• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Father & Son
Elderly Man Sets fire on Son: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ

ଜଣେ ବାପା । ହେଲେ ପରିଣତ ବୟସରେ ବାପାଟିଏ ଯେ ବନିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି ।

Jayanarayan Mishra
Jayanarayan Mishra: ଜୟନାରାୟଣଙ୍କ ‘ତଡ଼ାଖିଆ’ ବୟାନ; ସରଗରମ ରାଜନୀତି, ଛକା ପିଟିବା ପ୍ରୟାସରେ ବିରୋଧୀ

ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

Man Attempt to Burn Son
Man Attempt to Burn Son: ଟଙ୍କା ପାଞ୍ଚ ହଜାର ପାଇଁ ପୁଅ-ବୋହୂକୁ ଜାଳିଦେଲା ବାପା!

ଦୀନବନ୍ଧୁଙ୍କ ଉପରକୁ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ ବାପା । ପୁଅ ଦୌଡ଼ି ବାହାରକୁ ଆସିବା ବେଳେ ବୋହୂ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

Fun on the Stage
Fun on the Stage: ରାମାୟଣ ମଞ୍ଚରେ ଇଏ କି ମସ୍ତି, ଖାଇଗଲେ ଜୀଅନ୍ତା ଘୁଷୁରୀ ମାଂସ!

କଥା କହିପାରୁନଥିବା ପଶୁର ହାତ ଗୋଡ଼ ବାନ୍ଧି କିଛି କଳାକାର ବର୍ବରତାର ଶେଷସୀମା ପାର୍ କରିଛନ୍ତି । ଘୁଷୁରୀକୁ ଓଲଟାଇ ରଖି ତା’ର ଅନ୍ତବୁଜୁଳା ବାହାର କରିଛନ୍ତି ନର ରାକ୍ଷସମାନେ ।

BJP MLA
BJP MLA Jayanarayan Mishra: ଜୟନାରାୟଣଙ୍କର ସାଂଘାତିକ ବୟାନ ! ଦଳ କରିଦେଲା ଏକ ଘରକିଆ !

ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ?

ବିରାଟଙ୍କୁ ଟପିଲେ ପନ୍ତ
Pant Vs Kohli: କୋହଲିଙ୍କୁ ଟପିଲେ ଋଷଭ ପନ୍ତ, ପାଲଟିଲେ ...

ରିଟେସନ୍‌ କଥା ଆସିଲେ ବିରାଟ କୋହଲି ସଦାବେଳେ ଶୀର୍ଷରେ ରହିଥାଆନ୍ତି । ଚଳିତ ବର୍ଷ ପାଇଁ ବିରାଟଙ୍କୁ ପୁଣି ଥରେ ନିଜ ଦଳରେ ରଖିବା ପାଇଁ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟଙ୍କୁ ୨୧ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛି ।

Odia Dinner Menu for PM Modi
Odia Dinner Menu for PM Modi: ମୋଦି ଖାଇଲେ ଓଡ଼ିଆ ଖାଦ୍ୟ, ଥାଳିରେ ଥିଲା ସନ୍ତୁଳା-ଜହ୍ନି ରାଇ...

ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଓଡ଼ିଆ ନିରାମିଷ ଖାଦ୍ୟର ମଜା ନେଇଛନ୍ତି । ରାତ୍ରଭୋଜନ ସମ୍ପୂର୍ଣ୍ଣ ରୂପେ ନିରାମିଷ ଥିଲା ।

 Khalistani Terrorist
Khalistani Terrorist Pannun Target: ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରକୁ ଧମକ ଦେଇଥିଲା ପନ୍ନୁ । ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିଲା ।

Cyclone Fengal
Cyclone Fengal: ଲ୍ୟାଣ୍ଡଫଲ୍ କରିବ ବାତ୍ୟା !! ପବନ ବେଗ ଘଣ୍ଟାପ୍ରତି ୭୦-୯୦ କିମି ରହିବ

ଏତିକିବେଳେ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ରହିପାରେ । ସ୍ଥଳ ବିଶେଷରେ ଏହା ବଢି ୯୦ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିନଥିଲେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର...

