• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Paddy Mill
ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ଧାନ ବିକ୍ରି ନାଁରେ ଦୁର୍ନୀତି ପାଇଁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ନିଜ ଜିଲ୍ଲା କିମ୍ବା ପଡ଼ୋଶୀ ଜିଲ୍ଲାର ମିଲରଙ୍କ ବଦଳରେ ଦୂର ଜିଲ୍ଲାର ମିଲ୍ ମାଲିକଙ୍କୁ ଧାନ କିଣା ପାଇଁ ଚୁକ୍ତି କରି କୋଟି କୋଟି ଟଙ୍କାର ମହାଘୋଟାଲା ପାଇଁ କରାଯାଉଥିଲା କି ଫନ୍ଦି ?

Olive Ridley
କୁଆଡ଼େ ଗଲେ ଅଲିଭ ରିଡଲେ; ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଥିଲେ, ଏବର୍ଷ ହାତ ଗଣତି

ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ ।

Price Hike
ପରିବା ଦର ଆକାଶ ଛୁଆଁ, କଲବଲ ଖାଉଟି; ହୁ ହୁ ହୋଇ ବଢ଼ୁଛି ଦର, ୫୦୦ ଟଙ୍କାରେ ପୂରୁନି ବ୍ୟାଗ୍

ପରିବା କିଣି ଗଲେ ମରିବା ଭଳି ଲାଗୁଛି । ହାଟରେ ଯେଉଁ ପରିବାକୁ ବି ଛୁଇଁଲେ ଦାମ୍ ୫୦, ୬୦ ନହେଲେ ୮୦ରୁ ୧୦୦ ଟଙ୍କା ।

Bhubaneswar Drain
ପ୍ରତିବର୍ଷ ସମାନ ଅବସ୍ଥା, ବର୍ଷା ଆସିବା ମାତ୍ରେ ବାହାରୁଛି ଡ୍ରେନେଜ୍ ସମସ୍ୟା

ପ୍ରତିବର୍ଷ ବର୍ଷା ଯୋଗୁଁ ରାଜଧାନୀରେ ଡ୍ରେନେଜ୍ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ବିଏମସି ।

Mati Mafia
ରାଜଧାନୀରେ ମାଟି ମାଫିଆଙ୍କ ରାଜ୍, ଜଙ୍ଗଲରୁ ଉଠାଯାଉଛି ବେଆଇନ ଭାବେ ମାଟି

ରାଜଧାନୀରେ ମାତିଛନ୍ତି ମାଟି ମାଫିଆ । ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Snake Bite
ସାପ ଧରୁ ଧରୁ ମାରିଲା ଚୋଟ, ଅକାଳରେ ଚାଲିଗଲା ସାପ ଧରାଳିଙ୍କ ଜୀବନ; ଦେଖନ୍ତୁ ଦୃଶ୍ୟ

ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଗଲା ଜୀବନ ।

Weather Update
ମୌସୁମୀର ପ୍ରଭାବ ଜାରି; ଆସୁଛି ବଡ଼ ବର୍ଷା, ୨୬ରେ ଘୂର୍ଣ୍ଣିବଳୟ!

୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।

Bus Service
ଆସିଲା ବଡ଼ ଖବର, ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟରୁ ଗଡ଼ିବ ବସ୍

ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ଆରମ୍ଭ ହେବ ବସ୍ ସେବା । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ।

Public Health
ଘାରିଛି ଡିପଥେରିଆ ଚିନ୍ତା; ନୂଆ ମାମଲା ନାହିଁ, ଟିକାକରଣ ଜାରି

୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ଆଉ ସାମ୍ନାକୁ ଆସିନି । ସମସ୍ତଙ୍କୁ ଟିକାକରଣ କରାଯାଉଛି ।

Crime
ଝିଅ ଜନ୍ମ ହେଲା ବୋଲି, ହସ୍ପିଟାଲ୍‌ରୁ ଘରକୁ ଆସିବା ପରେ ମାରିଦେଲା ବାପା

ତେବେ ଖୋଦ୍ ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି ଯେ, ଆପଣଙ୍କ ହୋଶ୍ ଉଡ଼ିଯିବ । ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଜଣେ ବ୍ୟକ୍ତି ନିଜର ଯାଆଁଳା ଝିଅଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି ।

