• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Maoist Brutality Strikes Again
Maoist Brutality Strikes Again: ବୀଭତ୍ସ ... ବର୍ବର !! ପ୍ରଜାକୋର୍ଟରେ ସ୍ୱାମୀ ସାମନାରେ ପତ୍ନୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ପ୍ରଥମେ ମାଓବାଦୀମାନେ ଦମ୍ପତିଙ୍କୁ ଅପହରଣ କରିଥିଲେ । ସ୍ୱାମୀକୁ ମାଡ଼ ମାରି ଛାଡ଼ି ଦେଇଥିଲେ ମାଓବାଦୀ । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମାଓବାଦୀଙ୍କ ବର୍ବରତା ।

Elephant Calf Dies
Elephant Calf Dies: ବିସ୍ଫୋରଣରେ ଛିଡ଼ି ଯାଇଥିଲା ପାଟି, ଭୋଗୁଥିଲା ଯନ୍ତ୍ରଣା! ହେଲେ ହାରିଗଲା ..

୧୨ ଦିନ ତଳେ ନବରଙ୍ଗପୁର ସୀମାନ୍ତ ପଡ଼ୋଶୀ ଛତିଶଗଡ଼ ଜଙ୍ଗଲରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିଲା ୬ ବର୍ଷର ହାତୀଛୁଆଟି ।

CM Distributes Input Subsidy to Farmers
CM Distributes Input Subsidy to Farmers: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆକାଉଣ୍ଟକୁ ଗଲା ଧାନ ଇନପୁଟ୍ ସବସିଡି ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଦଲାଲି କରିବ ତାକୁ ସିଧା ଜେଲରେ ପୂରାଯିବ । ସେହିପରି ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରି ବର୍ଷିଛନ୍ତି ।

Vigilance Arrested ACF
Vigilance Arrested ACF: କେଉଁଠୁ ଆସିଲା ଟଙ୍କା, ଦେଇପାରିଲେନି ଉତ୍ତର; ଗିରଫ କଲା ଭିଜିଲାନ୍ସ

ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

Bolangir Child Trafficking Case
Bolangir Child Trafficking Case: ଦାଦନ ଖଟିବାକୁ ଯିବେ ବୋଲି ଶିଶୁକନ୍ୟାକୁ ସରକାରଙ୍କ ହାତରେ ଟେକି ଦେଲେ ଦମ୍ପତି

ଶାସନ ଅଛି କିନ୍ତୁ ପ୍ରଶାସନ ଢିଲା । ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ଖରାପ । ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ୱେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ ।

Pallahara NH Turning Death Traps
Pallahara NH Turning Death Traps: ପାଦେ ପାଦେ ଦୁର୍ଘଟଣାର ଭୟ, ଟିକେ ଅନ୍ୟମନସ୍କ ହେଲେ ନେଇଯିବ ଯମ !

ଜୀବନ ରେଖା ପାଲଟିଥିବା ରାସ୍ତା କେତେବେଳେ ବି ଜୀବନ ନେଇପାରେ । ଆଉ କେଉଁ ସମୟରେ ବି ଗୋଟିଏ ପରିବାର ନିଃସହାୟ ହୋଇଯାଇପାରେ ।

India's First Selfie
India's First Selfie: ଆଜିକାଲି ନୁହେଁ, ୧୦୦ ବର୍ଷ ପୂର୍ବରୁ ଭାରତରେ ନିଆ ଯାଇଥିଲା ପ୍ରଥମ ସେଲ୍‌ଫି !

ଆମ ଭାରତରେ ପ୍ରଥମେ କିଏ ସେଲ୍‌ଫି ନେଇଛନ୍ତି ? ସେଲ୍ଫି ଆଉ ସ୍ମାର୍ଟ ଫୋନ୍‌ କଥା ଉଠିଲେ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ଏଇ ୧୦ କି ୧୫ ବର୍ଷ ପୂର୍ବରୁ ତ ସ୍ମାର୍ଟ ଫୋନ୍‌ ଆସିଥିଲା, ପ୍ରଥମ ସେଲ୍‌ଫି ବି ସେଇ ସମୟରେ ନିଆଯାଇଥିବ ।

Winter Intensifies in Odisha
Winter Intensifies in Odisha: ଖସିବ ପାରଦ, ବଢ଼ିବ ଜାଡ଼ ! କମିବ ରାତି ତାପମାତ୍ରା

ଆସନ୍ତା ଦୁଇଦିନ ମଧ୍ୟରେ ଜଗତ୍‌ସିଂହପୁର, କଳାହାଣ୍ତି, ସୁନ୍ଦରଗଡ଼, କନ୍ଧମାଳ, ଯାଜପୁର ଆଦି ସ୍ଥାନରେ ତାପମାତ୍ରା କମିବା ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ।

