ଭୁଶୁଡ଼ୁଥିବା ମାଓଗଡ଼ରେ ବଡ଼ ହମଲା। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର IED ବିସ୍ଫୋରଣରେ ଯାଇଛି ୮ DRG ଯବାନଙ୍କ ସହ ଜଣେ ଡ୍ରାଇଭରଙ୍କ ଜୀବନ। ଗତକାଲିର ସଫଳ ଅପରେସନ୍ ସାରି ଯବାନମାନେ ଖୁସି ମନରେ ଫେରୁଥିବା ବେଳେ ଆଜି ଅପରାହ୍ନରେ ଘଟିଛି ଏହି ଅଘଟଣ।
ରାଜଧାନୀରେ ବିଜେଡିର ସମାବେଶ । ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର? ଦରଦାମ୍ ବୃଦ୍ଧିକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ନବୀନ ଆସିବା ଆଗରୁ ମଞ୍ଚରେ ନେତା ଗୋହି ଖୋଳାଖୋଳି । BJP କହିଲା ନାଟକ, ସ୍ଥିତି ବଞ୍ଚାଇବାକୁ ଫନ୍ଦି କହି କଂଗ୍ରେସର ଆକ୍ଷେପ...
ବିଜେପି ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା । ଡ୍ରାଇଭର ଜାଣିଶୁଣି ଧକ୍କା ଦେଇଥିବା କଥା ମାନିଥିବା କହିଲେ ଏସପି । ରାତି ଅଧରେ କାହିଁକି ରଚିଲା ହତ୍ୟା ତାଣ୍ଡବ କାରଣ ଖୋଜୁଛି ପୋଲିସ । ଜୟନାରାୟଣ କହିଲେ, ଟାର୍ଗେଟରେ ଥିଲେ ଆଉ କିଏ ।
ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି । ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର କହିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହୋଇଛି ୭ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟ । ଦକ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ସୁବିଧା ଓ ସାଧନ ହେବ କହିଲେ ମୁଖ୍ୟମନ୍ତ୍ରୀ...
ଡରାଇଲା ଚୀନ ଭାଇରସ୍, ଫେରିଲା ମାସ୍କ । ଡରାଇଲା ଚୀନ୍ ଭାଇରସ୍ HMPV । ବେଙ୍ଗଲୁରୁ ପରେ ଅହମ୍ମଦାବାଦରେ ୨ ମାସର ଶିଶୁ ସଂକ୍ରମିତ । କର୍ଣ୍ଣାଟକକୁ ଫେରିଲା ‘ମାସ୍କ’ ପିନ୍ଧିବା କଟକଣା । ଗହଳି ଯାଗାକୁ ନଯିବାକୁ ମହାରାଷ୍ଟ୍ରରେ ବାରଣ । ଓଡ଼ିଶାରେ HMPV ଚିହ୍ନଟ ଲାଗି...
ମଝିରେ ଆଉ ମାତ୍ର ଗୋଟିଏ ଦିନ । ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି । ବିଶ୍ୱରୁ ଆସି ଏକାଠି ହେଉଛନ୍ତି ସାଢ଼େ ୩ ହଜାରରୁ ଅଧିକ NRI । ସମସ୍ତ ଅତିଥିଙ୍କୁ ସ୍ୱାଗତ ଅପେକ୍ଷାରେ ଜନତା ମଇଦାନ । ସଂଧ୍ୟାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍....
ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ପୂରଣ । ରାୟଗଡ଼ା ରେଲ୍ ଡିଭିଜନ ବିଲ୍ଡିଂର ହେଲା ହେଲା ଶିଳାନ୍ୟାସ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ରିମୋଡ୍ ଟିପି ଏହି ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି।
ଦିନକ ପରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରର ୪ ହଜାରରୁ ଅଧିକ ପ୍ରବାସୀ। ୧୮ତମ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ।
ସମ୍ବଲପୁର କଣ୍ଟାପାଲି ଛକରେ ଦୁଇ ବିଜେପି ନେତାଙ୍କୁ ଜାଣିଶୁଣି କରାଯାଇଛି ହତ୍ୟା। କାରକୁ ପିଛା କରି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲା ହାଇୱା ଡ୍ରାଇଭର।
ନୂଆ ବର୍ଷରେ ନୂଆ ଆଭିମୁଖ୍ୟ। ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍ଜିରେ ବିଶାଳ ସମାବେଶ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।
ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ସୁଟ୍ କରାଯାଇଛି।
ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?
ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍।
ଯାଜପୁର ପାଣିକୋଇଲି ଜୁଏଲାରୀ ଲୁଟ୍ ଓ ଫାୟାରିଂ ପଛରେ ରହିଛି କି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ? ୨୪ ଘଣ୍ଟା ବିତିଥିଲେ ବି ଫେରାର୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନି ପୋଲିସ। ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ STF।
ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଭୁବନେଶ୍ବର ଦେଖିବ ପ୍ରବାସୀ ଭାରତୀୟଙ୍କ ମହାମେଳି। ଗୋଟିଏ ଛାତ ତଳେ ଏକାଠି ହେବେ ସାରା ବିଶ୍ବରୁ ସାଢ଼େ ୩ ହଜାରରୁ ଅଧିକ ପ୍ରବାସୀ ଭାରତୀୟ।
ଯୁବକ ଯୁବତୀଙ୍କୁ ଏଣିକି OYO ହୋଟେଲ ମାନା ! ହୋଟେଲ ଚେକ୍-ଇନ୍ ନିୟମରେ ବଡ଼ ପରିବର୍ତ୍ତନ ଆଣିଲା OYO । OYO କମ୍ପାନୀ ପକ୍ଷରୁ ନୂଆବର୍ଷରେ କିଛି ନୂଆ ନିୟମ ଅଣାଯାଇଛି ।
ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍। ରାଜ୍ୟ କମିଟି ଗଠନ ପୂର୍ବରୁ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ।
ପ୍ରବାସୀ ଭାରତୀୟଙ୍କୁ ମିଳିବ ଓଡ଼ିଆ ଚଳଣୀର ଅନୁଭୂତି। ଓଡ଼ିଆଙ୍କ ଘରେ ରହିବେ, ଓଡ଼ିଆ ପରଷା ଖାଇବେ। ହୋମ ଷ୍ଟେ’ ବୁକ୍ କରିଥିବା ପ୍ରବାସୀ ଭାରତୀୟ ପାଇବେ ଏଭଳି ସୁବିଧା।
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍...ଅଟକିଲା, ଉଡ଼ିଲା ଆଉ ଛୁ’ ମାରିଲା... ପ୍ରଶାସନ ଓ ପୋଲିସକୁ ଖୋଲା ଚ୍ୟାଲେଞ୍ଜ... ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ସତ୍ତ୍ବେ ଘୁରି ବୁଲିଲା ଡ୍ରୋନ୍।
ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।