Vegetables Rate
ଆଶ୍ଚର୍ଯ୍ୟ! ଆମ୍ବ ୬ଟାକୁ ୨୪୦୦, ଭେଣ୍ତି କିଲୋ ୭୦୦; ଦର ଦେଖି ତାଜୁବ୍ ଗ୍ରାହକ

ଭାରତରେ ଲଗାତାର ଭାବେ ବଢ଼ି ଚାଲିଛି ପରିବା ଦର । ନିର୍ବାଚନ ଶେଷ ହେବା ପରେ ଯେପରି ବଜାର ଦରରେ ରୋକ୍ ଲାଗୁନି । ଆଲୁ ମହଙ୍ଗା, ଡାଲି ମହଙ୍ଗା.. ଫଳ ମହଙ୍ଗା । ଖାଉଟି ବଜାରକୁ ବାଧୁଛି ପରିବା ଦର ।

Balasore
ବାଲେଶ୍ୱରରେ କର୍ଫ୍ୟୁ କୋହଳ; ଜାଣନ୍ତୁ କେଉଁଠି କେତେ ସମୟ ପାଇଁ ହେଲା କୋହଳ

ବାଲେଶ୍ୱରରେ ସୁଧୁରିଛି ସ୍ଥିତି, କୋହଳ ହେଉଛି କର୍ଫ୍ୟୁ । ହେଲେ ସ୍ୱାଭାବିକ ହୋଇନି ମୋବାଇଲ୍ ଇଣ୍ଟରନେଟ୍ ସେବା ।

NTA
ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ, ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ

ହଟିଲେ NTA ଡିଜି । ନିଟ୍ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ।

Ind vs Ban
ପାଣ୍ଡ୍ୟା-କୁଲଦୀପ ଝଡ଼ରେ ବାଂଲାଦେଶ ଘାଇଲା, ସେମିରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ତିଆ!

ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା ।

Weather
ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ୨୬ରୁ ପ୍ରବଳ ବର୍ଷା ଆଶଙ୍କା; ପାଣିପାଗ ବିଭାଗ ତରଫରୁ ଚେତାବନୀ ଜାରି

ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Sri Mandir
ଜ୍ୱରରେ ପଡ଼ିଛନ୍ତି ମଣିମା, ଚାଲିବ ଗୁପ୍ତସେବା; ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ

ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

Ratna Bhandar
'ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନ ନୁହେଁ, ସମୟ ଲାଗିବ; କେବେ ଖୋଲିବ ଶୀଘ୍ର ଜଣାଇବୁ'

ରତ୍ନଭଣ୍ଡାର ଖୋଲିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ବାବଦରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Black Bucks
କୃଷ୍ଣସାର ମୃଗଙ୍କୁ ନନ୍ଦନକାନନରୁ ଆଣିଲେ, କୋଣାର୍କ ବାଲୁଖଣ୍ତରେ ଛାଡ଼ିଲେ

କୋଣାର୍କ ବାଲୁଖଣ୍ଡ ଅଭୟାରଣରେ ଛଡାଗଲା ୧୦ କୃଷ୍ଣସାର ମୃଗ । ନନ୍ଦନକାନନରୁ ଅଣାଯାଇଥିବା ୧୦ଟି ବିରଳ କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି ।

Balasore Curfew
କର୍ଫ୍ୟୁ କବଳିତ ବାଲେଶ୍ୱରରେ ଦହଗଞ୍ଜ ଜନତା; ଭୋକରେ ଲୋକେ, ମାତିଲେ କଳାବଜାରୀ

ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର ।

Dead Frog
ଦୋକାନରୁ କିଣିଥିଲେ ଆଳୁ ଚିପ୍ସ ପ୍ୟାକେଟ୍‌, ଖାଇବା ବେଳେ ବାହାରିଲା ମୃତ ବେଙ୍ଗ

ଗତ କିଛିଦିନ ତଳେ ଆଇସକ୍ରିମରୁ ଆଙ୍ଗୁଠି ବାହାରିଥିବା ଖବର ତ ଆପଣମାନଙ୍କର ମନେ ଥିବ । ଆଇସକ୍ରିମଟି ଅନଲାଇନ ମଗାଯାଇଥିବା ବେଳେ ଖାଇବା ବେଳେ ସେଥିରୁ ଗୋଟେ ମଣିଷ ଆଙ୍ଗୁଠି ବାହାରିଥିଲା ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।