Advertisment

ପାଣ୍ଡିଆନ୍ କିଏ?

ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନଙ୍କୁ ବିଜେଡିରେ ଠା ପୂଜା କରାଯାଉଥିଲା। ଥାଟ ବାଟ ସବୁ ମିଳିଥିଲା। ନେତା ପାଲ ଟାଣୁଥିଲେ, ପାଣ୍ଡିଆନ୍ ଷ୍ଟେଜ୍ ଚଢୁଥିଲେ। ଏବେ ସେଇ ଦଳର ନେତା ସମ୍ବିତ ରାଉତରାୟ କହୁଛନ୍ତି, ପାଣ୍ଡିଆନ୍ କିଏ? ସେ ବିଜେଡି ପାଇଁ ଅତୀତ ହୋଇ ଯାଇଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି

BJD
Advertisment
Advertisment