• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

IPS Officer
କୁନି ପୁଅର ସବୁ ଇଚ୍ଛା ପୂରଣ କଲେ ଏସ୍‌ପି ସାହେବ; ସାଲ୍ୟୁଟ୍ ମାରିଲେ, ଡ୍ରେସ୍ ପିନ୍ଧାଇଲେ

କୁନି ପୁଅ ବନିଲା IPS ଅଫିସର । ସାଲ୍ୟୁଟ୍ ମାରିଲେ ବରିଷ୍ଠ ପୋଲିସ ଅଫିସର l IPS ଅଫିସର ହେଲେ ୭ ବର୍ଷର କୁନି ପୁଅ ଆଶିଷ କୁମାର ସ୍ୱାଇଁ l

Matchsticks
୬୦ ହଜାର ଦିଆସିଲି କାଠିରେ ରାମମନ୍ଦିର, କଳାକାରଙ୍କ ହାତର ସ୍ପର୍ଶ ପାଇ ଦିଶୁଛି ମନୋରମ

ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତିଆରି କରାଯାଇଛି ।

Rat Menace
ମୂଷାଙ୍କ କବଳରେ ମେଡିକାଲ କଲେଜ, ଚାରିଆଡ଼େ ମାଳ ମାଳ ମୂଷା

ବେଡ୍‌ରେ ମୂଷା... ବେଡ୍‌ ତଳେ ବି ମୂଷା... ରୋଗୀ ମୁଣ୍ଡ ଉପରେ ବି ମୂଷା...। ଯୁଆଡ଼େ ଦେଖିଲେ ସିଆଡ଼େ ମୂଷା ।

Vegetables
ଯାହାକୁ ଛୁଇଁବ ୬୦; ହାଣ୍ତିଶାଳରେ ପରିବା ଛାଟ, ଖାଉଟି କଲବଲ

ଆକାଶ ଛୁଆଁ ପରିବା ଦର । ଅନେକ ପରିବା ଦର ଶହେ ପାଖାପାଖି ।

Ratna Bhandar
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆଜି ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ହେବ ବିସ୍ତୃତ ଆଲୋଚନା ।

Rath Jatra
କାହିଁକି ଘଟିଲା ଏତେ ବଡ଼ ଅଘଟଣ; ସେବାୟତଙ୍କ ଅସାବଧାନତା ନା ବେପରୁଆ ମନୋଭାବ, ଉଠିଲା ପ୍ରଶ୍ନ

ଗତକାଲି ଆଡ଼ପ ପହଣ୍ଡି ବେଳେ ଘଟିଲା ଅଭାବନୀୟ ଘଟଣା । ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର ।

Gautam Gambhir
ଟିମ୍ ଇଣ୍ତିଆର ନୂଆ କୋଚ୍ ହେଲେ ଗମ୍ଭୀର, ବିସିସିଆଇ ଦେଲା ସୂଚନା

ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର । ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କୁ ନିଯୁକ୍ତି ଦେଇଛି BCCI । ବିସିସିଆଇ ସମ୍ପାଦକ ଜୟ ଶାହ ଏକ୍ସରେ ଏହି ସୂଚନା ଦେବା ସହ ଗମ୍ଭୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Accident
ଦୁର୍ଘଟଣା ନେଲା ମୁଣ୍ତ; ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

ବାହାଘର ଭୋଜି ଖାଇ ଫେରିବା ବେଳେ ସ୍କର୍ପିଓକୁ ଧକ୍କାଦେଲା ହାଇୱା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର ।

Odia entrepreneurs
'ଓଡ଼ିଶାରେ କାମ କରିବାକୁ ହେଲେ ଓଡ଼ିଆ ଶିଖିବାକୁ ପଡ଼ିବ'

ଭୁବନେଶ୍ୱର ସ୍ଥିତି ଓ-ହବ୍ ବିଲଡିଂରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଆ ଉଦ୍ୟୋଗୀଙ୍କୁ ଷ୍ଟାର୍ଟ ଅପ୍ ପାଇଁ ଜାଗା ଯୋଗାଇ ଦେବାରେ ପୂର୍ବ ବିଜେଡି ସରକାର ଅଣଦେଖା କରିଥିବା ନେଇ ଅଭିଯୋଗ ହୋଇଥିଲା ।