President Droupadi Murmu
President Droupadi Murmu: ମହାମହିମଙ୍କ ଓଡ଼ିଶା ଗସ୍ତର ଶେଷ ଦିନ, ଅପରାହ୍ଣରେ ଫେରିଯିବେ ଦିଲ୍ଲୀ

ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ।

Controversial IPS Ashish Singh
Controversial IPS Ashish Singh: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଆଶିଷ ସିଂ

ଆଶିଷ ସିଂ ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି ।

Allu breaks silence on Pushpa 2
Allu breaks silence on Pushpa 2: ନିରବତା ଭାଙ୍ଗିଲେ ଅଲ୍ଲୁ, ଦଳାଚକଟା ପୀଡ଼ିତାଙ୍କୁ ଦେଲେ ୨୫ ଲକ୍ଷର ସହାୟତା

ଦୁଇଦିନ ତଳ ରାତିରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ ।

Nippon Steel Plant
Nippon Steel Plant: ଜାଗିଲା ଆଶାର କିରଣ, ଆଶଙ୍କାରେ ପୂର୍ଣ୍ଣଚ୍ଛେଦ; କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲପ୍ଲାଣ୍ଟ

ଦୂର ହେଲା ଦ୍ୱନ୍ଦ୍ୱ । ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ଜାଗିଲା ଶିଳ୍ପବିକାଶ ପାଇଁ ଆଶାର କିରଣ ।

Migrant Labourers
Migrant Labourers: ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ

ଗଲା ଚାରିଦିନରେ ଜିଲ୍ଲାର ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡକୁ ଶବ ହୋଇ ଫେରିଥିବା ଦୁଇ ପରିବାରର ଦାରୁଣ ଦୁର୍ଦ୍ଦଶା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ । ଓଟିଭିର ସ୍ପେଶାଲ୍ ରିପୋର୍ଟ ।

President Droupadi Murmu
President Droupadi Murmu: ଜନ୍ମମାଟି ମୋହରେ ଭାବବିହ୍ୱଳ ମହାମହିମ; ମଜିଲେ ସାନ୍ତାଳି ନାଚରେ, ବଖାଣିଲେ ବାଲ୍ୟ ସ୍ମୃତି

କେଉଁଠି ସାନ୍ତାଳୀ ନୃତ୍ୟ ସଂଗୀତରେ ଝଙ୍କୃତ ହେଉଛି ଗାଁ ଦାଣ୍ଡ ତ ଆଉ କେଉଁଠି ଝଟକୁଛି ହାତ ଅଙ୍କା ଝୋଟି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡ଼ା ଗାଁର ପ୍ରତିଟି ମଣିଷଙ୍କ ଛାତି କୁଣ୍ଢେମୋଟ...ଗର୍ବିତ...ଉତଫୁଲ୍ଲିତ ।

Per Capita Debt:
Per Capita Debt: ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦ ହଜାରରୁ ଅଧିକ ...

ଗତକାଲି ପାରିତ ହୋଇଛି ଚଳିତ ଆର୍ଥିକ ବର୍ଷ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ।

Obscene Acts in Jatra
Obscene Acts in Jatra: କଠୋର ହେଲେ ସରକାର, ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳତା

ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳ ନୃତ୍ୟ । ଏ ନେଇ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା ।

Daughter-in-Law
Manvasa guruvar: ମାଣବସାରେ ଲକ୍ଷ୍ମୀ ସ୍ୱରୂପା ବୋହୂକୁ ମାରିଲେ ! ଶାଶୁ ଘର ଆଗରେ ଜଳିଲା ଜୁଇ

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।

Fadnavis Led Maharashtra Govt
Fadnavis Led Maharashtra Govt: ଫଡ଼ନାଭିସ୍ କ୍ୟାବିନେଟରେ କାହାକୁ କ’ଣ ? କାହାକୁ ମିଳିବ ଅର୍ଥ-ଗୃହ ବିଭାଗ ?

ଗତ ୪ ତାରିଖରେ ଅର୍ଥାତ ଶପଥ ନେବା ପୂର୍ବ ଦିନ ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠି କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା ।

Robbers Targeting Flats
Robbers Targeting Flats: ଆପାର୍ଟମେଣ୍ଟରେ କୋକୁଆଭୟ; ଚିନ୍ତାରେ ପୋଲିସ, ଆତଙ୍କିତ ସହରବାସୀ

ବେଫିକର ଲୁଟେରା ... ବେସାହାରା ବାସିନ୍ଦା ... ଖଣ୍ଡାଧରି ବୁଲୁଛନ୍ତି ... ରାତି ଅନ୍ଧାରେ ଲୁଟୁଛନ୍ତି ।

Lightening Death
Lightning Death: ଆକାଶରୁ ଖସୁଛି ମୃତ୍ୟୁ! ଯମ ଦୂତ ସାଜିଛି ବଜ୍ରପାତ! ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ

ଯମ ଦୂତ ସାଜିଛି ବଜ୍ରପାତ! ଅକାଳରେ ନେଉଛି ଜୀବନ । ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ପ୍ରାଣ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।