• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Tight Security in Bhubaneswar
Tight Security in Bhubaneswar: ପୋଲିସ ମୁଖିଆମାନଙ୍କ ମାନସ ମନ୍ଥନ, ପନ୍ନୁର ଧମକ ପରେ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ

ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ ।

IT Raid at Julia Patnaik's Office
IT Raid at Julia Patnaik's Office: ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

ଏସ୍‌.ଏନ୍‌ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଛି ।

Hemant Soren's Oath
Hemant Soren's Oath: ଶପଥ ନେଲେ ସୋରେନ୍, ଝାଡ଼ଖଣ୍ଡରେ ଆରମ୍ଭ ହେଲା ହେମନ୍ତ ସରକାର

ଏହା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ହେମନ୍ତ ସୋରେନଙ୍କ ଚତୁର୍ଥ କାର୍ଯ୍ୟକାଳ ହେବ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ସୋରେନ ୩୯,୭୯୧ ଭୋଟ ବ୍ୟବଧାନରେ ବିଜେପିର ଗାମଲିୟାଲ ହେମ୍ବ୍ରମଙ୍କୁ ପରାସ୍ତ କରି ବାରହାଟ ଆସନ ବଜାୟ ରଖିଥିଲେ ।

Khalistani Terrorists
Khalistani Terrorists Target BBSR: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ତେବେ ୟା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି ।

Bhubaneswar Under Tight Security
Bhubaneswar Under Tight Security: ଡିଜିପି ସମ୍ମିଳନୀ କାଉଣ୍ଟଡାଉନ୍ କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ସିଟି

ଓଡିଶା ଆସୁଛନ୍ତି ବିଭିନ୍ନ ରାଜ୍ୟର ପୋଲିସ୍ ଓ କେନ୍ଦ୍ରୀୟ ସଂଗଠନର ଡିଜି । ସ୍ୱାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି ।

Paddy Procurement
Paddy Procurement: ନୂଆ ସରକାର, ନୂଆ ନିୟମ; ତଥାପି ଯାଉନି ଚାଷୀଙ୍କ ଚିନ୍ତା!

ନୂଆ ସରକାର, ନୂଆ ନିୟମ ଓ ଧାନ ପାଇଁ ମିଳିବ କୁଇଣ୍ଟାଲ୍ ପିଛା ୩୧ଶହ ଟଙ୍କା ।

Mohan-Niranjana
Mohan Majhi: ଅଟକାଇ ପାରିଲାନି ପଦବି-କ୍ଷମତା-ଦାୟିତ୍ୱ ଭାର, ବନ୍ଧୁଙ୍କ ଦେହାନ୍ତ ପରେ ଗସ୍ତ ବାତିଲ କଲେ ସିଏମ୍

ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ ।

Rajya Sabha
Rajya Sabha By Election: କିଏ ଯିବେ ରାଜ୍ୟସଭା? କାହାକୁ ପ୍ରାଇଜ ଦେବ ଦଳ ?

ମମତାଙ୍କ ଷ୍ଟାଇଲରେ ବିଜେପିରୁ ରାଜ୍ୟସଭା ଯିବେ କି ସୁଜିତ କୁମାର ? ନା ଆଉ କାହାକୁ ପ୍ରାଇଜ ଦେବ ଦଳ ?

Brain tumor
Brain Tumor: ରୋଗ ଶଯ୍ୟାରେ ଭଉଣୀ, ଚିକିତ୍ସା ପାଇଁ କମାରଶାଳରେ ଖଟୁଛି ସାନଭାଇ

କୁନି ପୁଅଟିଏ, ବଡ଼ ଭଉଣୀର ଦୁଃଖ ସହିପାରୁନି। ରୋଗରେ ପଡ଼ିଥିବା ଭଉଣୀର ଚିକିତ୍ସା ପାଇଁ ସେ ଏବେ କାମ କରିବାକୁ ଆଗେଇ ଆସିଛି। ଯେଉଁ ବୟସରେ ସେ ହାତରେ ବହିବସ୍ତାନୀ ଧରି ସ୍କୁଲ ଯିବା କଥା, ସେହି ସମୟରେ କଅଁଳ ହାତରେ ସେ କମାରଶାଳରେ ଲୁହା ପିଟୁଛି। ପୂରା...

