Advertisment

ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ

ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ। ଯାହାର ଆତ୍ମା ଡାକୁଛି ବିଜେପିକୁ ଭୋଟ ଦେବାକୁ ସେ ଦଳ ଛାଡି ଚାଲି ଯାଆନ୍ତୁ। ଦଳରେ ସମାନରେ ରୁହ ନହେଲେ ଦଳ ଛାଡ। ବିସ୍ପୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ମୁନା ଖାଁ।

author-image
Sujit kumar Swain
ଅଦ୍ୟତନ ହୋଇଛି

MP Munna Khan
Advertisment
Advertisment