Narendra Modi
ଋଷରେ ଶୁଭିଲା 'ଜୟ ଜଗନ୍ନାଥ', ମୋଦି ବଖାଣିଲେ ବିକାଶର ଗାଥା

ଋଷରେ ଗୁଞ୍ଜରଣ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି ।

Ratna Bhanda
୧୪ ରେ ଖୋଲିବ ରଚ୍ନଭଣ୍ତାର ! କେମିତି ହେବ ଗଣତି-ମଣତି..ଜାଣନ୍ତୁ

୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।

Ratna Bhandar
ଜଣା ପଡ଼ିଲା କେବେ ଖୋଲିବ ରତ୍ନ ଭଣ୍ତାର, ଘୋଷଣା ହେଲା ତାରିଖ

୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା ।

Dengue
ରାଜ୍ୟରେ ବଢ଼ୁଛି ଡେଙ୍ଗୁ ସଂକ୍ରମଣ, ତତ୍ପର ହେଲାଣି ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ସ୍ୱାସ୍ଥ୍ୟ ବିଭାଗ । ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁର ହଟ୍‌ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

Odisha Crime
ପରକୀୟା ପ୍ରୀତି କଲା ସର୍ବନାଶ, ନିଜ ହାତରେ ଜନ୍ମ କଲା ପୁଅର ତଣ୍ଟି ଚିପି ହତ୍ୟା କଲା ମାଆ

ଏ ମା’ର କେଉଁ ରୂପ ? ରାକ୍ଷସୀ ନା ପିଶାଚୀ ! ଯିଏ ନିଜ ଜନ୍ମକଲା ଛୁଆକୁ ତିଳେଇ ତିଳେଇ ମାରିଛି ।

Odisha Crime
ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା! ବନ୍ଦ ଘରୁ ଉଦ୍ଧାର ହେଲା ନାବାଳିକାଙ୍କ ଶବ

ବନ୍ଦ ଘରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ । ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ତନାଘନା ତଦନ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ ।

Rath Jatra
ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ, ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ

ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ । ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

Cristiano Ronaldo
ଏତେ ବଡ଼ ଫୁଟବଲର୍‌!!! ତଥାପି ୟୁଟ୍ୟୁବ୍‌ରେ ଖୋଲିପାରିବେନି ଆକାଉଣ୍ଟ, ଜାଣନ୍ତୁ କାହିଁକି...

ପ୍ରସିଦ୍ଧ ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କର ପ୍ରାୟ ୨୬୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହା ହିଁ ତାଙ୍କୁ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ କରିଥାଏ ।

Weather
ମୁମ୍ବାଇରେ ଜଳ ପ୍ରଳୟ, ରାସ୍ତାଘାଟରେ ଲହଡି ଭାଙ୍ଗୁଛି ବର୍ଷା ପାଣି

ରାଜଧାନୀ ଦିଲ୍ଲୀ ପରେ ଏବେ ମାୟାନଗରୀ ମୁମ୍ବାଇରେ ବର୍ଷା ଯୋଗୁଁ ସ୍ଥିତି ବେହାଲ । ପ୍ରବଳ ବର୍ଷାରେ ଘର-ଦୁଆର, ରାସ୍ତାଘାଟ ସବୁ ଆଡେ ଖାଲି ପାଣି ହିଁ ପାଣି ।

Sourav Ganguly
୫୨ ବର୍ଷରେ ପାଦ ଦେଲେ ପ୍ରିନ୍ସ ଅଫ୍ କୋଲକାତା, ଜାଣନ୍ତୁ କେମିତି ଥିଲା ଖେଳ ଜୀବନ...

ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ଜନ୍ମଦିନ । କପିଲ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟକୁ ଜୀବଦାନ ଦେଇଥିବା ଅଧିନାୟକ ସେ ।

Odisha BJP
ବିଜେପିରେ ବଡ଼ ଧରଣର ଅଦଳବଦଳ, ଅପରାଜିତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଓଡ଼ିଶାର ବିଜେପି ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର । ବିଜୟପାଲ ସିଂ ଆଗରୁ ନିର୍ବାଚନ ପ୍ରଭାରୀ ଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।