• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Pope Francis Passes Away
Pope Francis Passes Away: ୧୪୦ କୋଟି କ୍ୟାଥଲିକ୍‌ ମୁଖିଆଙ୍କ ଦେହାନ୍ତ; କିଏ ହେବେ ପରବର୍ତ୍ତୀ ପୋପ୍ ? ଜାଣନ୍ତୁ...

ଗତକାଲି ପବିତ୍ର ଇଷ୍ଟର ସଣ୍ଡେରେ ଦର୍ଶନ ଦେବା ପରେ, ଆଜି ଇଷ୍ଟର ମଣ୍ଡେରେ ଆଖି ବୁଜିଛନ୍ତି ପୋପ୍ ଫ୍ରାନ୍ସିସ୍। ୧୨ ବର୍ଷ ଧରି କ୍ୟାଥଲିକ୍ ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ତଥା ରୋମ୍‌ର ବିଶପ୍ ଥିବା ଏହି ପୋପ୍‌ଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି।

Actor Ajay Nayak's Untimely Demise
Actor Ajay Nayak's Untimely Demise: ଟେଲରିଂ ବୃତ୍ତିରୁ କଳା କ୍ଷେତ୍ର...ଅଜୟଙ୍କୁ ହରାଇ ଝୁରୁଛି ହାସ୍ୟ ଅଭିନୟ ଜଗତ...

କେତେବେଳ ଚୋର ତ ଆଉ କେତେବେଳେ ପୋଲିସ...କେବେ ବାବା ସାରଥୀଙ୍କ ଭକ୍ତ ତ ଆଉ କେବେ ମହାଭାରତର ସଂଜୟ।.. ତାଙ୍କ ଅଭିନୟର ଚାତୁରି ଯେତିକି ଚମତ୍କାର ଥିଲା, ଡାଇଲଗ୍ ଡେଲିଭରିରେ ବି ଥିଲେ ସେତିକି ମାହିର...।

Top Boarding Schools India
Top Boarding Schools India: ଏଇଠି ପଢିଛନ୍ତି ସଲମାନଙ୍କଠୁ ସୁନୀଲ ମିତ୍ତଲ; ଭାରତର ସବୁଠାରୁ ପୁରୁଣା ବୋର୍ଡିଂ ସ୍କୁଲ,ଜାଣନ୍ତୁ...

ଆଜି ଆମେ ଏମିତି ଏକ ସ୍କୁଲ୍‌ ବିଷୟରେ କହିବୁ...ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

Women Entrepreneurs Success Stories
Women Entrepreneurs Success Stories: UPSCରେ ବିଫଳ, ଜୀବନରେ ସଫଳ; ଏମିତି କାହାଣୀ ଆପଣଙ୍କ ଆଖିକୁ ଲୁହ ଆସିଯିବ

UPSC ପରୀକ୍ଷାରେ ସଫଳ ହୋଇନଥିଲେ ମଧ୍ୟ ନିଜ ଲକ୍ଷ୍ୟରୁ ଓହରି ନଥିଲେ । ଯାହା ତାଙ୍କୁ ଆଜି ସଫଳତା ଆଣି ଦେଇଛି। ଆସନ୍ତୁ ଜାଣିବା ସେମିତି ୨ ମହିଳାଙ୍କ କାହାଣୀ...

Why Online Betting Apps Are Popular in Odisha
Why Online Betting Apps Are Popular in Odisha: କାହିଁକି ଓଡ଼ିଶାରେ ଏତେ ଲୋକପ୍ରିୟ ହେଉଛି ଗାମ୍ବଲିଂ ବେଟିଂ ଆପ୍‌ ? ଜାଣନ୍ତୁ କାରଣ...

ଗାମ୍ବଲିଂ ବେଟିଂ ଆପ୍ ଭାରତ ବା ଓଡ଼ିଶାରେ ଏତେ ଲୋକପ୍ରିୟ କେମିତି ହେଉଛି ? କଣ ରହିଛି ଏହା ପଛର କାରଣ ? କେମିତି ରାତାରାତି ଲୋକପ୍ରିୟ ହୋଇଯାଉଛି ଗାମ୍ବଲିଂ ବେଟିଂ ଆପ୍ ? ଆସନ୍ତୁ ଜାଣିବା...

Gold Investment in India
Gold Investment in India: କେଉଁ ଦେଶ ପାଖରେ ରହିଛି ସର୍ବାଧିକ ସୁନା ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌...

