Advertisment

Panchang Today 30th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର- ବୃଷ ରାତ୍ରି ୦୩.୧୫ ଗତେ ମିଥୁନ । ତିଥି-୩ୟା ଦିବା ୦୨.୧୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୦୩.୧୫ ଗତେ କନ୍ୟା ରାଶିର ।

author-image
Deepak Acharya
undefined

Panchang

ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର- ବୃଷ ରାତ୍ରି ୦୩.୧୫ ଗତେ ମିଥୁନ । ତିଥି-୩ୟା ଦିବା ୦୨.୧୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୦୩.୧୫ ଗତେ କନ୍ୟା ରାଶିର । ଘାତବାର- କର୍କଟ ରାଶିର । ପୁଷ୍କରଦୋଷ- ନାସ୍ତି ।

Advertisment

ଶୁଭ ସମୟ-

ପ୍ରାତଃ- ୦୫.୨୨ ରୁ ୦୭.୦୩
ଦିବା- ୧୦.୦୮ ରୁ ୧୧.୧୮
ଦିବା- ୦୧.୫୧ ରୁ ୦୫.୧୪
ସନ୍ଧ୍ୟା- ୦୬.୫୦ ରୁ ୧୦.୩୬
ରାତ୍ରି- ୦୧.୩୬ ରୁ ୦୨.୩୨
ରାତ୍ରି- ୦୩.୫୭ ରୁ ୦୫.୨୧

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୪୩ ରୁ ୦୧.୧୯
କାଳବେଳା- ଦିବା ୦୮.୩୩ ରୁ ୧୦.୦୮
ବାରବେଳା- ଦିବା ୧୧.୪୩ ରୁ ୦୧.୧୯
କାଳରାତ୍ରି- ରାତ୍ରି ୦୨.୩୨ ରୁ ୦୩.୫୭

Advertisment
Astrological Prediction Panchang
Advertisment
Advertisment