୦.୫୮ ଗତେ ୧୦ମୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଥାନାରେ ଉତ୍ପାତ କରିବା ପଡ଼ିଲା ମହଙ୍ଗା । ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ମହିଳାଙ୍କ ଦୁର୍ବ୍ୟବହାର ପରେ ରୁଜୁ ହେଲା ମାମଲା ।
ଯାଜପୁର ଆଉ ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତି । ପୁଣି ବବିଙ୍କ ବୟାନ ଯାଜପୁରରେ ବିଜେଡି କହିଲେ କେବଳ ବବି-ଜିତୁ-ଡ୍ୟାନି । ଯାହାକୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା ।
ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଝୁରୁଛି ଓଡ଼ିଶା । ଓଡ଼ିଶା ସହ ତାଙ୍କର ସମ୍ପର୍କ ଥିଲା ଅତି ନିବିଡ଼ ।