• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Judicial Court Complex
Judicial Court Complex: ୪ ଦଶନ୍ଧି ପରେ କୋର୍ଟର ନବକଳ୍ପ; ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ

ଝଟକିଲା ନୂଆ ନ୍ୟାୟିକ କୋଠା । ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ ।

Potato Politics
Potato Scarcity : ତେଜିଲା ଆଳୁ ରାଜନୀତି! ଶାସକ-ବିରୋଧୀ ମୁହାଁମୁହିଁ, ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ

ଖାଉଟିଙ୍କ ପକେଟକୁ ବାଧୁଛି ଆଳୁ ଦର । କଟକ ଛତ୍ର ବଜ଼ାରରେ ଧୀରେ ଧୀରେ ଖସୁଛି ଆଳୁ ଦର ।

Low CIBIL score
Low CIBIL score: କ'ଣ ଏହି ସିବିଲ୍ ସ୍କୋର? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...

ଆପଣ ଜାଣନ୍ତି କି କ’ଣ ଏହି ସିବିଲ୍ ସ୍କୋର .. କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା କେମିତି ବଢ଼ାଇବେ ସିବିଲ୍ ସ୍କୋର୍...।

Maharashtra CM
Maharashtra CM Devendra Fadnavis: ମହାରାଷ୍ଟ୍ରର ରାଜଗାଦିରେ ଦେବେନ୍ଦ୍ର, ଏକନାଥ ପାଲଟିଲେ ଡେପୁଟି CM

ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ ।

IAS Tina Dabi
IAS Tina Dabi: ଲାଜ ଲାଗୁଛି ତ ମୋ ପାଖକୁ ଆସ... କାହିଁକି ଏପରି କହିଲେ ଟିନା

ବର୍ତ୍ତମାନ ସେ ରାଜସ୍ଥାନର ବାରମର୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଯୋଜନା ‘ମରୁ ଉଡାନ୍’ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ।

Odia Film Industry
Odia Film Industry: ୨୯ହଜାର ୭୮୧ଟଙ୍କା ୧୦ ଅଣା ବଜେଟରେ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର ସୀତା ବିବାହ

ଏଥିପାଇଁ ବିଧାୟକ ଆକାଶ ଦାସ ନାୟକ ପ୍ରସ୍ତାବ ଦେଇ କହିଛନ୍ତି, ପ୍ରତି ବ୍ଲକରେ ମଲ୍ଟି ପର୍ପୋଜ ଫିଲ୍ମ ହଲ ପ୍ରତିଷ୍ଠା କରାଯାଉ । ପୂର୍ବ ସରକାର ବେଳେ ଗୋଟିଏ ଫିଲ୍ମ ପଲିସି ଆସିଥିଲା ।

Incomplete Drinking Water Project
Incomplete Drinking Water Project: ମଲେଇ ଖାଇ ଠିକାଦାର ପାର୍, ମେଗା ପାନୀୟ ଜଳ ପ୍ରୋଜେକ୍ଟରେ ମେଗା ସ୍କାମ୍

ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍ । ମଲାଇ ଖାଇ ଠିକାଦାର ଛୁ' ।

Potatoes Price Hike
Potatoes Price Hike: କାଲି ମାର୍କେଟ୍, ଆଜି ଗୋଦାମରେ ରେଡ୍; ଆଳୁ ଗୋଦାମରେ ଷ୍ଟକ୍ ଯାଞ୍ଚ

କାଲି ମାର୍କେଟ୍‌ରେ ଚାଲିଥିଲା ଧରପଗଡ଼ ତ ଆଜି ସିଧା ଗୋଦାମରେ ରେଡ୍ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ଅଚାନକ ଯୋଗାଣ ବିଭାଗ ପହଞ୍ଚି ଷ୍ଟକ ଯାଞ୍ଚ କରିଛି ।

Migrant Labourers
Migrant Labourers: ଓଡ଼ିଶା ମଥାରୁ କେବେ ଲିଭିବ ଦାଦନ କଳଙ୍କ ? ତେଜିଲା ରାଜନୀତି, ପୂର୍ବ ସରକାରକୁ ବିଜେପିର ଟାର୍ଗେଟ୍

ଦାଦନ ନେଉଛି ଜୀବନ । ଜୀବିକା ପାଇଁ ଯାଉଛନ୍ତି ହେଲେ ଶବ ହୋଇ ଫେରୁଛନ୍ତି ।

President Droupadi Murmu
President Droupadi Murmu: ଓଡ଼ିଶା ଗସ୍ତରେ ମହାମହିମ, କାଲି ଜଲୱା ଦେଖିବେ ମାଡାମ ପ୍ରେସିଡେଣ୍ଟ

ପୁଣି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... ମାଟିର ଝିଅଙ୍କ ଟିକିଏ ଝଲକ ପାଇଁ ରାଜଧାନୀରେ ନାହିଁନଥିବା ଉତ୍ସାହ...

Elderly Man Spends 60 Nights
Elderly Man Inside A Pipe: କିଟି କିଟି ଅନ୍ଧାରିଆ ପାଇପ୍‌ରେ ୬୦ ରାତି! କେମିତି କାଟିଲେ ବୃଦ୍ଧ ..

