ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା ।
ବୀରମହାରାଜପୁର ବିଧାୟକ କହିଛନ୍ତି, ବ୍ରାଜିଲ୍ ଓ ଆର୍ଜେଣ୍ଟିନାରେ ଯେଉଁ ଆଳୁ ଚାଷ ହୁଏ, ତାହା ଅତି ଉନ୍ନତମାନର । ସେଠାରେ ପ୍ରତ୍ୟେକ ଆଳୁ ପ୍ରାୟ ୨ ରୁ ୩ କେଜି ଓଜନର ହୋଇଥାଏ ।
୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ ।
ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦିନ ୧ଟାରୁ ସଂଧ୍ୟା ୫/୬ଟା ଯାଏଁ ମରାମତି କାମ ହେବ ।
ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ।
ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଗଗନଯାନ ଶେଷ ପର୍ଯ୍ୟାୟରେ କ୍ରୁ ମଡ୍ୟୁଲ ସମୁଦ୍ରରେ ଖସିବା ପରେ, ଏହାକୁ କିପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ, ତାର ଅଭ୍ୟାସ କରାଯାଇଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ ।
ସବୁଠାରୁ ଧନୀ ଭିକାରୀର ସମ୍ପତ୍ତି ସାଢେ ୭ କୋଟି ଟଙ୍କା ! କେବଳ ଆମ ଦେଶର ସେ ଧନୀ ଭିକାରୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ ।
ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ ।
କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।
ଦେବଦତ୍ତଙ୍କ ADIPL ଅଫିସ ସିଲ୍ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ସିଲ ହୋଇଛି । ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ ।
ଏହି ଡ୍ରୋନ୍ରେ ଜିପିଏସ ଓ ନାଭିଗେସନ୍ ବ୍ୟବସ୍ଥା ସହ ଏକ ହାଇ ଡେଫିନେସନ କ୍ୟାମେରା ମଧ୍ୟ ସଂଯୁକ୍ତ ରହିଛି । ଏହା ଶତ୍ରୁ ପକ୍ଷର ଇଲେକଟ୍ରୋମାଗନେଟିକ୍ ସ୍ପେକ୍ଟ୍ରମ୍ ଜାମିଂ ବ୍ୟବସ୍ଥାକୁ ମଧ୍ୟ ଭେଦ କରିବାର କ୍ଷମତା ରଖିଥିବା କୁହାଯାଉଛି ।
ସୂଚନା ଅନୁସାରେ, କିଛି ଅଣ ଛାତ୍ର ପ୍ରତ୍ୟେକ ଦିନ ନିଶାସକ୍ତ ଅବସ୍ଥାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ପାସ କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି ।
ଭିଡିଓରେ ସେ ପ୍ରଭୁ ହନୁମାନଙ୍କ ପରି ପୋଷାକ, ଫୁଲମାଳ ଓ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ହନୁମାନଙ୍କ ଅବତାରକୁ ଅନୁକରଣ କରିବା ପାଇଁ ସେ ସେଭଳି ମେକଅପ ନେବା ସହ ହାତରେ ଏକ ଗଦା ଧରିଥିବା ଦେଖାଯାଇଛି ।
ଯଶୋବନ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ତାଙ୍କର ମହାପ୍ରୟାଣ ଦିନ ଜଗନ୍ନାଥ ଏଠାକୁ ଆସି ତାଙ୍କୁ ଦର୍ଶନ ଦେବାକୁ ସେ ବର ମାଗିଥିଲେ ।
କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା । ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା । ସିଏଜି ଧରିଲେ ଅନିୟମିତତା ।
ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଉପରେ ମେଗା ରେଡ୍... ରାଜଧାନୀର ଛାତି ଉପରେ ରାତିରେ ହୋଇଛି ଚଢ଼ାଉ... ଛାପା ମାରିଛି CBI ।
ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା ... ମଣ୍ଡିରେ ଧାନ ବିକି ଥିବା ଚାଷୀ ଡିବିଟି ମାଧ୍ୟମରେ କୁଇଣ୍ଟାଲ ପିଛା ପାଇଲେ ୩୧ଶହ ଟଙ୍କା ।
କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ । ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ । ଏବେ ସେ ଗୃହ ବିଭାଗର ଓଏସଡି ଅଛନ୍ତି ।