ଈଶ୍ବରଙ୍କ କୃପାରୁ ନିଜକୁ ନିଜେ ଉପାଧିଭୂକ୍ତ କରିଥିବା କବି ସିଏ। ଘଣ୍ଟ ଭଳି ସମାଜର ଦୁସ୍ଥିତିକୁ ରାଜାଙ୍କ କର୍ଣ୍ଣଗୋଚର କରୁଥିବା ବ୍ୟକ୍ତିସିଏ।
କିଏ ଗୋବରକୁ ହାତରେ ଚକୁଟୁଛି ତ କିଏ ଗୋବରର ଲେପ ଦେଇ କଣ୍ଢେଇ ତିଆରି କରୁଛି ଆଉ କିଏ କିଏ କଣ୍ଢେଇରେ ରଙ୍ଗ ଦେବା ପରେ ଖରାରେ ଶୁଖାଉଛନ୍ତି ... ଦେବାଦେବୀ, ପଶୁପକ୍ଷୀ, ପଶୁମୁଖା ଭଳି ସୁନ୍ଦର ସୁନ୍ଦର ଖେଳଣା ତିଆରି କରି ମହିଳା ମାନେ ହୋଇପାରିଛନ୍ତି ସ୍ୱାବଲମ୍ବୀ...
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୨ଶୀ ରାତ୍ରି ୧୧.୫୯ ଗତେ ୧୩ଶୀ
୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେଲେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବ ।
ବିନା ସରକାରୀ ସହାୟତାରେ ପନିପରିବା ସହିତ ଫଳ ଚାଷ କରି ରାଜଗାଙ୍ଗପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଫକରପଡା ଗ୍ରାମର ଜରା ଲାକଡା। ନିଜେ ଜଣେ ଅକ୍ଷମ ହୋଇଥିଲେ ମଧ୍ୟ ଏବେ ସେ ପାଲଟିଛନ୍ତି ସକ୍ଷମ।
ପୁଣି ବଳି ପଡିବେ ହଜାର ହଜାର ନୀରିହ ପଶୁ ପକ୍ଷୀ। ହେଲେ ଏଥର ଆଦିବାସୀ ଖୁସ୍। କାରଣ ପରମ୍ପରାକୁ ନେଇ ଧର୍ମକୁ ଆଖିଠାର ଭଳି ଲାଗିବନି କଟକଣା।
ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ରବିବାର ଚନ୍ଦ୍ର- ତୁଳା ଦିବା ୦୪.୦୧ ଗତେ ବିଛା ତିଥି - ୧୧ଶୀ ରାତ୍ରି ୧୨.୪୬ ୧୨ଶୀ
‘GRS ମ୍ୟାଡାମ୍ କରିଛନ୍ତି ହେରାଫେରି.. ନିଜ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଛାଡ଼ିଛନ୍ତି.. ଦଲାଲ୍ ମାଧ୍ୟମରେ ଚାଲିଛି କେଳେଙ୍କାରୀ..’
ବିଦ୍ୟାଳୟ କାନ୍ଥରେ ଲାଗିଛି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା.. ହେଲେ ବାସ୍ତବ ଚିତ୍ର ଏଇଠି କହୁଛି ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..
ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି..
୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..
ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..
ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ ନେଇ ତୁମ୍ବିତୋଫାନ ପରେ ନିଜ ଉପରୁ ଦୋଷ ଛଡ଼ାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ପଥର ଖାଦାନ ପ୍ରଭାବିତ କରୁଛି ଲୋକଙ୍କ ଜୀବନ ଜୀବିକା । ପଥର ବ୍ଲାଷ୍ଟିଂ ଯୋଗୁଁ ଘରଦ୍ୱାର ଭାଙ୍ଗି ଯାଉଥିବା ବେଳେ, ଏବେ ଚାଷକାର୍ଯ୍ୟକୁ ବି କଲାଣି ପ୍ରଭାବିତ ।
ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା । ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି ।
ଗର୍ଭଧାରଣ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୭ ସପ୍ତାହ ଗର୍ଭ ଧାରଣ ପରେ ଗର୍ଭପାତ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ । ଏକ ସ୍ପର୍ଶକାତର ମାମଲାର ଶୁଣାଣି ବେଳେ ଏପରି ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ପର୍ଯ୍ୟଟନ ଋତୁରେ ଖାଁ ଖାଁ ପଡ଼ିଛି ବାଲେଶ୍ୱର ଜିଲ୍ଲାର ଅନେକ ସମୁଦ୍ର ବେଳାଭୂମି । ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଲୋକେ ମୁହଁ ଫେରାଉଛନ୍ତି ।