ପାଇପ୍ ଭିତରେ ୬୦ ରାତି । ଉପରେ କଲଭର୍ଟ ଭିତରେ ପାଇପ୍ ଆଉ ଏହାରି ଭିତରେ ଏମିତି ୬୦ ରାତି କାଟିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ ।

Maharashtra Politics
Maharashtra Politics: ସରୁନି ମହାରାଷ୍ଟ୍ର ସସ୍‌ପେନ୍ସ; କିଏ ହେବ ମୁଖ୍ୟମନ୍ତ୍ରୀ, ଏଯାଏ କଳ୍ପନାଜଳ୍ପନା!

ବିଜେପିର ଏକ ପ୍ରତିନିଧି ଦଳ ଶପଥ ଉତ୍ସବ ହେବାକୁ ଥିବା ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ଏପଟେ ଅସୁସ୍ଥ ଅଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

Odisha Congress
Odisha Congress: ଛିଡୁନି ରାଜ୍ୟ କଂଗ୍ରେସର ମୁଖିଆ ବଛା ଅଙ୍କ, ଦିଲ୍ଲୀରେ ଡେରା ପକାଇଛନ୍ତି ଆଶାୟୀ

କେବେ ନିଯୁକ୍ତ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି? କିଏ ହେବେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ?

Proxy Forester Death
Proxy Forester Death: ହରଡ଼ଘଣାରେ ବନବିଭାଗ; କାଲି ଥିଲେ ଗଜସାଥୀ, ଆଜି ସାଧାରଣ ଲୋକ

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ନେଇ ବଲାଙ୍ଗିର DFOଙ୍କ ମୁହଁରେ ଦୁଇଟି କଥା । କାଲି କହିଥିଲେ ଆମ କର୍ମଚାରୀ, ଆଉ ଆଜି କହୁଛନ୍ତି ସାଧାରଣ ଲୋକ ।

Navy Day Celebrations
Navy Day Celebrations: ନୌବୀରଙ୍କ ରଣ ହୁଙ୍କାର; ଥରିଲା ମେଦିନି, ଉଛୁଳିଲା ସମୁଦ୍ର, ଚିରିଲା ଆକାଶର ଛାତି

ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ରଣ କୌଶଳ ଦେଖାଇ ସମସ୍ତଙ୍କୁ ତଟସ୍ତ କରିଦେଲା ଭାରତୀୟ ନୌସେନା । କେତେ ବେଳେ ସମୁଦ୍ର ଭିତରୁ ମାଡ଼ି ଆସୁଥିଲା ଯୁଦ୍ଧ ଜାହାଜ ତ କେତେବେଳେ ଗର୍ଜନ କରି ଆକାଶ ମାର୍ଗରେ ଯୁଦ୍ଧ କଳା ଦେଖାଉଥିଲା ଲଢୁଆ ବିମାନ ।

Pushpa 2 Breaks Record
Pushpa 2 Breaks Record: ରିଲିଜ୍ ପୂର୍ବରୁ ରେକର୍ଡ କଲା ପୁଷ୍ପା, ଟିକେଟ୍ ମୂଲ୍ୟରେ ତାବଡତୋଡ୍ ବୃଦ୍ଧି

ପୂର୍ବରୁ ଶାହରୁଖଙ୍କ ପଠାନ, ୟଶ୍‌ଙ୍କ କେଜିଏଫ୍ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିବା ବେଳେ ପୁଷ୍ପା-୨ ଏହି ରେକର୍ଡକୁ ଭାଙ୍ଗିଛି ।

Navy Day Celebration
Navy Day Celebration: ନୌସେନା ଦିବସ ପାଇଁ କାଉଣ୍ଟଡାଉନ୍, ଆସୁଛନ୍ତି ମହାମହିମ

ଆଉ ମାତ୍ର ମଝିରେ ଗୋଟିଏ ଦିନ, ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ୱ । ପୁରୀ ବିଚ୍‌ରେ ରଣକୌଶଳ ପ୍ରଦର୍ଶନ ହେବ ।

Sri Jagannathnka Mamughar
Sri Jagannathnka Mamughar: ସ୍ୱାମୀ ଶୁଦ୍ଧାନନ୍ଦ ଗିରିଙ୍କ ହାତରେ ‘ଶ୍ରୀଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ

ବିଶିଷ୍ଟ ଗବେଷକ ଲକ୍ଷ୍ମୀଧର ସାହୁଙ୍କ ଗବେଷଣାତ୍ମକ ପୁସ୍ତକ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଓ ଶିଶୁ ସାହିତ୍ୟିକ ବିଜୟ କୁମାର ମହାନ୍ତିଙ୍କ ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ ହୋଇଯାଇଛି ।

Man Buries Money
Man Buries Money: ମାଟି ତଳେ ରଖିଥିଲେ ସାରା ଜୀବନ ପୁଞ୍ଜି, ଖୋଳିଲା ପରେ ବାହାରିଲା କିନ୍ତୁ...

ସେ ପୁଅକୁ ତାଙ୍କର ଏ କଷ୍ଟ ଉପାର୍ଜିତ ଗଚ୍ଛିତ ସମ୍ପତ୍ତି କଥା ଜଣାଇ ଦେଇଥିଲେ । ମୃତ୍ୟୁ ପରେ ମାଟି ତଳୁ ମିଳିଥିବା ସେ ଚିରା ଫଟା ନୋଟ୍ ଏବେ ଅନେକ କଥା ବଖାଣୁଛି ।

E-Challan Pending
E-Challan Pending: ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି, କମିପାରେ E-ଚାଲାଣ ରାଶି

ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।