Astronauts Complete Training
Astronauts Complete Training: ସରିଲା ଟ୍ରେନିଂ, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ ଯିବେ ଗଗନଯାତ୍ରୀ

ଖୁବଶୀଘ୍ର ଆକ୍ସିଅମ୍-୪ ମିଶନରେ ସ୍ପେଶ ଏକ୍ସ ରକେଟରେ ସେଠାକୁ ଯିବେ ଗଗନଯାତ୍ରୀ । ଏଥିପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରାଇମ୍ କ୍ରୁ ଥିବା ବେଳେ, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ କ୍ରୁ ଅଛନ୍ତି ।

Mosquito Population
Mosquito Population: ଘରେ ବାହାରେ ସାଲୁବାଲୁ ମଶା! ଦିନ ହେଉ କି ରାତି, ମଶା ଉତ୍ପାତରେ ଅତିଷ୍ଠ ଲୋକେ

ବ୍ରହ୍ମପୁର ମହାନଗରରେ ମଶା ଦାଉରେ ଲୋକେ କାଲୁବାଲୁ । ସକାଳ ହେଉ କି ସଂଜ, ସବୁବେଳେ ମଶାଙ୍କ ଦାଉ । ଆଉ ଏଇ ମଶାଙ୍କ ସ୍ୱର୍ଗ ପାଲଟିଛି ସହରର ବିଭିନ୍ନ ନାଳ ।

DGP Conference
DGP Conference: ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ, ଯୋଗ ଦେବେ ପିଏମ୍

ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ । ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ ।

PM's Meeting at BJP Office
PM Narendra Modi's Meeting at BJP Office: କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...

ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ ।

PM Modi to Review
PM Modi to Review: କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି; ନିର୍ବାଚନ ପ୍ରତିଶ୍ରୁତି ପାଳନର ଚାଲିଛି ସମୀକ୍ଷା

ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ ।

PM Modi in Bhubaneswar
PM Modi in Bhubaneswar: ବିରୋଧୀଙ୍କୁ ନିଶାନା, ମୋହନଙ୍କୁ ପ୍ରଶଂସା; ରାଜଧାନୀରେ ପ୍ରଧାନମନ୍ତ୍ରୀ

ମନ୍ଦିର ନଗରୀରେ ମୋଦି ଉତ୍ସାହ... କୋହଲା ପାଗକୁ ଉଷୁମ କରୁଥିଲା ନାଚଗୀତ, ସାଂସ୍କୃତିକ ଆୟୋଜନ । କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟ... ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍...

Modi in Odisha
Modi Speech in Bhubaneswar: ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।

PM Modi
PM Modi in Bhubaneswar: ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଦୁଲୁକୁଛି ରାଜଧାନୀ

ଫୋକସରେ ରହିବ ସରକାର ଓ ସଂଗଠନ । ଡିଜି ସମ୍ମିଳନୀରେ ଯୋଗଦେବା ସହ ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତା’ର ସମୀକ୍ଷା କରିବାକୁ ଭୁବନେଶ୍ୱରେ ପହଞ୍ଚିଛନ୍ତି ମୋଦି ।

Ajit Doval
National Security Advisor Ajit Doval: ଅଜିତ୍ ଡୋଭାଲ୍: ପାକିସ୍ତାନରେ ଅଣ୍ଡର କଭର ଏଜେଣ୍ଟ, ଭାରତରେ ରିକ୍ସାବାଲା ...

୧୯୬୮ ବ୍ୟାଚର ଭାରତୀୟ ପୁଲିସ ସେବାର ଅଧିକାରୀ ହେଉଛନ୍ତି ଅଜିତ ଡୋଭାଲ୍ । କେରଳ କ୍ୟାଡରର ଏହି ଅଧିକାରୀ କୋଟ୍ଟାୟାମ ଜିଲ୍ଲାର ଏଏସପି ଭାବେ କାମ ଆରମ୍ଭ କରିଥିଲେ ।

Potato Crisis
Potato Crisis: ପୁଣି ଆଳୁ ଗେମ୍ ଖେଳିଲେ ମମତା ଦିଦି, ନବୀନଙ୍କୁ ନିଶାନା କଲେ ଯୋଗାଣ ମନ୍ତ୍ରୀ

ଦରବୃଦ୍ଧିର ଆଶଙ୍କା ଭିତରେ ଆଳୁ ଦୋକାନ ଆଗରେ ଜମିଲାଣି ଭିଡ଼ । କାରଣ ଦିନକ ଭିତରେ ୮ ଟଙ୍କା ବଢ଼ି କିଲୋ ୩୫ରେ ବିକ୍ରି ହେଉଛି ଆଳୁ ।

PM Modi in Odisha
PM Modi in Odisha: କାଲିଠାରୁ ଓଡ଼ିଶା ଗସ୍ତରେ ମୋଦି, ସ୍ୱାଗତ ପାଇଁ ସଜେଇ ହୋଇଛି ରାଜଧାନୀ

ଆସୁଛନ୍ତି ପିଏମ୍ ମୋଦି । ସେଇଥି ପାଇଁ ସାଜସଜା । ରାଜଧାନୀ ସାରା ଛାଇଗଲାଣି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ କଟ୍ ଆଉଟ୍ । ଏୟାରପୋର୍ଟ ନିକଟରେ ଛିଡ଼ା ହୋଇଛି ମୋଦିଙ୍କ ବିଶାଳ କଟଆଉଟ୍ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।