ମା’-ପୁଅ ସମ୍ପର୍କରେ ଲାଗିଲା କଳଙ୍କ । ପାଳିତ ପୁଅ ସହ ପାପ ସମ୍ପର୍କ ରଖୁଥିଲା ମା’ ।
ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ୯୦ ଦଶକରେ ବିକ୍ରି ହୋଇଥିବା ପ୍ଲଟରେ ଫିଲିଂ ନାଁରେ ପକାଉଛି ଫ୍ଲାଏ ଆଶ୍ ।
ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ ।
କ୍ୟାପିଟାଲ ହସପିଟାଲରେ ବଢିବ ଆଇସିୟୁ ବେଡ୍ । ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସପିଟାଲ ।
ନିଦ ହଜାଇଛି ଦିଲ୍ଲୀ ପ୍ରଦୂଷଣ! ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ ।
ତଥାକଥିତ କଳକୀ ବାବାଙ୍କ ସଂପର୍କରେ ଅନେକ ପୁସ୍ତକ ଲେଖାଯାଇଥିବା ବେଳେ ସେଥିରେ ବାବା ଅନେକ ଚମତ୍କାର କରିଥିବା ନେଇ ଲେଖିଛନ୍ତି ଅନେକ ଶ୍ରଦ୍ଧାଳୁ । ଅନୁଭୂତିରେ ଭଗବାନ ସତ୍ୟ ଅନନ୍ତ ବହିରେ ଅନେକ ଶ୍ରଦ୍ଧାଳୁ ନିଜ ନିଜର ଅନୁଭୂତି ସଂପର୍କରେ ଲେଖିଛନ୍ତି ।
କେଜିଏ ସୁନା ଗହଣା, ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ଦାମୀ ପ୍ଲଟ୍ ଓ ଫ୍ଲାଟ୍ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଦିନରେ ତିନି ତିନି ଜଣ ସରକାରୀ ବଡ଼ ବାବୁଙ୍କ ଘରୁ ଆଜି ଏମିତି ଆଖି ତରାଟିଲା ଭଲି ସଂପତ୍ତି ଠାବ କରିଛନ୍ତି ଭିଜିଲାନ୍ସ...
ସଞ୍ଜୀବ ମିଶ୍ରଙ୍କ ପରେ ମନୋଜ ସାହୁ । ସପ୍ତାହକରେ ଓଡ଼ିଶାକୁ ଆସିଲେଣି ଦୁଇ IAS ଅଫିସର ।
ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ହୃତପିଣ୍ଡ ଜମାରୁ କାମ କରୁ ନଥିଲା ।
ବିଶ୍ୱାସ ଆଉ ଗୁରୁଶିଷ୍ୟ ପରଂପରା ନାଁରେ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ଭାଣ୍ଡାମୀ?
ତଥାକଥିତ କଳକୀ ବାବାଙ୍କ ନାଁରେ ସାଘାଂତିକ ଅଭିଯୋଗ । ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି ।
ଆଉ ନାହାନ୍ତି ସମୀର ଦେ । ୬୭ ବର୍ଷରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି ।
ସ୍ୱାମୀ ସ୍ତ୍ରୀଙ୍କ ଦର ୪୦ ହଜାର । ସତ ସତିକା ନୁହେଁ ପିତ୍ତଳର ସ୍ୱାମୀ ଓ ସ୍ତ୍ରୀଙ୍କ ମୂର୍ତ୍ତିର ଦର ହେଉଛି ୪୦ ହଜାର ଟଙ୍କା ।
ଯୁଗ ବଦଳିଯାଇଛି । କିନ୍ତୁ ଆଜି ବି ବଦଳିନାହିଁ, କିଛି ଲୋକଙ୍କ ମଧ୍ୟଯୁଗୀୟ ମାନସିକତା । ଜାତିପ୍ରଥା କବଳରେ କବଳିତ କିଛି ବ୍ୟକ୍ତି ଓ ସଂପ୍ରଦାୟ ।
ସ୍କ୍ରିମ୍ ଟାୱାର, ସୁନାମୀ, ଫ୍ରିସ ବି । ଏଥର ବାଲିଯାତ୍ରାର ସୋ ଷ୍ଟପର ସାଜିଛି ଏସବୁ ନୂଆ ଦୋଳି ।
ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ପୁରସ୍କାର ।
ଆଶ୍ରମରୁ ବାବା କୁହାଯାଉଥିବା ନାବାଳକ ଗାଏବ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । କହିଛନ୍ତି ...
ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।
ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ସ୍ଥାନ ପାଇଲା ଓଟିଭି । ବିଶ୍ୱସ୍ତରରେ ବ୍ୟାବସାୟିକ ଦକ୍ଷତା ରଖୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍ ।
ନଭେମ୍ବର ପହିଲାରୁ ସୁନା ଦର ପ୍ରାୟ ୬୦୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ଅର୍ଥାତ୍ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସୁନା ଦରରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଆସନ୍ତୁ ଜାଣିବା ଆଜି କେଉଁଠି ସୁନାର ଦର କେତେ ରହିଛି...