• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Virat Kohli
ଅନୁଷ୍କାଙ୍କୁ ବାର୍ବାଡସ୍‌ର ବାତ୍ୟା ଦେଖାଇଲେ ବିରାଟ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ

ବିରାଟ କୋହଲି ଓ ଅନୁଷ୍କା ଶର୍ମା, ଭାରତର ଜଣେ ଚର୍ଚ୍ଚିତ ଯୋଡ଼ି । ହୃଦୟ ଜିତିବାର କୌଣସି ସୁଯୋଗ ସେମାନେ ହାତଛଡ଼ା କରନ୍ତି ନାହିଁ ।

Odisha Politics
ଦାଣ୍ତରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି ଗୋଷ୍ଠୀ କନ୍ଦଳ, ଟିକେଟ୍ ବଣ୍ଟା ପରଠାରୁ ଚାଲିଛି ଟଣାଓଟରା

ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ନୂଆ ନୁହେଁ । ଗତ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟା ସମୟରୁ ହିଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗି ଆସୁଛି ।

5T School
ଉପର ଚିକ୍କଣ ଭିତର ଫମ୍ପା; ଗଳି ପଡ଼ିଲା 5T ହାଇସ୍କୁଲ ଛାତ, ଅଳ୍ପକେ ବର୍ତ୍ତିଲେ ପିଲା

ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ପୂର୍ବତନ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି । 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି ।

Hathras stampede
ହାଥରସ ଦଳାଚକଟା: ଶବ ଦେଖିବା ପରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

ଏତେ ସଂଖ୍ୟକ ମୃତଦେହ ଦେଖି ଜଣେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ମୃତଦେହ ଦେଖିବା ଫଳରେ ଉକ୍ତ କନେଷ୍ଟବଳଙ୍କର ହାର୍ଟଆର୍ଟାକ୍ ହୋଇଥିଲା ।

Elephant
ହାତୀଙ୍କୁ ହାଇଫାଇ ସୁବିଧା; ରହିଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍-ରେସ୍ତୋରାଁ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ କିଛି ଖାସ୍ ହାତୀଙ୍କୁ ମିଳୁଛି ହାଇଫାଇ ଖାତିରଦାରୀ । ସେମାନଙ୍କ ପାଇଁ ଅଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍ ଓ ରେସ୍ତୋରାଁ ।

Rift in BJD
ବିଜେପି ଆଡକୁ ଢଳୁଛନ୍ତି ବିଜେଡି କର୍ପୋରେଟର! ସତ୍ତା ବଦଳିବା ପରେ ଚର୍ଚ୍ଚା ଜୋର

ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡି କର୍ପୋରେଟର ? ଖୋଦ ବିଜେଡି କର୍ପୋରେଟର ଏଭଳି ବଡ଼ ଖୁଲାସା କରିବା ପରେ ରାଜଧାନୀ ବିଜେଡି ରାଜନୀତି ଏବେ ଚର୍ଚ୍ଚାରେ ।

Face-Off
ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ, ମୁହାଁମୁହିଁ ହେଲେ ବିଜେପି- ଛାତ୍ର କଂଗ୍ରେସ

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ ।

NEET Exam
ଲିକ୍ ରୋକିବାକୁ ନୂଆ ପଦକ୍ଷେପ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ!

ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନପତ୍ର । ନିଟ୍ ପିଜି ପରୀକ୍ଷା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି ।

Narendra Modi
ସଂସଦରେ ଉଠିଲା ଓଡ଼ିଶା କଥା, ମୋଦି କହିଲେ ...

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି ।

Crime in Bhubaneswar
ବାପା କୋଳରୁ ଝିଅକୁ ଟାଣି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ!

ଶିଶୁକୁ ବାପା କୋଳରୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହାପରେ ପୀଡ଼ିତାକୁ ଛାଡ଼ି ଫେରାର ହୋଇ ଯାଇଥିଲା ।

Accident
ରାଜଧାନୀରେ ହିଟ୍ ଏଣ୍ଡ ରନ୍; ଧରାପଡିଲା ଟ୍ରାଫିକ କର୍ମଚାରୀଙ୍କ ଜୀବନ ନେଇଥିବା ଡ୍ରାଇଭର

ଧରାପଡ଼ିଲା ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଟ୍ରକ୍ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଟ୍ରକ୍ ଓ ଡ୍ରାଇଭରକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ । ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା...