Subhadra Yojana
Subhadra Yojana: ବଣ୍ଡାଘାଟିରେ ଯିବେ ସରକାରୀ ଅଧିକାରୀ, ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଯାହା ସମସ୍ୟା ରହିଛି ତାହାକୁ ଦୂର କରିବେ ସରକାରୀ ଅଧିକାରୀ । ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି ।

Cyclone Alert
Cyclone Alert: ପୁଣି ବାତ୍ୟା!! ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ

ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ।

Elephants Winter Census Report
Elephants Winter Census Report: ଜଣାପଡ଼ିବ ରାଜ୍ୟରେ ଅଛନ୍ତି କେତେ ହାତୀ, ଆସିବ ରିପୋର୍ଟ

୩ ବର୍ଷରେ ହାତୀପଲ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ, ୧୦ ହଜାର ୨୫୯ଟି ଘର ଭାଙ୍ଗିଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗତ ୫ ମାସରେ ରାଜ୍ୟରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି ।

Bonda Ghati
Subhadra Yojana: ଏଠି ବିକାଶ ତ ଅପହଞ୍ଚ! ସୁଭଦ୍ରା ଯୋଜନାର ଗତି ମଧ୍ୟ ମନ୍ଥର ..

ସୁଭଦ୍ରାରେ ସାମିଲ ହେବାକୁ ୧୫ଶହ ୨୨ ଜଣ ଆବେଦନ କରିଥିଲେ ବି ସେ ଭିତରୁ ଅଧାରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଯାଇନଥିବା ଅଭିଯୋଗ ହୋଇଛି ।

Vending Zone
Vending Zone: ଭେଣ୍ଡିଂ ଜୋନକୁ ନେଇ କେଁ, ପୌରପରିଷଦ କାର୍ଯ୍ୟାଳୟ ଘେରାଉ

ଏକାଠି ଉଠିବୁ । ଗୋଟିଏ ଜାଗାରେ ବସିବୁ । ପର୍ଯ୍ୟାୟକ୍ରମେ ଉଠାଇଲେ ଯିବୁନାହିଁ ।

Ganja Cultivation
Ganja Cultivation: ସମୂଳେ ଧ୍ୱଂସ ହେବ ନୀଳ ଜହର! ଗଞ୍ଜେଇ ମୁକ୍ତ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ୍

୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।

Cancer Management
Sidhu About Cancer Management: ଜୀବନଶୈଳୀ-ଖାଦ୍ୟ ନିଯନ୍ତ୍ରଣ, ଫୋର୍ଥ ଷ୍ଟେଜରେ କ୍ୟାନସର ମାତ୍ !

ଦୀର୍ଘଦିନ ଧରି ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିଲେ ନବଜୋତ୍ କୌର । ଚତୁର୍ଥ ଷ୍ଟେଜରେ ଥିବା ବେଳେ ଡାକ୍ତର କହିଥିଲେ, ବଂଚିବାର ଆଶା ମାତ୍ର ୩ ପ୍ରତିଶତ । କେମୋ ଥେରାପି ସହ ଅପରେସନ୍ ବି ହେଲା । ତା ଭିତରେ ଚାଲିଥିଲା ସୁଷମ ତଥା ନିୟନ୍ତ୍ରିତ ଖାଦ୍ୟ...

Winter Session
Odisha Assembly: କାଲିଠାରୁ ବିଧାନସଭା, ସରଗରମ ରହିବ ଗୃହ; ଉଠିବ ଅନେକ ପ୍ରସଙ୍ଗ

ସରଗରମ ହେବ ଶୀତ ଅଧିବେଶନ .. ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ ।

Groom Ditches Wedding
Viral Video: ବାହା ହେବାକୁ ଯାଉ ଯାଉ ବେକରୁ ଚୋରି ହୋଇଗଲା ଟଙ୍କା ମାଳ ! ତା'ପରେ ଯାହା ହେଲା ..

ସିନେମାରେ ଘଟିଥିବା ଦୃଶ୍ୟ ପରି ଘଟଣାଟି । ବର ବାହାରିଛି ବାହା ହେବାକୁ.. ଠିକ୍ ସେତିକି ବେଳେ ଚୋରି ହୋଇଯାଇଛି ମାଳ । ଆଉ ପୂରା ଫିଲ୍ମ ଷ୍ଟାଇଲ୍‌ରେ ବାହାଘର ଛାଡ଼ି ବର ଛୁ ...

Cyclone Dana Damage
Cyclone Dana Damage: ଦାନା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡା-ଭଦ୍ରକରେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରାପଡା ଓ ଭଦ୍ରକରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ । କେନ୍ଦ୍ରାପଡାକୁ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମରେ କେନ୍ଦ୍ର ରାଜପଥ ସଡକ, ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ଏବଂ ସ୍ନେହା ସାମିଲ ହୋଇଛନ୍ତି ।

Dharamshala MLA Attack
Dharamshala MLA Attack: ବବିଙ୍କ ଭାଇ ଲଲଙ୍କ ନାଁରେ ଆଉ ୩ ମାମଲା, ଗୁଣ୍ତାରାଜ୍‌ରେ ଭୟଭୀତ କି ଅଞ୍ଚଳବାସୀ !

ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଯୋଡ଼ି ହେଲା ଆଉ ୩ ମାମଲା । ଯାଜପୁର ଟାଉନ ଥାନା ପୋଲିସ ଏହି ୩ ମାମଲା ଯୋଡ଼ିଛି। ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।