ସମୟ ବଦଳି ଯାଇଛି, କିନ୍ତୁ ସୁନାର ଚମକ ଏବଂ ଗୁରୁତ୍ୱ ଆଜି ମଧ୍ୟ ସମାନ ରହିଛି। ତେବେ ଆଜି ଆପଣଙ୍କୁ ଆମେ ସୁନା ବିଷୟରେ ଏମିତି କଥା କହିବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। 

\
ଏହା ମୋର ରୁଟିନ୍ କାମ ! 

ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି ବିଜୁ ଜନତା ଦଳ (ବିଜେଡି) ନେତା। କାରଣ ପଚାରିଲେ ବିଜେଡି ବିଧାୟକ ଅରୁଣ ସାହୁ କହିଲେ, ଏହା ମୋର ରୁଟିନ୍ କାମ ! 

Actor Ajay Nayak Passes Away Due to Heart Attack; Co-actors Mourn His Demise
ହାସ୍ୟ ଅଭିନେତା ଅଜୟ ନାୟକଙ୍କ ପରଲୋକ

ହାସ୍ୟ ଅଭିନେତା ଅଜୟ ନାୟକଙ୍କ ପରଲୋକ। ଅଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା। ଓଟିଭିର ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସରେ ଅଭିନୟ କରୁଥିଲେ ଅଜୟ !

Ashirbad Sahu Murder Case: Body Found in Toilet Tank, Relative Detained
ନିଖୋଜ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ମିଳିଛି

ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ମିଳିଛି। ତାଙ୍କ ମୃତ ଦେହ ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି। ଫଳରେ ଆଶୀର୍ବାଦକୁ କେହି ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପୋଲିସ ଆଶୀର୍ବାଦର...

BCCI Annual Player Contracts Announced: Full Grade-Wise List Revealed
ପ୍ରକାଶ ପାଇଛି ବିସିସିଆର ବାର୍ଷିକ ଚୁକ୍ତି ତାଲିକା

ପ୍ରକାଶ ପାଇଛି ବିସିସିଆର ବାର୍ଷିକ ଚୁକ୍ତି ତାଲିକା। ତାଲିକାର କେଉଁ ଗ୍ରେଡରେ କେଉଁ ଖେଳାଳିମାନେ ଅଛନ୍ତି, ଜାଣନ୍ତୁ... 

Former Karnataka DGP Found Murdered at his Residence in Bengaluru, Wife\'s Involvement Suspected
କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ

କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ । ବେଙ୍ଗାଳୁରୁ ଘରୁ ଓମ୍ ପ୍ରକାଶଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ସନ୍ଦେହ ଘେରରେ ପତ୍ନୀ, ଅଟକ ରଖି ପଚରାଉଚରା । ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ହତ୍ୟା ସନ୍ଦେହ । 

Cyclone Shelters Meant to Save Lives Now Crumble, Seeking Safety Themselves
ସୁରକ୍ଷା ଖୋଜୁଛି ‘ବାତ୍ୟା ଆଶ୍ରୟସ୍ଥଳୀ’

ପ୍ରାକୃତିକ ବିପର୍ଯ୍ୟୟ ବନ୍ୟାବାତ୍ୟା ସମୟରେ ଲୋକଙ୍କୁ ଧନ ଜୀବନର ସୁରକ୍ଷା ପାଇଁ ସରକାର ତିଆରି କରିଛନ୍ତି ବାତ୍ୟା ଆଶ୍ରୟସ୍ଥଳୀ । ହେଲେ ଏବେ ଲୋକଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ନିମ୍ନ ମାନର କାମ ଯୋଗୁଁ ବହୁ ଜାଗାରେ ଭାଙ୍ଗିରୁଜି ଗଲାଣି । ଲୋକଙ୍କୁ...

Lok Sabha Speaker Om Birla Meets JEE Mains Topper Odisha Student Om Prakash Behera
ଓମ୍ ପ୍ରକାଶଙ୍କୁ ଓମ୍ ବିର୍ଲାଙ୍କ ଶୁଭେଚ୍ଛା

ଜେଇଇ ମେନରେ ସର୍ବଭାରତୀୟ ସ୍ତରରେ ଟପ୍ପର ଓଡ଼ିଆ ଛାତ୍ର ଓମ୍ ପ୍ରକାଶ ବେହେରାଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଶୁଭେଚ୍ଛା । ରାଜସ୍ଥାନ କୋଟାରେ ଓମଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ବାଚସ୍ପତି ତଥା କୋଟା ସାଂସଦ ଓମ୍ ବିର୍ଲା । 