PM Modi
ବିକାଶର ଗୋଲାପୀ ଚିତ୍ର ଦେଖାଇଲେ ପ୍ରଧାନମନ୍ତ୍ରୀ, ବିରୋଧୀଙ୍କ ପ୍ରବଳ ହୋହଲ୍ଲାରେ କମ୍ପିଲା ଗୃହ

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।

Weather Update
ପ୍ରବଳ ବର୍ଷା !! ଉବୁଟୁବୁ ହେଉଛି ପୂରା ଦେଶ, ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି

ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି ।

Manmohan Samal
ଥମୁନି ରାହୁଲ ବୟାନ୍‌ ଝଡ଼; କଡ଼ା ଭର୍ସନା କଲେ ମନମୋହନ, କହିଲେ ...

ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ବିରୋଧୀ ସିଟରେ ବସିବାରୁ ଅଣନିଃଶ୍ୱାସୀ ହୋଇଛନ୍ତି ।

BMC
ଅଭିଯୋଗ ଶୁଣିବ BMC, ସମସ୍ୟା ନେଇ ଲୋକଙ୍କ ଲାଗିଲା ଲମ୍ବା ଲାଇନ୍

ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ବିଭିନ୍ନ ଆଡୁ ଆସିଥିବା ଜନତାଙ୍କ ଗୁହାରି ଶୁଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।

Saptasajya Forest
ଘଞ୍ଚ ଜଙ୍ଗଲ, ଅନ୍ଧାର ରାତି; ୧୧ ଘଣ୍ଟା ଫସି ରହିଲେ ୫ ସାଙ୍ଗ

ବାଟ ନପାଇଲେ ଏବେ ଆମେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଉଛେ, ହେଲେ ସେଇ ଗୁଗୁଲ୍ ମ୍ୟାପ୍ କେମିତି ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲ ଭିତରେ ୫ ସାଙ୍ଗଙ୍କୁ ବାଟବଣା କରିଦେଲା ଓ ୧୧ ଘଣ୍ଟା କାଳ ଫସି ରହିବା ପରେ ରାତି ଅଧରେ ଉଦ୍ଧାର ପାଇଲେ, ସେ ଘଟଣା ହୋଇଛି...

Rahul Gandhi
ରାହୁଲଙ୍କ ହିନ୍ଦୁ ବୟାନ, ଲୋକସଭାରେ ହଙ୍ଗାମା; ଦେଶବାସୀଙ୍କୁ କ୍ଷମା ମାଗିବାକୁ ଗୃହମନ୍ତ୍ରୀଙ୍କ ଦାବି

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ।

West Bengal Case
ପଶ୍ଚିମବଙ୍ଗରେ ଅରାଜକତା; ସର୍ବ ସମ୍ମୁଖରେ ଯେତେ ପାରିଲେ ଛେଚିଲେ, ଭିଡିଓ ଭାଇରାଲ

ଜଣେ ମହିଳା ଓ ପୁରୁଷଙ୍କୁ ସର୍ବ ସମ୍ମୁଖରେ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ତୃଣମୂଳ କଂଗ୍ରେସ କର୍ମୀ ତଜମୂଲ ହକ୍ । ଦେଶରେ ନୂତନ କ୍ରିମିନାଲ ଲ' ଲାଗୁ ହେବା ପରେ ପଶ୍ଚିମବଙ୍ଗ ପୋଲିସର ଏହା ପ୍ରଥମ ଗିରଫଦାରୀ ।

Electricity
ଏକବିଂଶ ଶତାବ୍ଦୀର ଅଭାବନୀୟ ଚିତ୍ର, ନବୀନଙ୍କ ଜିଲ୍ଲାରେ ନାହିଁ ବିଦ୍ୟୁତ୍ ସେବା

ଯୁଗ ଆସି କେଉଁଠି ପହଞ୍ଚିଲାଣି । ସ୍ମାର୍ଟ ଫୋନ୍ ୪ଜିରୁ ୫ଜି ହୋଇଗଲାଣି । ତଥାପି ଆଜିଯାଏଁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପହଞ୍ଚି ପାରିନି ବିଜୁଳି ।

Bars and Pubs
ରାତି ତମାମ ଖୋଲା ରହୁଛି ବାର୍-ପବ୍, ମତୁଆଲା ହେଉଛନ୍ତି ଯୁବ ପିଢ଼ି; ତଦନ୍ତ ନିର୍ଦ୍ଦେଶ

ରାଜଧାନୀରେ ରାତି ତମାମ ଖୋଲା ରହୁଛି ବାର ଓ ପବ୍ । ରଙ୍ଗୀନ ଆଲୁଅ ଭିତରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।