ଷ୍ଟୁଡିଓ ଘିବଲି ଷ୍ଟାଇଲ ଫଟୋ ପାଇଁ ଚାଟ୍ ଜିପିଟିରେ ଇମେଜ କ୍ରିଏସନ ଟୁଲ୍ର ବ୍ୟବହାର କରିବାକୁ ପଡିବ ।
ଏଥିପାଇଁ ପ୍ରଥମେ ଚାଟ୍ ଜିପିଟି ଖୋଲି ଇମେଜ କ୍ରିଏସନ ଅପସନ୍ରେ କ୍ଲିକ କରନ୍ତୁ ।
ଏବେ ଏଥିରେ ଆପଣଙ୍କ ଫଟୋ ଅପଲୋଡ କରନ୍ତୁ ।
କିଛି କ୍ଷଣରେ ଆପଣଙ୍କୁ ଘିବଲି ଷ୍ଟାଇଲର ଫଟୋ ମିଳିଯିବ ।