On Padma Bhushan Gopinath Mohanty’s 111th Birth Anniversary, Koraput Forgets Its Literary Giant
ନାଲିଫିତା ତଳେ 'ସ୍ମାରକୀ କୁଟୀର' ଦାବି

ଦେଶର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପଦ୍ମଭୂଷଣ ଗୋପୀନାଥ ମହାନ୍ତିଙ୍କ ଆଜି ୧୧୧ତମ ଜୟନ୍ତୀ । ଉପନ୍ୟାସରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଜନଜୀବନ, ଚଳଣି ଓ ପରମ୍ପରାକୁ ଲୋକଲୋଚନକୁ ଆଣିଥିବା ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ କିନ୍ତୁ ଭୁଲି ଯାଉଛି କୋରାପୁଟ ପ୍ରଶାସନ। ସେ ରହୁଥିବା ସରକାରୀ...

2 Children Tied to Electric Pole, Tortured with Cigarette Burns Amid Village Dispute | Pipili
ବଳଙ୍ଗାରେ ମଧ୍ୟଯୁଗୀୟ ବର୍ବରତା

ପୁରୀ ଜିଲ୍ଲା ବଳଙ୍ଗାରେ ମଧ୍ୟଯୁଗୀୟ ବର୍ବରତା । ଦୁଇ ପିଲାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ସିଗାରେଟ୍ ଚେଙ୍କ ଦିଆଯାଇଛି। ଦୁଇ ଗାଁ ମଧ୍ୟରେ ବିବାଦ ଭିତରେ ବଳି ପଡିଛନ୍ତି ଅନ୍ୟ ଏକ ଗାଁର ଦୁଇ ପିଲା। ଆହତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି...

Had Heard High Praise for Parbati, But Reality Painted a Different Picture
ପାର୍ବତୀ ଭଲ ବୋଲି ଶୁଣିଥିଲି ହେଲେ ଏଠି ଆସି ଦେଖିଲା ବେଳେକୁ...

ପାର୍ବତୀ ଭଲ ବୋଲି ଶୁଣିଥିଲି ହେଲେ ଏଠି ଆସି ଦେଖିଲା ବେଳେକୁ...

Feel Deeply Saddened Seeing the Condition of Parvati Jatra Artists
‘ପାର୍ବତୀର ଯାତ୍ରା କଳାକାରଙ୍କ ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି’

‘ପାର୍ବତୀର ଯାତ୍ରା କଳାକାରଙ୍କ ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି’

I Am on the Side of Dharma, Waging a Battle for Truth: Bapi Panda
‘ମୁଁ ଧର୍ମରେ ଅଛି, ସତ୍ୟ ପାଇଁ ଲଢ଼େଇ କରୁଛି’

‘ମୁଁ ଧର୍ମରେ ଅଛି, ସତ୍ୟ ପାଇଁ ଲଢ଼େଇ କରୁଛି’

Man Demands Compensation Given to Deceased\'s Family | Rourkela
‘ଆଦିବାସୀଙ୍କୁ ବଞ୍ଚିଲାବେଳେ ବି ସମ୍ମାନ ନାହିଁ, ମଲାପରେ ବି ସମ୍ମାନ ନାହିଁ’

‘ଆଦିବାସୀଙ୍କୁ ବଞ୍ଚିଲାବେଳେ ବି ସମ୍ମାନ ନାହିଁ, ମଲାପରେ ବି ସମ୍ମାନ ନାହିଁ’

Jatra Disputes Heat Up: Two More Troupes Face Allegations Over Payments and Absconding Acts
ନିଇତି ନୂଆ ବିବାଦ, ନିଇତି ନୂଆ ନୂଆ ନାଟକ

ଯାତ୍ରାର ବିବାଦ ମଞ୍ଚରେ ଆଜି ଆଉ ଦୁଇ ବହି । ଗୋଟିଏ-କଳାକାରଙ୍କୁ ପାରିଶ୍ରମିକ ନଦେବାରୁ \'ବନ୍ଧା ପଡ଼ିଲା ଗଣନାଟ୍ୟ\' ତ ଆରଟି 7 ମାସ ହେଲା ଟେଣ୍ଟ ବାନ୍ଧି ବସିଛି ଯାତ୍ରା କମିଟି, ଅଗ୍ରୀମ ନେଇ ପାର୍ଟି ଗାଏବ୍ । ଗୋଟିଏ ଅଭିଯୋଗ ଜଗତସିଂହପୁର ବିରିଡ଼ିରୁ ପାର୍ବତୀ ଗଣନାଟ୍ୟ...

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।